ଚମକିଲେ ଚେତେଶ୍ୱର ପୂଜାରା । ୪ର୍ଥ ଟେଷ୍ଟରେ ଶତକ ସହ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ପୂଜାରା
ଚେତେଶ୍ୱର ପୂଜାରାଙ୍କ ୧୫ତମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୮୪.୫ ଓଭର ଖେଳି ସମସ୍ତ ଓ୍ଵିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସ ଆଧାରରେ ୨୭ ରନ୍ରେ ଅଗ୍ରଣୀ ଅଛି। ପୂଜାରା ୨୧୦ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଏଥିରେ ୧୧ଟି ଚୌକା ସାମିଲ ଅଛି।…