ବାୟୁ ପ୍ରଦୁଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ । ୫ରାଜ୍ୟକୁ ବାୟୁ ପ୍ରଦୁଷଣ ମୁକାବିଲା ଉପାୟ ମାଗିଲେ କୋଟ

114

କନକ ବ୍ୟୁରୋ : ବିଷ ବଳୟରେ ଦେଶର ରାଜଧାନୀ, ବାୟୁ ପ୍ରଦୂଷଣ ବଢାଉଛି ଚିନ୍ତା । ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋଟ । ଦିଲ୍ଲୀ, ଉତରପ୍ରଦେଶ, ପଞ୍ଜାବ, ହରିୟାଣା ରାଜସ୍ଥାନକୁ ଏନେଇ ନୋଟିସ ଜାରି କରିଛନ୍ତି କୋର୍ଟ । ବାୟୁ ପ୍ରଦୂଷଣ କମାଇବାକୁ କଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।.ଦିନକୁ ଦିନ ବାୟୁ ଗୁଣବତାର ମାନ ନିମ୍ନସ୍ତରକୁ ଖସିବାରେ ଲାଗିଥିବା ବେଳେ ଜନଜୀବନ ଉପରେ ଏହାର ପ୍ରଭାବ ପଡିଛି ।