ଚନ୍ଦ୍ରପୃଷ୍ଠରରେ ବିକ୍ରମର ଫଟୋ ଉଠାଇଲା ଆମେରିକା ସ୍ପେଶ ଏଜେନ୍ସି । ଦକ୍ଷିଣ ମେରୁରରେ ଲ୍ୟାଣ୍ଡର ବିକ୍ରମ ଅବତରଣ ସମୟର ଫଟୋ କଏଦ

2,269

କନକ ବ୍ୟୁରୋ : ଆମେରିକା ସ୍ପେଶ ଏଜେନ୍ସି ନାସା ଭାରତର ଚନ୍ଦ୍ରାଯାନ ଥ୍ରୀର ବିକ୍ରମ ଲ୍ୟାଣ୍ଡର ଫଟୋ ଉତୋଳନ କରିଛି । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଟୋ ଟୁଇଟ କରି ସୂଚନା ଦେଇଛି ନାସା । ଏହି ଫଟୋ ସେହି ସମୟରେ ଯେତେବେଳେ ବିକ୍ରମ ସଫଳତା ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ଏହି ଫଟୋକୁ ନାସାର ଲୁନାର ରେକାନାସିଏନ୍ସ ଅର୍ବିଟର ବା ଏଲଆରଓ ଉଠାଇଛି ।