Daily Archives

July 27, 2019

ବାପା-ମାଆଙ୍କୁ ଅସମ୍ମାନ କଲେ ମିଳିବନି ତ୍ରାହି! ଅଭିଯୋଗ ହେବାମାତ୍ରେ କାର୍ଯ୍ୟାନୁଷ୍ଠାନ, ଭୋଗିବେ ଜେଲ ଦଣ୍ଡ ।

କନକ ବ୍ୟୁରୋ: ଦିନକୁ ଦିନ ସମୟ ବଦଳୁଛି ଆଉ ତା’ ସହିତ ବଦଳୁଛି ଲୋକଙ୍କ ଆଚଣ ଏବଂ ଉଚାରଣ । ଆଉ ଯେଉଁମାନେ ଆମକୁ ଜନ୍ମ ଦେଇ ଦୁନିଆକୁ ଆଣୁଛନ୍ତି । ସେହି ଜୀବନ୍ତ ଭଗବାନଙ୍କୁ ବୃଦ୍ଧାକାଳରେ ନିଜପରିବାରରେ ମିଳୁଛି ନିର୍ଯାତନା ଆଉ କଷ୍ଟ । ତେବେ ସାବଧାନ୍ ଯଦି ବାପା-ମାଆଙ୍କୁ ତାଙ୍କ ସନ୍ତାନମାନେ…

ଶତ୍ରୁ ଦେଶ ପାଇଁ ସତର୍କ ଘଣ୍ଟି । ଆମେରିକାରୁ ଆସିଲା ଘାତକ ଆପାଚେ ହେଲିକପ୍ଟର, ଭାରତୀୟ ବାୟୁସେନା ହେଲା ଆହୁରି…

ଶତ୍ରୁରାଷ୍ଟ୍ର ପାଇଁ ସତର୍କଘଣ୍ଟି । ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । କାରଣ ବିଶ୍ୱର ବିଧ୍ୱଂସକାରୀ ହେଲିକପ୍ଟର ମଧ୍ୟରେ ଜଣାଶୁଣା ଏଏଚ-୬୪ଇ ଆପାଚେ ଗାର୍ଡିୟନ ହେଲିକପ୍ଟର ବାୟୁସେନାରେ ସାମିଲ ହେବାକୁ ଭାରତରେ ପହଞ୍ଚିଛି । ଆମେରିକାରେ ନିର୍ମିତ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ…

ରାଜ୍ୟ ବାହାରେ ସାରଥୀ! ଓକିଲ ଦେଲେ ସୂଚନା, କିନ୍ତୁ ନୂଆ ଠିକଣା କହିବାକୁ ମନା କଲେ ।

କନକ ବ୍ୟୁରୋ : ଜେଲରୁ ଜାମିନରୁ ଆସିବା ପରେ ସାରଥୀ ଗଲେ କୁଆଡେ? ସର୍ତମୂଳକ ଜାମିନରେ ସାରଥୀଙ୍କୁ ବାରିମୂଳ ଯିବାକୁ କୋର୍ଟ ମନା କରିଥିବା ବେଳେ ସାରଥୀ କେଉଁ ଆଡକୁ ଗଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସାରଥୀଙ୍କ ନୂଆ ଠିକଣାକୁ ନେଇ ଭକ୍ତ ମଧ୍ୟ ସନ୍ଦେହରେ ରହିଥିଲେ । ଆଉ…

ଓଡିଶାର ସ୍ମାର୍ଟ କ୍ଲାସ୍ । ଷ୍ଟୁଡିଓରେ ଶିକ୍ଷକ, ଅଡିଓ ଭିଡିଓ ଜରିଆରେ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ପାଠ ।

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସବୁ ଦିଆଯାଉଛି ମାଗଣା । ବହି, ଡ୍ରେସ, ଖାଦ୍ୟ ଓ ସାଇକେଲ ସବୁକିଛି । ହେଲେ ଦିଆଯାଇ ପାରୁନାହିଁ ଗୁଣାତ୍ମକ ଶିକ୍ଷା । ଆଉ ଏହାର ମୁଖ୍ୟ କାରଣ ହେଉଛି ବିଦ୍ୟାଳୟମାନଙ୍କରେ ଶିକ୍ଷକଙ୍କ ଘୋର ଅଭାବ । ସରକାରୀ ସ୍କୁଲରେ ଶିକ୍ଷାର ମାନ ଉନ୍ନତ…

କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ନୀରିହ ପରିବାର । ଘରଦ୍ୱାର ପୋଡି ଛାରଖାର କରିଦେଲେ ଗ୍ରାମବାସୀ, ଗାଁକୁ ଫେରିଲେ କଲେଜ…

କନକ ବ୍ୟୁରୋ : ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟରେ ଦଣ୍ଡିତ ନୀରିହ ପରିବାର । ସରକାରୀ ଜମି ଜବର ଦଖଲ ଅଭିଯୋଗରେ ପରିବାର ଉପରେ ଆକ୍ରମଣ କରି ଘରଦ୍ୱାର ପୋଡିଦେଲେ ଗ୍ରାମବାସୀ । ଖାଲି ଏତିକି ନୁହେଁ କଲେଜ ପଢୁଆ ଝିଅକୁ ଦୁଷ୍କର୍ମ ସହ ପୁରା ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ…

ମାଡ଼ ଖାଇଲେ, ବଦଳି ହେଲେ । କାର୍ଯ୍ୟରେ ଅବହେଳା ଯୋଗୁଁ ବଦଳିଲେ ବାଲିଆପାଳ ଥାନା ଆଇଆଇସି,ସେପଟେ ଏଚଆରପିସିକୁ ଗଲା ମାମଲା

କନକ ବ୍ୟୁରୋ: ବଦଳିଲେ ବାଲିପାଳ ଆଇଆଇସି । କାଲି ମାଡ଼ ଖାଇଲେ ଆଜି ବଦଳି ହେଲେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ । ଗତକାଲି ବାଲିଆପାଳ ଥାନା ଅଞ୍ଚଳରେ ଏକ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ସ୍ଥାନୀୟ ଆଇଆଇସି ପ୍ରଭୁକଲ୍ୟାଣ ଆଚର୍ଯ୍ୟଙ୍କୁ ଗୋଡ଼ାଇ…