Daily Archives

August 1, 2018

ବାଙ୍ଗଲାଦେଶୀଙ୍କୁ ଲଗାମ ନାହିଁ । ସରକାରଙ୍କ ହିସାବରେ ମାତ୍ର ୪ ହଜାର,ଗବେଷକଙ୍କ ହିସାବରେ ଲକ୍ଷ ଲକ୍ଷ ।

କନକ ବ୍ୟୁରୋ : ଓଡିଶାରେ ପ୍ରାୟ ୪ ହଜାର ଅନୁପ୍ରବେଶକାରୀ ବାଂଲାଦେଶୀ ରହିଥିବା ବିଧାନସଭାରେ ସ୍ୱୀକାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରକି ଅନେକେ ଏବେ ସ୍ଥାନୀୟ ଭୋଟର ପରିଚୟପତ୍ର ଓ ରାସନ କାର୍ଡ ହାତେଇ ସାରିଲେଣି । ତେବେ ଏମାନଙ୍କୁ ନେଇ ଆସାମ ପରି ଓଡିଶାରେ ମଧ୍ୟ ଆଗାମୀ…

ସଂସଦରେ ବିଜେଡିର ଆଭିମୁଖ୍ୟକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଦେଲେ ବିଜେପି ନେତା । କଂଗ୍ରେସ କହିଲା,…

କନକ ବ୍ୟୁରୋ : ବିଜେଡିକୁ ଧନ୍ୟବାଦ ଜଣାଇଲା ବିଜେପି । ରାଜ୍ୟସଭାରେ ଏନଆରସି ରିପୋର୍ଟକୁ ନେଇ ଚର୍ଚ୍ଚା ବେଳେ ବିଜେପିକୁ ସୁହାଇଲା ଭଳି ମନ୍ତବ୍ୟ ରଖିଥିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଜାତୀୟ ସୁରକ୍ଷା ପାଇଁ ଏନଆରସି ରିପୋର୍ଟ ଜରୁରୀ ଥିଲା ବୋଲି କହିବା ପରେ ପ୍ରଶଂସାରେ ପୋତି…

ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମ ବିବାହ ପଡିଲା ମହଙ୍ଗା ! ଉଲଗ୍ନ କରି ପରିଶ୍ରା ପିଆଇବା ସହ ୭୦ ହଜାର ଟଙ୍କା ଜୋରିମାନା…

ପ୍ରେମ ବିବାହ କରିବା ଆଜିକାଲି ଏକ ସାଧାରଣ କଥା ପାଲଟିଯାଇଛି । ପରିବାର ଅନୁମତିରେ ହେଉ ଅବା ବିନା ଅନୁମତିରେ ହେଉ ପ୍ରେମ ବିବାହ ନବପିଢିର ଯୁବକ ଯୁବତିଙ୍କ ପାଇଁ ସାଧାରଣ କଥା ପାଲଟିଛି । କିନ୍ତୁ ଗାଁ ଗହଳିର ଲୋକମାନଙ୍କ ପାଇଁ ପ୍ରେମ ବିବାହ ଏକ ଅପରାଧ ସହ ସମାନ । ଗାଁରେ ଯଦି କୌଣସି ଯୁବକ ଓ…

ଇସ୍କନ ସ୍ୱେରେଜ ଲାଇନରେ ଉଚ୍ଛେଦ ହେଲା ଜବରଦଖଲ । ଆଇଆରସି ଅଞ୍ଚଳରୁ ଆସୁଥିବା ନର୍ଦ୍ଦମା ଜଳ ମିଶୁଥିଲା ସାଧାରଣ ଡ୍ରେନରେ

କନକ ବ୍ୟୁରୋ: ଲଗାଣ ବର୍ଷା ହେଲେ ଭୁବନେଶ୍ୱର ଇସ୍କନ୍ ମନ୍ଦିର ଆଗରେ ଛାତିଏ ଉଚ୍ଚର ପାଣି ଜମେ । ତେଣୁ ବର୍ଷା ଜଳ ନିଷ୍କାସନ ପାଇଁ ଆଜି ଇସ୍କନ୍ ନିକଟରେ ଥିବା ସ୍ୱେରେଜ୍ ଲାଇନ୍ ଉପରୁ ଜବରଦଖଲକୁ ହଟାଯାଇଛି । ବର୍ଷ ବର୍ଷ ଧରି ସ୍ୱେରେଜ୍ ଡ୍ରେନ୍ ଉପରେ ଜବରଦଖଲ ହଟିନଥିବା ବେଳେ ଆଜି କିଭଳି ଏହା…

ରାଜଧାନୀର ରାତିକୁ ରଂଗୀନ କରୁଛନ୍ତି ବେଙ୍ଗଲୀ କଲଗାର୍ଲ! ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ବଡବଡିଆ ବନୁଛନ୍ତି ଗ୍ରାହକ

କନକ ବ୍ୟୁରୋ : ରାଜଧାନୀରେ କୋଲକାତାର ସୁନ୍ଦରୀ । ବେଶ କିଛି ଟଙ୍କାରେ ଡିଲ ହେଉଛି ଆଉ ରାଜଧାନୀର ତାରକା ହୋଟେଲରେ ରାତି ବିତାଉଛନ୍ତି ଏହି ଯୁବତୀମାନେ । ରାତିକ ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା କନକ ନ୍ୟୁଜକୁ କହିଛନ୍ତି ଏହି ଯୁବତୀ । ସେକ୍ସ କାରବାରରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ…

ଥାନା ପାଖରୁ ପୁରା ଏଟିଏମ ଉଠାଇନେଲେ ଦୁର୍ବୃତ୍ତ ! ଲୁଟିଲେ ୫ଲକ୍ଷ ଟଙ୍କା, ପୋଲିସକୁ ମିଳିଲା ନାହିଁ ନୋଟର ବାସ୍ନା ।

ଏଟିଏମ ଚୋରି ହେବା କିଛି ନୂଆ କଥା ନୁହେଁ । ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ ଚୋରି ହେବାର ଘଟଣା ସମ୍ନାକୁ ଆସିଥାଏ । କିନ୍ତୁ ଭୋପାଲର ଖଜୁରୀ ସଡକ ସ୍ଥିତ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମକୁ ଦୁର୍ବୃତ୍ତ ମାନେ ଏପରି ଭାବରେ ଚୋରି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…