ଫାଶରେ ପଡି କଲରାପତରିଆ ବାଘର ମୃତ୍ୟୁ । ତିଗିରିଆ ବନାଞ୍ଚଳ ଭିରୁଡା ଜଙ୍ଗଲରୁ ମିଳିଲା ମୃତଦେହ

104

କନକ ବ୍ୟୁରୋ : ଆଠଗଡ଼ ବନଖଣ୍ଡ ତିଗିରିଆ ବନାଂଚଳର ଭିରୁଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି । ବନ୍ୟଜନ୍ତୁ ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗତ ଦୁଇ ବର୍ଷ ତଳେ ଏହି ଜଙ୍ଗଲରୁ ଏକ ମୃତଦେହ ଠାବ କରାଯାଇଥିଲା । ଏବେ ଆଉ ଏକ ବାଘ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି ।