କେନ୍ଦ୍ରାପଡାରେ ଅଟକିଛି ବ୍ରହ୍ମ ତାଳଧ୍ୱଜ ରଥ। ଫୁଟପାଥରେ ଚକ ଲାଗିବା ପରେ ଅଟକିଗଲା ରଥ।
କନକ ବ୍ୟୁରୋ: ଅଟକିଛି ବ୍ରହ୍ମ ତାଳଧ୍ୱଜ ରଥ । କେନ୍ଦ୍ରାପଡା ଦେବୋତ୍ତର ଅଫିସ ଆଗରେ ରଥ ଅଟକିଛି । ମନ୍ଦିରଠାରୁ ୫୦ ମିଟର ଆସିବା ପରେ ଫୁଟପାଥରେ ଲାଗିଯିବା ପରେ ରଥ ଅଟକିଛି ଯାଇଛି । ହାଇଡ୍ରୋଲିକ ମେସିନ ସାହାର୍ଯ୍ୟରେ ରଥ ଚକ ଉଠାଇବା ଯୋଜନା ହୋଉଛି । ମାଉସୀ ମାଆ ମନ୍ଦିରକୁ ଯିବା ପାଇଁ…