Daily Archives

July 7, 2019

ଦଇବ ସାଜିଛି ଦାଉ । ପରିବାରର ୫ଜଣ ସନ୍ତାନ ମାନସିକ ବିକାରଗ୍ରସ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପରିଣତ ବୟସରେ…

କନକ ବ୍ୟୁରୋ : ଦଇବ ସାଜିଛି ଦାଉ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯେଉଁ ବୟସରେ ପିଲାମାନେ ବାପା-ମା’ଙ୍କର ଶାହାରା ପାଲଟିବା କଥା, ସେ ସମୟରେ ବାପା-ମାଆଙ୍କ ପାଇଁ ବୋଝ ପାଲଟିଛନ୍ତି । ପରିଣତ ବୟସରେ ପିଲାମାନଙ୍କର ଅଳି ଅର୍ଦ୍ଦଳି ସହୁଛନ୍ତି ବାପା-ମା’ । କାରଣ ପରିବାରର ପୁରା ୫ ଜଣ…

ଡାଏଲିସିସ୍ ବେଳେ ଚାଲିଗଲା ବିଦ୍ୟୁତ୍, ମରିଗଲେ ରୋଗୀ । ନୟାଗଡ଼ ହସ୍ପିଟାଲରେ ଅଭାବନୀୟ ଘଟଣା, ରାଜ୍ୟର ସ୍ୱାସ୍ଥ୍ୟସେବା…

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ବେଳେ ବିଜୁଳି କଟିଯିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ବ୍ୟବସ୍ଥା ଉପରେ ସନ୍ଦେହ ଉପୁଜିଛିି । ସେଠାରେ ଜେନେରେଟର ଠିକ୍ କାମ କରୁଛି କି ନାହିଁ, ସେନେଇ…

ରେକର୍ଡ ବର୍ଷା ପରେ ଅଧିକ ଲକ୍ଷ୍ୟ ରଖିଛନ୍ତି ହିଟ୍ ମ୍ୟାନ୍ ! କହିଲେ, ବିଶ୍ୱକପ ଟ୍ରଫି ନମିଳିବା ଯାଏଁ ରେକର୍ଡର କୌଣସି…

କନକ ବ୍ୟୁରୋ : ବିଶ୍ୱକପରେ ରେକର୍ଡ ପରେ ରେକର୍ଡ କରି ଚାଲିଥିବା ରୋହିତ ଶର୍ମା ପୁଣି ଥରେ ବଡ ପଣିଆ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି, ବ୍ୟକ୍ତିଗତ ସଫଳତା ନୁହେଁ ବିଶ୍ୱକପ ଜିତିବା ଲକ୍ଷ୍ୟ ହେବା ଦରକାର । ଚଳିତ ବିଶ୍ୱକପରେ ୫ଟି ଶତକ ସହ ସର୍ବାଧିକ ରନ୍ କରିଥିବା ରୋହିତ…

ବିଜେପି ସାଂସଦଙ୍କ ନାଁରେ ଅଭିଯୋଗ । ଆସନସୋଲ ଗଣ୍ଡଗୋଳ ଘଟଣାରେ ବାବୁଲ ସୁପ୍ରିୟୋଙ୍କୁ ଦାୟୀ କଲେ ମେୟର ଜିତେନ୍ଦ୍ର…

କନକ ବ୍ୟୁରୋ : ଆସନସୋଲ୍‌ ମୁନିସପାଲ୍‌ କର୍ପୋରେସନ ମେୟର ଜିତେନ୍ଦ୍ର କୁମାର ତିଓ୍ଵାରୀ କିଛି ବିଜେପି ନେତା ଓ ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ବିଜେପି କ୍ୟାଡର୍‌ରେ ଆୟୋଜିତ ହୋଇଥିବା ଏକ ରକ୍ତଦାନ ଶିବିରରେ ବାବୁଲ ସୁପ୍ରିୟୋ ବିଜେପି ଓ…

ଆଖି ବୁଜିଛି ପ୍ରଶାସନ, ଭାସୁଛି ଅଙ୍ଗନୱାଡି । ଅସରାଏ ବର୍ଷାରେ ଉବୁଟୁବୁ ହେଉଛି କଅଁଳ ଶିଶୁଙ୍କ ଭବିଷ୍ୟତ ।

କନକ ବ୍ୟୁରୋ: କଥାରେ ଅଛି ଯଦି ମୂଳ ଦୂଆ ଠିକ୍ ନରୁହେ ତାହାର ପରବର୍ତ୍ତୀ ସ୍ତର ଅତନ୍ତ୍ୟ ନଗଣ୍ୟ ହୋଇପଡ଼େ । ବର୍ତ୍ତମାନ ଜଣେ ମଧ୍ୟବିତ୍ତ ହେଉ କିମ୍ବା ଗରିବ ଶ୍ରେଣୀର ପରିବାର, ସେମାନଙ୍କ ପିଲା ପାଇଁ ପ୍ରାଥମିକ ଶିକ୍ଷା କ୍ଷେତ୍ର ପାଲଟିଥାଏ ଅଙ୍ଗନୱାଡି କେନ୍ଦ୍ର । ହେଲେ ଏହି ଅଙ୍ଗନୱାଡିର…

ଗ୍ରାହକଙ୍କ ପାଇଁ ଏୟାରଟେଲର ଜବରଦସ୍ତ ଅଫର । ୧୪୮ ଟଙ୍କାରେ ୩ଜିବି ଡାଟା ସହିତ ମିଳିବ ଅନଲିମିଟେଡ ଟକଟାଇମ୍

ଭାରତୀ ଏୟାରଟେଲ ନିଜର ପ୍ରିପେଡ ଗ୍ରାହକଙ୍କ ପାଇଁ ୧୪୮ଟଙ୍କାର ନୂଆ ପ୍ଲାନ୍ ବଜାରକୁ ଆଣିଛି। ଅର୍ଥାତ ଆପଣ ଏବେ ୧୫୦ଟଙ୍କାରୁ କମରେ ବି ମାସକ ପାଇଁ ୩ଜିବି ଡାଟା ବ୍ୟବହାର କରି ପାରିବେ। ଏହି ପ୍ଲାନରେ ୩ଜିବି ଡାଟା ସହିତ ଅସୀମିତ କଲିଂ ସୁବିଧା ୨୮ଦିନ ପାଇଁ ରହିଛି। ଏତଦ୍ ବ୍ୟତୀତ ଏହି ପ୍ଲାନରେ…