Browsing Category

ଦେଶ ବିଦେଶ

୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଟି ଯୋଗୁଁ ପଞ୍ଜୀକରଣ ୧କୋଟି ଛୁଇଁବ: ସରକାରଙ୍କ ଅନୁମାନ

ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ବସ୍ତୁ ଓ ସେବା କର(ଜିଏସଟି) ଅନ୍ତର୍ଗତ ପଞ୍ଜୀକରଣ ୯୦ ଲକ୍ଷରୁ ୧କୋଟି ହେବ ବୋଲି ସରକାରଙ୍କ ଅନୁମାନ କରିଛନ୍ତି । ଏହି ପଞ୍ଜୀକରଣରେ ଜିଏସଟିର ପୁରୁଣା ଓ ନୂଆ ପଞ୍ଜୀକରଣକୁ ସାମିଲ କରାଯାଇଛି । ସୂଚନା ଅନୁସାରେ ଭାଟ, ଦେଶରେ ଉତ୍ପାଦିତ ବା ବିକ୍ରି ଦ୍ରବ୍ୟ ଓ…
Read More...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍ ! ଜମ୍ମୁ କଶ୍ମୀର ରଜୌରୀ ସେକ୍ଟରରେ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼

କନକ ବ୍ୟୁରୋ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ କଶ୍ମୀର ରଜୌରୀ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସେନା । ରାତିର ଅନ୍ଧାରରେ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼ କରିଛି ପାକ୍ ସେନା । ରଜୌରୀ ଅଂଚଳର ନୌସେରାର ବାବା ଖାରି ପଟିରେ…
Read More...

ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଅଡ଼ୁଆରେ ! ଗାନ୍ଧୀଙ୍କ ନାମରେ ନିର୍ବାଚନ ନ ଲଢ଼ିବାକୁ ଭଣଜାଙ୍କ ଆହ୍ଵାନ

ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଏନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ତାଙ୍କ ଭଣଜା ଶ୍ରୀକୃଷ୍ଣ  କୁଲକର୍ଣ୍ଣି । କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତନକୁ ଜଳାଞ୍ଜଳି ଦେଇ ସାରିଛି ଏବଂ ଗାନ୍ଧୀଜୀଙ୍କ ସହିତ ଏହି ଦଳର କିଛି…
Read More...

୨୦୧୫-୧୬ ଆର୍ଥିକ ବର୍ଷରେ ୫୬୨ କୋଟିର କଳାଟଙ୍କା ଠାବ !

୨୦୧୫-୧୬ ଆର୍ଥିକ ବର୍ଷରେ ଦେଶରେ ସନ୍ଦିଗ୍ଧ ଅର୍ଥ କାରବାର, ଜାଲ ନୋଟ୍‌ ଏବଂ ସୀମାପାର ପାଣ୍ଠି ସ୍ଥାନାନ୍ତରରଣ ଦୁଇ ଗୁଣ ବୃଦ୍ଧି ଘଟିଛି । ଫଳରେ ଦେଶରେ ୫୬୦ କୋଟିର କଳାଟଙ୍କା ଠାବ ହୋଇଛି । ଅର୍ଥ ମନ୍ତ୍ରାଳୟ ଅଧୀନ ଆର୍ଥିକ ଗୁଇନ୍ଦା ୟୁନିଟ ପକ୍ଷରୁ ଏହି ସୂଚନା ଦିଆଯାଇ ଛି। ୨୦୧୫-୧୬ ଆର୍ଥିକ…
Read More...

ନିମ୍ନମାନର ସ୍ମାର୍ଟଫୋନ୍‌ ଦେଶରେ କଲ୍‌ ଡ୍ରପ୍‌ ସମସ୍ୟାର ଅନ୍ୟ ଏକ ପ୍ରମୁଖ କାରଣ !

ଦେଶରେ କଲ୍‌ ଡ୍ରପ୍‌ ସମସ୍ୟା ଜଟିଳ ରୂପ ଧାରଣ କରିଛି । ମୋବାଇଲ୍‌ କଂପାନିଗୁଡ଼ିକର ଦୁର୍ବଳ ନେଟଓ୍ଵାର୍କ ଏହାର ଏକ ପ୍ରମୁଖ କାରଣ । ମାତ୍ର ଏହାର ଅନ୍ୟ ଏକ କାରଣ ରହିଥିବା ମଧ୍ୟ ଜଣାପଡ଼ିଛି ।  ତାହା ହେଉଛି ନିମ୍ନ ମାନର ସ୍ମାର୍ଟଫୋନ୍‌ । ଦୂରସଂଚାର କଂପାନିଗୁଡ଼ିକ ନେଟଓ୍ଵର୍କ ଉନ୍ନତୀକରଣରେ…
Read More...

ଆଜି ଜିଏସଟିକୁ ପୂରିବ ମାସେ !

