ଆପଣ କେମିତି ରହିବେ ଖୁସି ? କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ; ସ୍ୱାମୀ ମୁକୁନ୍ଦାନନ୍ଦ କହିଲେ …

252

କନକ ବ୍ୟୁରୋ : ସଫଳତାର ସରଳ ସୂତ୍ର । ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ । ଆପଣ କେମିତି ରହିବେ ଖୁସି । ଜଣେ ମଣିଷ ଖୁସିରେ ରହିବା ପାଇଁ କ’ଣ କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ କେଉଁ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

– ଖୁସି ବାହାର ସାମଗ୍ରୀ ଉପରେ ନିର୍ଭର କରିନଥାଏ
– ବାହାର ଦୁନିଆରୁ ଖୁସି ପାଇବା ପାଇଁ ଲୋକେ ଦୌଡ଼ିଥାନ୍ତି
– ଖୁସି ମଣିଷ ଭିତରେ ହିଁ ରହିଥାଏ
– ଭିତରରୁ ଖୁସିରେ ପହଞ୍ଚିଥିଲେ ବାହାର ସାମଗ୍ରୀ ବିନା ଖୁସିରେ ରହିହେବ
– ସବୁବେଳେ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରନ୍ତୁ
– ସବୁ ବେଳେ ଭଲ କାମ କରିବା ପାଇଁ ଚେଷ୍ଟା କରନ୍ତୁ