ଇମ୍ରାନଙ୍କୁ ଭାରତର ଜବାବ୍ ! ପାପ ଲୁଚାଉଛି ପାକିସ୍ତାନ, ପାକ୍ ସେନାଙ୍କ କାଠ କଣ୍ଢେଇ ପାଲଟିଛି ପାକିସ୍ତାନ ସରକାର ।
କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାରତର କଡ଼ା ଜବାବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । କହିଛନ୍ତି ଯେ, ପୁଲୱାମା…