Daily Archives

August 10, 2019

ଆତଙ୍କବାଦୀ ମସୁଦ ଅଝାରର କଶ୍ମୀର ପ୍ରେମ । ଟେଲିଗ୍ରାମ ଯୋଗେ ଭାରତ ବିରୋଧରେ ଓଗାଳିଲା ବିଷ ।

କନକ ବ୍ୟୁରୋ: କଶ୍ମୀରକୁ ନେଇ ପାକିସ୍ତାନର ଦାନ୍ତ କଟମଟ । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସତେ ଯେମିତି ଆକ୍ରମଣାତ୍ମ ହୋଇପଡ଼ିଛି ପାକ୍ । ଆଉ ଏହାର ତାଳ ଦେଇ ଆତଙ୍କବାଦୀ ମସୁଦ ଅଝାର ମଧ୍ୟ କାଶ୍ମୀର ପ୍ରେମ ଦେଖାଇ ଭାରତକୁ ଟାର୍ଗେଟ କରିଛି । ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଝାର ପୁଣି ଥରେ…

‘ମ୍ୟାନ ଭର୍ସେସ ୱାଇଲ୍ଡ’ କାର୍ଯ୍ୟକ୍ରମରେ ମୋଦିଙ୍କ ଜଙ୍ଗଲ ସଫାରୀ: ଉପସ୍ଥାପକ ବେୟର ଗ୍ରୀଲସ କହିଲେ, ବନ୍ୟଜନ୍ତୁଙ୍କ…

କନକ ବ୍ୟୁରୋ: ଡିସ୍କଭରି ଚ୍ୟାନେଲର ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମ୍ୟାନ ଭର୍ସେସ ୱାଇଲ୍ଡରେ ନଜର ଆସିବାକୁ ଯାଉଛନ୍ତି ମୋଦି । କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଜଙ୍ଗଲ ଯାତ୍ରାରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ତର୍ଜାତୀୟ ବାଘ ଦିବସରେ କାର୍ଯ୍ୟକ୍ରମର ଏକ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପୁଣି ଯିବେ ରାଜ୍ୟସଭା : ରାଜସ୍ଥାନରୁ ପଠାଇବାକୁ କଂଗ୍ରେସର ନିଷ୍ପତ୍ତିି

କନକ ବ୍ୟୁରୋ : ପୁଣି ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାଜସ୍ଥାନରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମନମୋହନ ସିଂଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି କଂଗ୍ରେସ । ଆସନ୍ତା ୧୩ ତାରିଖରେ ଜୟପୁର ଯାଇ ମନମୋହନ ସିଂ ରାଜ୍ୟସଭା ପାଇଁ…

‘ପରାଜୟ ସ୍ୱୀକାର କଲେ ମୋଦି’ ! ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ଭାରତ ବିରୋଧରେ ବିଷ ଓଗାଳିଲା ଆତଙ୍କୀ ମାସୁଦ ଅଜହର

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଗୋଟିଏ ପଟେ ପାକିସ୍ତାନ ପାଗଳପ୍ରାୟ ବିଳାପ କରୁଛି । ଅନ୍ୟପଟେ ଆଜି କାଶ୍ମୀର ପ୍ରେମ ଦେଖେଇ ହୋଇଛି ଦୁର୍ଦ୍ଦଷ ଆତଙ୍କବାଦୀ ମାସୁଦ ଅଜହର । କାଶ୍ମୀର ପ୍ରସଙ୍ଗକୁ ନେଇ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଜହର ପୁଣି ଥରେ ଭାରତ ବିରୋଧରେ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଟୁଇଷ୍ଟ: ସୋନିଆ-ରାହୁଲ କମିଟିରୁ ହେଲେ ବାହାର; ସଭାପତି ଚୟନ ପ୍ରକିୟାରେ ହେବେ ନାହିଁ…

କନକ ବ୍ୟୁରୋ: କିଏ ହେବ କଂଗ୍ରେସ ସଭାପତି । ଏନେଇ ଚର୍ଚ୍ଚା ଓ ଆକଳନ ଜାରି ରହିଥିବା ବେଳେ ଆଜି ବସିଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ । ଏଥିରେ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ବିଷୟରେ ମାନସମନ୍ଥନ ଚାଲିଛି ।  ତାଜା ସୂଚନାନୁସାରେ ସଭାପତି ପାଇଁ ଦଳ ବିଭିନ୍ନ କ୍ଷେତ୍ରର…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ : ୯୫ ବର୍ଷରେ ଆଖିବୁଜିଲେ ଦୟାନିଧି ନାୟକ

କନକ ବ୍ୟୁରୋ : ଆଖିବୁଜିଲେ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ୍ ଅଧିନରେ ଥିବା ପାଣିମୋରା ଗାଆଁର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ଆଜି ସକାଳ ସାଢ଼େ ୭ଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିବା…