୩ ବର୍ଷରେ ଦେଶରେ ୨୭୮ ନକଲି ଇଞ୍ଜିନିୟରିଂ କଲେଜ : ଓଡ଼ିଶାରେ ଗୋଟିଏ ନକଲି ଇଞ୍ଜିନିୟରିଂ କଲେଜ ଚିହ୍ନଟ
କନକ ବ୍ୟୁରୋ : ଓଡ଼ିଶାରୁ ଚିହ୍ନଟ ହୋଇଛି ଗୋଟିଏ ନକଲି ଇଞ୍ଜିନିୟରିଂ କଲେଜ । ଅଲ୍ ଇଣ୍ଡିଆ କାଉନ୍ସେଲିଂ ଫର୍ ଟେକ୍ନିକାଲ ଏଜୁକେସନ୍(ଏଆଇସିଟିଇ)ର ବିନା ଅନୁମତିରେ ଏହି କଲେଜ ଚାଲିଥିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ୨୦୧୫ରୁ ୨୦୧୭ ମଧ୍ୟରେ…