Daily Archives

December 12, 2019

‘ଯିଏ ମନ୍ଦିର ଭାଙ୍ଗିବ, ତାର ବଡ ପୁଅ ମରିବ’ । ଅଭିଶାପ ଡରରେ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର ନିକଟସ୍ଥ ତାରିଣୀ ମନ୍ଦିର…

କନକ ବ୍ୟୁରୋ : ଆଜି ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଦେଖିବାକୁ ମିଳିଥିଲା କେତେକ ଅଭାବନୀୟ ଦୃଶ୍ୟ । ବିଏମସି କର୍ମଚାରୀମାନେ ମନ୍ଦିର ପଛପଟେ ଥିବା ଏକ ତାରିଣୀ ମନ୍ଦିର ଭାଙ୍ଗିବାକୁ ଯାଉଥିବାବେଳେ ଅଭିଶାପ ଦେଇଥିଲେ ଜଣେ ବ୍ୟକ୍ତି । ଆଉ ଏହାକୁ ଡରି ଉଚ୍ଛେଦକୁ…

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ । ଚାଷୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । ସମସ୍ୟା ବୁଝିବେ,…

କନକ ବ୍ୟୁରୋ : ଥାନା ଓ ଡାକ୍ତରଖାନା ଭଳି ମୋ ସରକାରରେ ସାମିଲ ହେଉଛି କୃଷି ବିଭାଗ । ସରକାରୀ ଯୋଜନାରେ ଚାଷୀ ଲାଭ ପାଉଛନ୍ତି ନା’ ନାହିଁ ? ବିଭାଗର କାମକୁ ନେଇ ଚାଷୀ କେତେ ସନ୍ତୁଷ୍ଟ? କ’ଣ କଲେ ଚାଷୀ ଉପକୃତ ହେବେ ? ଏନେଇ ସିଧାସଳଖ ଚାଷୀଙ୍କ ସହ କଥା ହୋଇ ମତାମତ ନେବେ ରାଜ୍ୟ ସରକାର ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର । ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ନେଇ ନବୀନଙ୍କ ସହ ଆଲୋଚନା କଲେ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୭ ବର୍ଷ ପରେ ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ମିଟିଂ ଭୁବନେଶ୍ୱରରେ ହେଉଛି । ଆସନ୍ତାକାଲି ହେବାକୁ ଥିବା ଏହି ମିଟିଂରେ ଯୋଗ ଦେବାକୁ ଆସିଛନ୍ତି ଶକ୍ତିକାନ୍ତ…

ବଣରୁ ବିଦେଶକୁ ଲମ୍ବିଛି ବଜ୍ରକାପ୍ତା ଚୋରା ଚାଲାଣର ଚେର: ୧୦ କେଜିଆ ବଜ୍ରକାପ୍ତା ପାଇଁ ମିଳୁଛି ୧୦ ଲକ୍ଷ । ସୋସିଆଲ…

କନକ ବ୍ୟୁରୋ: ବଜ୍ରକାପ୍ତା କାତିରୁ ବୁଲେଟପ୍ରୁଫ ଜ୍ୟାକେଟ୍ । ବଜ୍ରକାପ୍ତା ଅଙ୍ଗପ୍ରତ୍ୟଙ୍ଗରୁ ତିଆରି ହେଉଛି ମୁଲ୍ୟବାନ େଔଷଧ । ବିରଳ ଜନ୍ତୁଙ୍କୁ ନେଇ ଲକ୍ଷାଧିକ ଟଙ୍କାର ଡିଲ କରାଯାଉଛି । ଓଡିଶା ଜଙ୍ଗଲରୁ ବିଦେଶକୁ ଲମ୍ବିଛି ଏହି ଚୋରା କାରବାରର ଚେର । ଆଠଗଡ ବନାଚଂଳରୁ ସପ୍ତାହେ ମଧ୍ୟରେ…

ଖଣି ପାଇଁ ବଳି ପଡ଼ିଲା ହଜାର ହଜାର ଗଛ । ବେଧଡକ୍ ଗଛ କାଟି ଚାଲିଛି ଏନଏଲସି କମ୍ପାନୀ, ବନୀକରଣ ପୂର୍ବରୁ ଗଛ କାଟିବାକୁ…

କନକ ବ୍ୟୁରୋ : କୋଇଲା ଖଣି ପାଇଁ ଆଖିବୁଜା ଗଛକଟା । ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଅଂଚଳରେ ଏନଏଲସି ଇଣ୍ଡିଆ ଲିମିଟେଡକୁ ତଳବିରା ୨ ଓ ତଳବିରା ୩ ଖଣି ଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ କଂପାନୀ କାମ ଆରମ୍ଭ କରିଛି । ଏଥିପାଇଁ ଶହ ଶହ ବଡ଼ ବଡ଼ ଗଛ ବଳି ପଡ଼ି ସାରିଲାଣି । ସମ୍ବଲପୁରରେ…

ରେଡିଓ କଲାର ରୋକିବ ହାତୀ-ମଣିଷ ଯୁଦ୍ଧ: ଦୁର୍ଦ୍ଦାନ୍ତ ହାତୀଙ୍କ ଗତିବିଧି ସହ ସେମାନଙ୍କ ଭାଷା ବୁଝିବାକୁ ବେକରେ ଲାଗିବ…

କନକ ବ୍ୟୁରୋ: ତିନି ଦୁର୍ଦ୍ଦାନ୍ତ ହାତୀଙ୍କ ଦେହରେ ଲାଗିବ ରେଡିଓ କଲାର । ଅନଗୁଳ ଓ ଦେବଗଡ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ୩ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖି ନିଆଯିବ ପ୍ରତିଶେଧକ ପଦକ୍ଷେପ । ଏହା ସହିତ ହାତୀଙ୍କ ଭାଷା ବୁଝିବାକୁ ଚେଷ୍ଟା କରିବ ବନବିଭାଗ । ଆଉ ଏଥିପାଇଁ ସହଯୋଗ…