Daily Archives

April 28, 2019

ରାତି ପାହିଲେ ୧୯ ଯୁଦ୍ଧର ଚତୁର୍ଥ ଅଧ୍ୟାୟ । ଜନତାଙ୍କ ହାତରେ ହେଭିୱେଟ୍ ନେତାଙ୍କ ଭାଗ୍ୟ ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହରେ କାଲି ଅନେକ ହେଭିୱେଟ୍ ନେତାଙ୍କ ଅଗ୍ନି ପରୀକ୍ଷା । ରାତିପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ଦେଶରେ ପଡିବ ଭୋଟ୍ । ଏଥିରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ମତଗ୍ରହଣ କରାଯିବ । ନିଜ ନିଜ ସଂସଦୀୟ କ୍ଷେତ୍ରରେ ନେତାଙ୍କ ଭାଗ୍ୟ…

ସେନା ଅଫିସରଙ୍କୁ ଗାଳି ଦେଲେ ଧର୍ମେନ୍ଦ୍ର ! ରାଷ୍ଟ୍ରବାଦର ଆଇନା ଦେଖାଇଲେ ଆର୍ମି ଅଫିସର, ସୋସିଆଲ୍ ମିଡ଼ିଆରେ ବଖାଣିଲେ…

କନକ ବ୍ୟୁରୋ: ସେନା ଅଫିସରଙ୍କୁ ଗାଳି ଦେଲେ ଧର୍ମେନ୍ଦ୍ର । ସୋସିଆଲ ମିଡିଆରେ ଏପରି ଏକ କାହାଣୀର ଜୋରଦାର ଚର୍ଚ୍ଚା ଚାଲିଛି । ଲିଙ୍କ୍ଡ ଇନ୍ ସୋସିଆଲ ସାଇଟରେ ପୂର୍ବତନ ସେନା ଅଧିକାରୀ ଅଜୟ କୁମାରଙ୍କ ଏକ ପୋଷ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ୨୩ ବର୍ଷ ଧରି ଭାରତୀୟ ସେନାରେ ସେବା ଯୋଗାଇଥିବା…

ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋରକୁ ହରାଇ ପ୍ଲେ-ଅଫ୍ସରେ ଦିଲ୍ଲୀ । ସେପଟେ ଆଇପିଏଲ-୧୨ରୁ ବାଦ ପଡିଲା ବିରାଟ ବାହିନୀ ।

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସ ପରେ ଦ୍ୱିତୀୟ ଦଳ ଭାବେ ଆଇପିଏଲ ଦ୍ୱାଦଶ ସଂସ୍କରଣର ପ୍ଲେ-ଅଫରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ଆଇପିଏଲର ୪୬ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ ଓ ବାଙ୍ଗାଲୋର । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସକୁ ୧୬ ରନରେ ପରାସ୍ତ କରି…

ଅନ୍ତିମ ଲଢ଼େଇରେ ହେଭିୱେଟଙ୍କ ଅଗ୍ନି ପରୀକ୍ଷା ! ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା, ଜାଣନ୍ତୁ କାହାକୁ କିଏ…

କନକ ବ୍ୟୁରୋ: ଆସନ୍ତାକାଲି ଅନ୍ତିମ ଲଢ଼େଇରେ ମୁହାଁମୁହିଁ ହେବେ ହେଭିୱେଟ୍ । ୧୯ ମହାଯୁଦ୍ଧରେ ବାଜି ମାରିବାକୁ ମୈଦାନରେ ଭାଗ୍ୟ ପରୀକ୍ଷା କରିବେ ପ୍ରମୁଖ ଦଳର ପ୍ରାର୍ଥୀ । ଆଉ ଜନତା ଜନାର୍ଦ୍ଦନ କାଲି ଏହି ହେଭିୱେଟଙ୍କ ପରୀକ୍ଷା ଖାତାରେ ମତଦାନ ସାବ୍ୟସ୍ତ କରି ମାର୍କ ଦେବେ । ତେବେ ନଜର…

ପ୍ରଚାର ସମୟରେ କ୍ଷେତରେ ଲାଗିଲା ନିଆଁ ! ହ୍ୟାଣ୍ଡପମ୍ପ ଚଳାଇ ପାଣି ଭରି ନିଆଁ ଲିଭାଇବାରେ ସାହାଯ୍ୟ କଲେ ସ୍ମୃତି ଇରାନୀ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ଅଂଚଳରେ ପ୍ରଚାର ପର୍ବ ଜୋରସୋରରେ ଚାଲିଛି । ସମସ୍ତ ଦଳର ଟାଣୁଆ ନେତାନେତ୍ରୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମନ ଜିଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଏପରିସ୍ଥଳେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ…