Daily Archives

August 11, 2019

ଏଣିକି ଧର୍ମ ପରିବର୍ତ୍ତନ କରାଉଥିବା ଲୋକଙ୍କୁ ମିଳିବ କଠୋର ଦଣ୍ଡ ! ସଂପତି ବାଜ୍ୟାପ୍ତି ସାଙ୍ଗକୁ ହୋଇପାରେ ଆଜୀବନ…

ତିନି ତଲାକ୍ ବିରୋଧି ଆଇନ୍ ଏବଂ ଜମ୍ମୁୃ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପରେ ଏବେ ମୋଦି ସରକାର ଧର୍ମାନ୍ତରଣ ବିରୋଧୀ ବିଲ୍ (Anti Conversion Bill) ଆଣିବାକୁ ଯୋଜନା କରୁଛନ୍ତି । ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନ କରିବାକୁ ବିଚାର କରୁଛନ୍ତି । ବିଜେପି…

ବର୍ଷା ଆଲର୍ଟ: ଆଜି ଓ କାଲି ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା; ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ…

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର,…

କାଶ୍ମୀର ଓ ୩୭୦: ବିଲ୍ ଉପସ୍ଥାପନା କଲା ବେଳେ ଭୟରେ ଥରୁ ଥିଲେ ଗୃହମନ୍ତ୍ରୀ; ଖୋଦ୍ ଶାହା କଲେ ଖୁଲାସା

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ଅମିତ ଶାହା କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବାର ବିଲକୁ ଉପସ୍ଥାପନା କରିବା ସମୟରେ ତାଙ୍କ ମନ ଭିତରେ ପ୍ରବଳ ଡର ଭରି…

କାଶ୍ମୀର ଜଗିଛନ୍ତି ଡୋଭାଲ: ଅଗଷ୍ଟ ୧୫ ଯାଏଁ ଜାମ୍ମୁ-କାଶ୍ମୀରରେ ରହି ସ୍ଥିତି ଅନୁଧ୍ୟାନ କରିବେ ଅଜିତ୍ ଡୋଭାଲ

କନକ ବ୍ୟୁରୋ: ଅଗଷ୍ଟ ୧୫ ଯାଏଁ ଘାଟିରେ ରହିବେ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ୍ ଡୋଭାଲ୍ । ଅଜିତ୍ ଡୋଭାଲ ଏବେ ଜାମ୍ମୁକାଶ୍ମୀରର ବିଭିନ୍ନ ଅଂଚଳ ଗସ୍ତ କରି ସିଧାସଳଖ ଲୋକଙ୍କ ଓ ସହିତ ମିଶୁଛନ୍ତି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ ଲୋକଙ୍କ ମଧ୍ୟରେ କଣ ରହିଛି…

ସ୍ୱାଧୀନତା ଦିବସ ଆଗରୁ ଦେଶପ୍ରେମର ନିଆରା ଉଦାହରଣ: ୧୫ କିମି ଲମ୍ବର ତ୍ରିରଙ୍ଗା ଧରି ମାନବଶୃଙ୍ଖଳ ତିଆରି କରୁଛନ୍ତି…

କନକ ବ୍ୟୁରୋ: ସ୍ୱାଧୀନତା ଦିବସ ଆଗରୁ ଦେଶପ୍ରେମର ନିଆରା ଉଦାହରଣ ଦେଖାଇଛନ୍ତି ଛତିଶଗଡର ରାୟପୁରବାସୀ । ରାୟପୁରରେ ହୋଇଛି ୧୫ କିମିର ବିଶାଳ ମାନବଶୃଂଖଳ । ଏହା ସହିତ ପ୍ରଦର୍ଶନ ୧୫ କିମି ଲମ୍ବର ତ୍ରିରଙ୍ଗା ପତାକା । Chhattisgarh: Security personnel, school students and…

ଦେବଦୂତ ସାଜି ଆସିଲେ କନଷ୍ଟେବଳ: ବନ୍ୟାରେ ଫଶିଥିବା ୨ କୁନି କୁନି ପିଲାଙ୍କୁ କାନ୍ଧରେ ବସାଇ ଉଦ୍ଧାର କଲେ ପୁଲିସ…

ଗୁଜୁରାଟରୁ ଆସିଲା ଜଳପ୍ରଳୟର ଚିତ୍ର । ଦେବଦୂତ ସାଜିଲେ ଉଦ୍ଧାରକାରୀ ଦଳ । ଗୁଜୁରାଟ ବନ୍ୟାରେ ଫଶିଥିବା ଦୁଇ କୁନି କୁନି ପିଲାଙ୍କୁ ଜଣେ ପୁଲିସ ଅଧିକାରୀ ଉଦ୍ଧାର କରିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ସଂପୃକ୍ତ ଅଧିକାରୀ ବେଶ ପ୍ରଶଂସା ସାଉଁଣ୍ଟିଛନ୍ତି । ତେବେ ପୁଲିସ କର୍ମୀ ଜଣକ ଦୁଇ କୁନି…