ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଇମେଲ୍ : ପ୍ରେମିକାକୁ ଜଣାଇଥିଲେ ମନ ଭିତରେ ଥିବା କୋହ; କାନ୍ଦି କାନ୍ଦି ପଠାଇଥିଲେ ଅଡିଓ ମେସେଜ

241

କନକ ବୁରୋ : ଗୋଟେ କଥା କହିବି, ତମେ କହିଥିଲ ନା ସନ ରାଇଜ ହେବ ସନସେଟ ହେବ , ହେଲେ ତୁମକୁ ଜିଜ୍ଞାସା ଆଉ ମିଳିବନି । ଜିଜ୍ଞାସା ତ ରଶ୍ମିର , ସେ ତ ରଶ୍ମିର ରହିଲା , ସେ ଯେଉଁ ଡାଇମଣ୍ଡଟା ରଶ୍ମିର ହିଁ ଥିଲା ଷ୍ଟାଟିଂରୁ । ଗୋଟେ କଥା ମନେ ରଖ , ଯେତେ ବି ସନସେଟ ହେଉ, ସନରାଇଜ ହେଉ ତମକୁ କ’ଣ ଆଉ କାହାକୁ ବି ଡ଼ିଜେ ଆଜେକ୍ସ, ପାଣ୍ଡା,ପାଣ୍ଡୁ, ଖଡ଼ୁସ , କଞ୍ଜୁସ କାହାକୁ ମିଳିବନି । ଗୋଟେ କଥା ମନେ ରଖ ଖଡ଼ୁସ ନାହିଁ ତା ଲାଇଫ । ଖଡ଼ୁସ ଇଜ ଡେଡ । ୟୋର ଖଡ଼ୁସ ଇଜ ଡେଡ, ମନେ ରଖ । ଯେତେ ସନସେଟ ହେଉ ରାଇଜ ହେଉ ତୁମ କଂଜୁସ ଖଡ଼ୁସ ନାହିଁ ଏ ଦୁନିଆରେ ମନେରଖ ।

ଗୋଟେ କଥା କହିବି, ମୁଁ ଜାଣିଛି, ଜାଣିଥିଲି ଇଭିନିଂରେ ଯଉ କହିଲ ଆଜି ମୋ ଲାଷ୍ଟ ଡେଟ୍ । ୟୁ ଆର ଲିଭିଂ ମିଁ ଆଣ୍ଡ ରହିପାରିବିନି । ମୁଁ ଭାବିଥିିଲି ଆଜି ମୋ ଲାଷ୍ଟ ଡେଟ୍ । ଆଇ ଥଟ୍ କି ତମେ ରାତିରେ ଥରେ କଲ କରିବ ମତେ । ତମେ ଖାଲି ମତେ ୯ ଟା ବେଳେ କଲ୍ କଲ । ଜାଣିବକି ନାହିଁ ତମ ଘରେ ପାଖେ ଅଛି କି ନାହିଁ । କାରଣ ତମର ରଶ୍ମି ସହ ବାହାରକୁ ଯିବାର ଥିଲା । ରଶ୍ମି ସହ ବାହାରେ ବୁଲିକି ଆସିଲ । ଜାଣିଛ ସେବେଠୁ ମୁଁ ତୁମ ରୁମ ପାଖେ ବସିଛି ସେମିତି ଜଗିକି । ଦେଖିଲ ତମେ ଖାଇଲ, ତୁମେ ରୁମ ବାଲକୋନି ଡ଼ୋର ବନ୍ଦ କଲ ୧୧.୧୫ ଆଡ଼କୁ । ଦେନ, ତୁମର ଡିମ ଲାଇଟ ଲଗେଇକି ଶୋଇବାକୁ ଗଲ । ଆଇ ଥଟ୍ କି ମତେ ଥରେ ମିସ କରିବ । ମତେ ଥରେ କଲ କରିବ । ଠିକ ଅଛି, ଫାଇନ ୟୁ ହେଟ ମିଁ ,ବଟ ଆଇ ଥଟ୍ ଇଟ୍ ଡିପ ଡ଼ାଉନ ୟୁ, ଇଭିନ ଲଭ ମିଁ ।

ଠିକ ଅଛି ,ଫାଇନ ଲଭ ପଳେଇଲା ତ , ମତେ ହେଟ କରୁଛ ତ ହଉ ଫାଇନ । ହେଟ କଲ , ତୁମେ ଲାଇଫରେ ଖୁସିରେ ରୁହ । ବହୁତ ପଇସା ଇନକମ କର । ବହୁତ ଇନକମ କର । ବଟ ଗୋଟେ ଜିନିଷ ମନେ ରଖ , ଯେତେ ସନରାଇଜ ହେଉ ସନସେଟ ହେଉ ତୁମ ଖାନଦାନରେ ଯେତିକି ପଇସା ଅଛି ସବୁ ଖର୍ଚ୍ଚ କରିଦେଲେ ବି ନା ଆଜେକ୍ସ ଆଉ ଦେଖିପାରିବ ନାହିଁ । ଖଡୁସ, କଂଜୁସ ବେବି , ଖଡ଼ୁସ କଂଜୁସ ବେବିକୁ ଆଉ କେବେ ଦେଖିବନି । ମୁଁ ଯାଉଛି ଜିଜ୍ଞାସା , ଯାଉଛି । ମୁଁ ଯାଉଛି । ମୁଁ ସବୁଦିନ ପାଇଁ ଯାଉଛି । ଆଉ କେବେ ଆସିବିନି । ମୁଁ କହିଥିଲି ନା ପଳେଇବି , ତମେ କହିଲ ପଳା ।

ମୁଁ ସତରେ ପଳୋଇଛି ଆଉ କେବେ ଆସିବିନି । ଆଉ ଜୀବନରେ ମତେ କେବେ ଦେଖିବନି ତୁମେ । ମନେ ରଖିଥା । ମତେ କେବେ ଆଉ ଦେଖିବ ନି । ମୋ ଫଟୋ ଦେଖୁଥିବ ହେଲା । କହୁନ ବି ଏ ଷ୍ଟାର । ଉପରକୁ ଯାଇ ଷ୍ଟାର ହେଇଯିବି ହେଲା । ମୋ ଫଟୋ ଦେଖୁଥିବ । କେବେ ଦେଖିପାରିବନି ,ଭଏସ ଶୁଣିପାରିବନି । ମନେ ରଖ ହେଲା । ଯାହା ମୋର ଭିଡ଼ିଓ ଅଛି , ମୋର କଲ ରେକଡ଼ିଂ ସେତିକି ଶୁଣୁଥିବ । ଆଉ କେବେ ମୋ ଭଏସ ଶୁଣିପାରିବ ନାହିଁ । ମୁଁ ଯାଉଛି ,ଆଇ ଲଭ ୟୁ ବାଏ, ଦିସ ଇଜ ମାଇଁ ଲାଷ୍ଟ ମେସେଜ ଆଇ ଲଭ ୟୁ ।