ମାଲକାନଗିରିରେ ଠାବ ହେଲା ମାଓବାଦୀଙ୍କ ଡମ୍ପ । ବିପୁଳ ମାରଣାସ୍ତ୍ର ଜବତ । 

344

କନକ ବ୍ୟୁରୋ: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓବାଦୀଙ୍କ ଡମ୍ପ ଠାବ କଲେ ଯବାନ । ୧୫୦ଟି ଜିଲୋଟିନ୍ ଷ୍ଟିକ୍, ୧୩ଟି ଲ୍ୟାଣ୍ଡମାଇନ୍, ଗୋଟିଏ ଦେଶୀ ବନ୍ଦୁକ ଜବତ ହୋଇଛି । କୁମ୍ବିଂ ବେଳେ ଏହି ସବୁ ସାମଗ୍ରୀ ଜବତ କରିଛନ୍ତି ଡିଭିଏଫ ଓ ଏସଓଜି ଯବାନ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଓ କିରିମିଟି ଜଙ୍ଗଲରୁ ଠାବ ହୋଇଛି ମାଓବାଦୀଙ୍କ ଡମ୍ପ ।