Daily Archives

August 17, 2018

ଏଣିକି ଧୁମପାନ କରିବା ପଡିବ ମହଙ୍ଗା ! ସିଗାରେଟ ଧୁଆଁ ସଂସ୍ପର୍ଶରେ ଆସିଲେ ହେଉଛି ଏକ ନୂଆ ରୋଗ, ଆପଣଙ୍କ ପିଲା ବି…

ଧୁମପାନ କରିବା ଶରୀରପ୍ରତି ହାନିକାରକ । ଏକଥା ସମସ୍ତେ ଜାଣନ୍ତି କିନ୍ତୁ ତଥାବି ଧୁମପାନ କରିଥାନ୍ତି । ସିଗାରେଟ ଖୋଳ ଉପରେ ବଡ ବଡ ସଚେତନତା ଫଟୋ ଲଗାଯିବା ସତ୍ୱେ ବି ଲୋକମାନେ ସଚେତନ ହେଉ ନାହାଁନ୍ତି । ଅନେକ ଲୋକ ବାହାରେ ସିଗାରେଟ ଟାଣିବା ସହ ଘରେ ମଧ୍ୟ ଧୁମପାନ କରିଥାନ୍ତି । ଯାହା ଫଳରେ…

ଲୋକପ୍ରିୟ ଜନନେତାଙ୍କୁ ବିଶ୍ୱନେତାଙ୍କ ବନ୍ଦନା : ଅଟଳଙ୍କୁ ଜଣାଇଲେ ଅଲବିଦା

କନକ ବ୍ୟୁରୋ : ଦିବଙ୍ଗତ ନେତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇବାକୁ ବିଦେଶୀରୁ ଛୁଟି ଆସିଥିଲେ ନେତା ଓ ରାଷ୍ଟ୍ରପ୍ରତିନିଧି । ପଡୋଶୀ ଦେଶ ସହ ଥିବା ତାଙ୍କ ସମ୍ପର୍କ ସେମାନଙ୍କୁ ସ୍ମୃତି ସ୍ଥଳକୁ ଟାଣି ଆଣିଥିଲା । ସେପଟେ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି,…

ଜାମ୍ମୁକଶ୍ମୀର ବାନ୍ଦିପୋରା ଓ କୁପୱାଡାରେ ଏନକାଉଣ୍ଟର ! ହାଜିନ ଅଞ୍ଚଳରେ ସର୍ଚ୍ଚ ଅପରେସନ, କୁପୱାଡାରେ ଜଣେ ଯବାନ ସହିଦ…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର ବାନ୍ଦିପୋରା ଓ କୁପୱାଡାରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ବାନ୍ଦିପୋରାର ହାଜିନ ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଭିତି କରି ସମଗ୍ର ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ…

ଆମେରିକା ଉପରେ ଆକ୍ରମଣ ଯୋଜନା କରୁଛି ଚୀନ୍ : ପେଂଟାଗନ ରିପୋର୍ଟରେ ପ୍ରକାଶ

କନକ ବ୍ୟୁରୋ : ଆମେରିକା ଉପରେ ଚୀନର ଆଖି । ଆମେରିକା ଉପରେ ଚୀନ୍ ଆକ୍ରମଣ ଯୋଜନା କରୁଥିବା ନେଇ ପେଂଟାଗନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଏବଂ ଏହାର ମିତ୍ର ରାଷ୍ଟ୍ରଗୁଡିକ ଉପରେ ଆକ୍ରମଣ କରିବାକୁ ଗତ କିଛି ବର୍ଷ ହେଲା ଚୀନ୍ ତାର ବମ୍ବର ଅପରେସନ ବଢାଇବା ସହ ତାଲିମ ଦେଉଥିବା…

ତମ୍ବାରେ ରହିଛି ଅନେକ ଔଷଧୀୟ ଗୁଣ ! ତମ୍ବା ପାତ୍ରରେ ପାଣି ରଖି ପିଇଲେ ଭଲ ହୋଇଥାଏ ଅନେକ ରୋଗ, ଜାଣନ୍ତୁ କିପରି କରିବେ…

ତମ୍ବାରେ ଅନେକ ଔଷଧୀୟ ଗୁଣ ରହିଛି । ତମ୍ବା ପାତ୍ରରେ ପାଣି ରଖି ପିଇବା ଶରୀର ପାଇଁ ବେସ ହିତକର ହୋଇଥାଏ । ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ସେଥି ପାଇଁ ଲୋକମାନେ ପୂଜା ପର୍ବାଣିରେ ତମ୍ବା ପାତ୍ରର ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ ଅନେକ ଲୋକ ମଧ୍ୟ ତମ୍ବା ପାତ୍ରରେ…

ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ : ଭୁବନେଶ୍ୱର ଲୋୟର ପିଏମଜିରେ ସ୍କୁଲ ଶିକ୍ଷକ ଏବଂ କଲେଜ ଅଧ୍ୟାପକଙ୍କ ଅହୋରାତ୍ର…

କନକ ବ୍ୟୁରୋ : ରାଜରାସ୍ତାରେ ଶିକ୍ଷକ । ଦାବି ପୂରଣ ନେଇ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବାରୁ ଏହାକୁ ବିରୋଧ କରି ଗତକାଲିଠାରୁ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ମିଳିତ ମହାସଂଘ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ଶିକ୍ଷକମାନେ ନିରବ ଆନ୍ଦୋଳନ…