Daily Archives

October 21, 2018

ପୁରୀରେ ବୋମା ମାଡ ! ପୂର୍ବ ଶତ୍ରୁତାକୁ ଏବଂ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୮ରୁ…

କନକ ବ୍ୟୁରୋ: ପୁରୀ ବଳିଆପଣ୍ଡାରେ ବୋମାମାଡ଼ । ଦୁଇସାହି ମଧ୍ୟରେ ପୂର୍ବରୁ ଥିବା ସତ୍ରୁତାକୁ ଭିତି କରି ପୁରୀ ବଳିଆପଣ୍ଡାରେ ବୋମାମାଡ କରାଯାଇଛି । ଥରେ ନୁହେଁ କି ଦୁଇଥର ନୁହେଁ ଘନ ଘନ ତିନିଥର ବୋମା ମାଡ କରାଯାଇଛି । ଏହି ବୋମା ମାଡରେ ସ୍ଥିନିୟ ଅଞ୍ଚଲରେ କିଛି ମାତ୍ରାରେ କ୍ଷୟ କ୍ଷତି ହେବା…

ଶତ୍ରୁପକ୍ଷଙ୍କୁ ମୋଦିଙ୍କ ଚେତାବନୀ ! କହିଲେ, ଭାରତ ଉପରେ ନଜର ପକାଇଲେ ଦୁଇଗୁଣ ଶକ୍ତି ସହ ଦିଆଯିବ କଡା ଜବାବ ।

ଶତ୍ରୁପକ୍ଷଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଅନ୍ୟ କାହା ଉପରେ ନଜର ପକାଏ ନାହିଁ, କିନ୍ତୁ ଭାରତର ସାର୍ବଭୌମତ୍ୱ ଉପରେ ବିପଦ ଆସିଲେ ଭାରତ ଦୁଇଗୁଣ ଶକ୍ତି ସହ ତାହାର ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜାଦ ହିନ୍ଦ ଫୌଜର…

ଦଶହରା ପରେ ଜମିଲା ଦୀପାବଳି ବଜାର ! ପୋଷାକପତ୍ର କିଣିବାକୁ ଉମରକୋଟ୍ ଲୁଗା ଦୋକାନରେ ପ୍ରବଳ ଗହଳି ।

କନକ ବ୍ୟୁରୋ : ନବରଙ୍ଗପୁରରେ ଜମିଲା ପୂଜା ବଜାର  । ଦଶହରା ଶେଷ ହୋଇଯାଇଛି ଆଉ ଆଗକୁ ଆସୁଛି ଦୀପାବଳି  । ଉମରକୋଟ୍ ହେଉଛି ନବରଂଗପୁର ଜିଲ୍ଲାର ସବୁଠାରୁ ବଡ଼ ସହର  । ତେଣୁ ଉମରକୋଟରେ ଦୋକାନଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଲାଣି  । ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ଅଧିକ କିଣାକିଣି…

ଟେଲିଭିଜନ୍ ଗ୍ରାହକଙ୍କ ପାଇଁ ଖୁସିର ଖବର ! ଏଣିକି ଅଫଲାଇନରେ ମିଳିବ ଏମଆଇ ସ୍ମାର୍ଟ ଏଲଇଡି ଟିଭି, ୨ ଭାରିଆଂଟରେ ହେବ…

କନକ ବ୍ୟୁରୋ : ଏଣିକି ଏମଆଇ ସ୍ମାର୍ଟ ଏଲଇଡି ଟିଭି ଅଫଲାଇନରେ ମିଳିବ । ଭୁବନେଶ୍ୱରରେ ଏହାର ଉଦଘାଟନ କରିଛନ୍ତି କମ୍ପାନୀର ଇଷ୍ଟ ଜୋନ୍ ହେଡ ଅଭିଷେକ ରାୟ ଓ ଏମଆଇର ଓଡିଶା ଡିଷ୍ଟିବୁଟର ଜୟ ସାଦାନୀ  । ପୂର୍ବରୁ ଅନଲାଇନ୍ ମାର୍କେଟରେ ବେଶ୍ ଆଧିପତ୍ୟ ବିସ୍ତାର କରିଥିବା ଏମଆଇ ଏବେ ଅଫଲାଇନ୍…

ବିଫଳତା ଶିଖାଇଲା ସଫଳ ହେବାର ମହାମନ୍ତ୍ର ! ଛତୁଚାଷ ଦେଲା ଟଙ୍କା ରୋଜଗାରର ବାଟ, ଜାଣନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ସଫଳ…

କନକ ବ୍ୟୁରୋ : କାହାଣୀ ଅଦମ୍ୟ ଇଚ୍ଛାଶକ୍ତିର  । କଠିନ ପରିଶ୍ରମ ଯୋଗୁଁ ଜଣେ ସଫଳ ବ୍ୟବସାୟୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି କାକଟପୁର ବ୍ଲକର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ  । ନିଜସ୍ୱ ଉଦ୍ୟମରେ ଛତୁଚାଷ କରି ସେ ଲାଭବାନ ହେବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି…