Daily Archives

August 15, 2019

ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଲେ ସଚିନ୍ । ଦେଶବାସୀଙ୍କୁ ଦେଲେ ସ୍ୱାଧୀନତାର ବାର୍ତ୍ତା ।

କନକ ବ୍ୟୁରୋ : ଭାରତ ଗୁରୁବାର ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶର ନାଗରିକମାନେ ଜଣେ ଅନ୍ୟକୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ଦିନିକିଆ ଶୃଙ୍ଖଳା ଜିତି ଦେଶବାସୀଙ୍କୁ ଉପହାର ଦେଇଛି । ତିନି ମ୍ୟାଚ୍‌ର ଶୃଙ୍ଖଳାରେ ଟିମ…

ବାଉନ୍ସର ବଲରେ ଆହତ ହେଲେ ବିରାଟ । ଭଙ୍ଗା ନଖରେ ବ୍ୟାଟିଂ କରି ମାରିଲେ ଦମଦାର ଶତକ, ଦଳକୁ ଦେଲେ ରୋମାଞ୍ଚକର ବିଜୟ ।

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆରେ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ଶତକ ଓ ଶ୍ରେୟଶ ଆୟାରଙ୍କ ୬୫ ରନ୍ ସହାୟତାରେ ୬ ୱିକେଟରେ ବିଜୟୀ ହୋଇଛି ବିରାଟ ବାହିନୀ । ୩୫ଓଭରରେ ୨୫୫ ରନର ପିଛା କରୁଥିବା ଭାରତୀୟ ଦଳ ୩୨ ଓଭର ୩ଟି ବଲରେ ମାତ୍ର ୪ୱିକେଟ ହରାଇ…

ରନୱେରେ ନୁହେଁ, ମକା ବିଲରେ ଅବତରଣ କଲା ବିମାନ । ଆଉ ତା ପରେ…

ଗୁରୁବାର ଦିନ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଗୋଟାଏ ରୁଷୀୟ ଯାତ୍ରୀବାହୀ ବିମାନ ପକ୍ଷୀଙ୍କ ସହ ଧକ୍କା ଖାଇବାରୁ ରାଜଧାନୀ ମସ୍କୋ ପାଖରେ ଥିବା ଗୋଟାଏ ମକ୍କା ବିଲରେ ଜରୁରୀ ଅବତରଣ କରିଛି। ବିମାନର ଉଭୟ ଇଞ୍ଜିନ୍ ମଧ୍ୟକୁ ପକ୍ଷୀଗୁଡ଼ିକ ଶୋଷି ହୋଇ ପଶି ଯାଇଥିଲେ ବୋଲି ଏୟାରଲାଇନ୍ ଏବଂ…

ସ୍ୱାଧୀନତା ଦିବସରେ ନାଚିଲେ ଲଦାଖ ସାଂସଦ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

କନକ ବ୍ୟୁରୋ : ଲୋକସଭାରେ  ନିଜ ଭାଷଣ ଦେଇ ଚର୍ଚ୍ଚାରେ ଥିବା ଲଦାଖ ସାଂସଦ ପୁଣି ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଲଦାଖ ସାଂସଦ ଜାମାୟାଙ୍ଗ ସେରିଙ୍ଗ ନାମଗ୍ୟାଲ ସ୍ୱାଧୀନତା ଦିବସରେ ନାଚୁଥିବାର ଦେଖିବାକୁ ମିଳିଛି । ତେବେ ଏହି ନାଚ…

ସ୍ୱାଧିନତା ଦିବସରେ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳବଦଳ, ଆଦିତ୍ୟଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ…

କନକ ବ୍ୟୁରୋ: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ମିଳିଲା ରାଜ୍ୟ ମୁଖ୍ୟ ଶାସନ ସଚିବ ଦାୟିତ୍ୱ । ୭୩ତମ ସ୍ୱାଧିନତା ଦିବସ ଅବସରରେ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇଏଏସସ୍ତରରେ ଏକ ଅଦଳବଦଳ ହୋଇଥିବା ଅନୁଯାୟୀ…

ଗାନ୍ଧୀ ଜୟନ୍ତୀରୁ ମୋ ସରକାର ! ସାଧାରଣ ଜନତାଙ୍କ ପାଇଁ କାମ କରୁଛନ୍ତି ରାଜ୍ୟ ସରକାର ,5T କୁ ଭିତ୍ତି କରି କାମ…

ଆଜି ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ । ସେ ଏହି ଅବସରରେ ଓଡ଼ିଶାର ବରପୁତ୍ର ସୁଭାଷ ଚନ୍ଦ୍ର…