ହେଲ୍ଥ ଟିପ୍ସ : ମିଠା ଖାଇଲେ ହୁଏନି ମଧୁମେହ !

740

କନକ ବ୍ୟୁରୋ : ଆପଣ ଶୁଣିଥିବେ ମିଠା ଖାଇଲେ ଡାଇବେଟିସ୍ ହୋଇଥାଏ । କ’ଣ ସତରେ ଏମିତି ହୋଇଥାଏ । ଏକଥା ସତ ଯେ ଯାହାକୁ ମଧୁମେହ ହୋଇଥାଏ, ଡାକ୍ତର ତାଙ୍କୁ ମିଠା ଖାଇବାକୁ ମନା କରିଥାନ୍ତି । ତେଣୁ ମଧୁମେହରେ ଆକ୍ରାନ୍ତ ବ୍ୟକ୍ତି ସୁଗର ଫ୍ରି ମିଠା ଖାଇଥାନ୍ତି । କ’ଣ ସତରେ ମିଠା ଖାଇବା ଦ୍ୱାରା ଡାଏବେଟିସ୍ ହୋଇଥାଏ ।

ମିଠା ଖାଇଲେ ହୁଏନି ମଧୁମେହ !

– ମଧୁମେହ ଦୁଇ ପ୍ରକାରର ହୋଇଥାଏ
– ଟାଇପ୍-ଏ ଓ ଟାଇପ୍-ବି ମଧୁମେହ
– ଦୁଇ ପ୍ରକାରର ମଧୁମେହର ସମ୍ପର୍କ ମିଠା ସହିତ ନାହିଁ
– ଟାଇପ୍-ବି ଡାଇବେଟିସ୍ ଦ୍ୱାରା ମୋଟାପଣ ହୋଇଥାଏ
– ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନନେବା ଓ ଜଙ୍କ ଫୁଡ୍ ଦ୍ୱାରା ଏପରି ହୋଇଥାଏ
– ପରୋକ୍ଷ ଭାବେ ଏହାର ସୁଗର ସହ ସାମଞ୍ଜସ୍ୟ ରହିଛି
– ଅଧିକ ଚିନି ବ୍ୟବହାର ଦ୍ୱାରା ଶରୀର ମୋଟା ହୋଇଥାଏ
– ମୋଟାପଣ ବୃଦ୍ଧି ଯୋଗୁ ଚିନି ଖାଇବାକୁ ବାରଣ କରାଯାଏ
– ପ୍ରତ୍ୟେକ ଦିନ ୬ ଚାମଚ୍ ଚିନି ଖାଉଥିଲେ ଡରିବାର ଆବଶ୍ୟକତା ନାହିଁ
– ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ଏହା ଦ୍ୱାରା ଶରୀରର କୌଣସି କ୍ଷତି ହୋଇନଥାଏ