Daily Archives

August 17, 2018

କଟକରେ ଏନକାଉଣ୍ଟର ! ଅନିଲ ବେହେରା ଓରଫ ଚିକୁକୁ ଗୁଳି କଲା କମିସନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ।

କନକ ବ୍ୟୁରୋ : କଟକ ମଧୁପାଟଣାରେ ପୋଲିସର ଏନକାଉଣ୍ଟର । ପୁରୀଘାଟରେ ୭ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ସାମିଲ ଥିବା ଅନିଲ ବେହେରା ଓରଫ ଚିକୁକୁ ଏନକାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ଅନିଲ ବେହେରା ଓରଫ ଚିକୁ । ସେ ଶଗଡିଆ ସାହି ବାସିନ୍ଦା ବୋଲି ଜଣାପଡିଛି ।…

ଅନଲାଇନ ସାଇଟରୁ ଅର୍ଡ଼ର ହୋଇଥିଲା ପ୍ରୋଟିନ ପାଉଡର ! ପାର୍ସଲ ଆସିବା ପରେ ସେଥିରୁ ବାହାରିଲା କୁମ୍ଭିର ।

ଆଜିକାଲି ଲୋକମାନେ ନିଜ କାମକୁ ନେଇ ବ୍ୟସ୍ତ ରହୁଥିବାରୁ କୌଣସି ଜିନିଷ କିଣିବା ପାଇଁ ସେମାନେ ଅନ୍ଲାଇନ୍ ସାଇଟମାନଙ୍କ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଅନେକ ସମୟରେ ଲୋକମାନଙ୍କ ଅନଲାଇନ୍ ସାଇଟମାନଙ୍କ ଉପରେ ଥିବା ବିଶ୍ୱାସ ଭାଙ୍ଗି ଯାଇଥାଏ । ଲୋକମାନେ କିଛି ଜିନିଷ ଅର୍ଡ଼ର କରିଥିବା ବେଳେ…

କେରଳରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ଦୁଇ ଆଇଏଏସ ଅଫିସର । ଟ୍ରକରୁ ଆଶ୍ରୟସ୍ଥଳୀକୁ କାନ୍ଧରେ…

କେରଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ଏବେ ବିନାଶକାରୀ ରୂପ ନେବାରେ ଲାଗିଛି । ବର୍ଷା ଜନିତ ବନ୍ୟାରେ ଏଯାବତ୍ ୧୦୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ୧୦୦ବର୍ଷ ଇତିହାସରେ କେରଳରେ ଏପରି ଭୟାନକ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି । ବନ୍ୟାରେ…

ଅଟଳଙ୍କୁ ରାଷ୍ଟ୍ରୀୟ ସମ୍ମାନ ! କେବଳ ଭାରତ ନୁହେଁ ଏହି ସବୁ ଦେଶର ମଧ୍ୟ ଜାତୀୟ ପତାକା ଅର୍ଦ୍ଧନିମିତ୍ତ ରହିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନେତା ଅଟଳବିହାରୀ ବାଜପେୟୀଙ୍କ ପରଲୋକରେ କେବଳ ଆମ ଦେଶବାସୀ ନୁହେଁ ବିଶ୍ୱବାସୀ ସମ୍ମାନ ଜଣାଇଛନ୍ତି । ସମଗ୍ର ବିଶ୍ୱରୁ ତାଙ୍କପାଇଁ ଶୋକବାର୍ତ୍ତା ପହଞ୍ଚିବାରେ ଲାଗିଛି । ତାଙ୍କ ମୃତ୍ୟୁକୁ ସମ୍ମାନ ଜଣାଇବାକୁ ସରକାରଙ୍କ ପକ୍ଷରୁ ୭ ଦିନ ପାଇଁ…

ଜଙ୍ଗଲକୁ ଗଲା ବାଘୁଣୀ । ଏନକ୍ଲୋଜରରେ ନୁହେଁ, ଏବେ ସାତକୋଶିଆ ଜଙ୍ଗଲରେ ବୁଲିବ ‘ସୁନ୍ଦରୀ’ ।

ଜଙ୍ଗଲକୁ ଗଲା ସୁନ୍ଦରୀ । ବାନ୍ଧବଗଡ ଜାତୀୟ ଉଦ୍ୟାନରୁ ଗତ ଜୁନ ମାସ ୨୮ ତାରିଖରେ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀକୁ ଆଜି ଜଙ୍ଗଲକୁ ଛଡାଯାଇଛି । ସାତକୋଶିଆରେ ପ୍ରାୟ ଦୁଇ ହେକ୍ଟର ଅଂଚଳରେ ସୁନ୍ଦରୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର କରାଯାଇଥିଲା । କିଛି ଦିନ ଅନୁଧ୍ୟାନ କଲା ପରେ ବାଘୁଣୀକୁ…