ଚଳିତ ମାସ ପହିଲାରୁ ଦେଶରେ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସଟି କାର୍ଯ୍ୟକାରୀ ହୋଇଥିଲା । ଆଜି ଜିଏସଟିକୁ ପୂରିବ ମାସେ । ଜିଏସଟିକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ଲାଗି ଏବେ ବି ସବୁ ବ୍ୟବସାୟୀ ସମର୍ଥ ହୋଇନାହାନ୍ତି । ସାଧାରଣ ଜନତାଙ୍କ ପାଖରେ ମଧ୍ୟ ଜିଏସଟିର ଲାଗି ଠିକ୍‌ ଭାବେ ପହଞ୍ଚି…
Read More...

ଏଣିକି ରାଜପଥରେ ଓହ୍ଲାଇବ ଯୁଦ୍ଧ ବିମାନ !

ଦେଶର ବିଭନ୍ନ ସ୍ଥାନକୁ ସହଜରେ ସୈନ୍ୟ ଏବଂ ଉଦ୍ଧାରକାରୀ ଦଳକୁ ପଠାଇବା ଲାଗି ସରକାର ଜାତୀୟ ରାଜପଥ ଗୁଡ଼ିକରେ ଏୟାରଷ୍ଟ୍ରିପ୍‌ ନିର୍ମାଣ କରିବେ । ଦେଶର ୧୨ଟି ଜାତୀୟ ରାଜପଥରେ ଏଭଳି ଜରୁରିକାଳୀନ ବିମାନ ଅବତରଣ ସୁବିଧା ନିର୍ମାଣ ହେବ । ଏଥିପାଇଁ ରାଜପଥ ଗୁଡ଼ିକୁ ଚଉଡ଼ା ମଧ୍ୟ କରାଯିବ । ସେଥିରେ…
Read More...

ବେଙ୍ଗଲୁୁରୁରେ ପରେଡ୍ କଲେ ଗୁଜରାଟର କଂଗ୍ରେସ ବିଧାୟକ ! ବିଜେପି ବିରୋଧରେ ଅଭିଯୋଗ, କ୍ରସ ଭୋଟିଂ ପାଇଁ ୨୨ ବିଧାୟକଙ୍କୁ…

କନକ ବ୍ୟୁରୋ : ବେଙ୍ଗଲୁୁରୁରେ ପରେଡ୍ କଲେ ଗୁଜରାଟର କଂଗ୍ରେସ ବିଧାୟକ । ଗୁଜରାଟରୁ ବେଙ୍ଗଲୁୁରୁର ଏକ ରିସୋର୍ଟକୁ ଆଣି ୪୪ ଜଣ ଦଳୀୟ ବିଧାୟକଙ୍କୁ ପରେଡ୍ କରାଇଛି କଂଗ୍ରେସ । ଏହି ଅବସରରେ ନିଜ ଦଳୀୟ ବିଧାୟକମାନେ ଅସନ୍ତୁଷ୍ଟ ଥିବା ଖବରକୁ ଖଣ୍ଡନ କରିଛି କଂଗ୍ରେସ । ଏହା ସହ ତାଙ୍କ…
Read More...

ମା’ ଓ ନେହରୁଙ୍କ ମଧ୍ୟରେ ଥିଲା ପ୍ରେମସଂପର୍କ ହେଲେ ନଥିଲା ଶାରୀରିକ ସଂପର୍କ ! ନିଜ ବହି ଜରିଆରେ ପ୍ରକାଶ କଲେ…

ଜବାହରଲାଲ୍ ନେହରୁ ଏବଂ ଏଡୱିନା ମାଉଂଟବେଟେନଙ୍କ ମଧ୍ୟରେ ଥିଲା ପ୍ରେମସପର୍କ । ଏନେଇ ଅନେକ ଲେଖା ଏବଂ କାହାଣୀ ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ପ୍ରକୃତରେ ଉଭୟଙ୍କ କେଉଁ ସଂପର୍କ ଥିଲା ସେନେଇ ମୁହଁ ଖୋଲିଛନ୍ତି ମାଉଂଟବେଟେନଙ୍କ ଝିଅ ପାମେଲା ମାଉଂଟବେଟେନ୍ । ପାମେଲା କହିଛନ୍ତି, ନେହରୁ…
Read More...

ଭାରତକୁ ରୁଷ ଠାରୁ ଚଳିତ ବର୍ଷ ମିଳିପାରେ ୪୮ହେଲିକପ୍ଟର ! ୪ ବର୍ଷ ପୂର୍ବରୁ ହୋଇଥିଲା ଚୁକ୍ତି

ରୁଷ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ୪୮ଟି ଏମଆଇ-୧୭ ହେଲିକପ୍ଟର ଦେଇପାରେ । ଏଥିପାଇଁ ଭାରତ ଓ ରୁଷ ମଧ୍ୟରେ ଲଗାତାର ଆଲୋଚନା ଜାରି ରହିଛି। ହେଲିକପ୍ଟର କିଣାକୁ ନେଇ ଦୁଇ ଦେଶ ମଧ୍ୟରେ ୨୦୧୨-୧୩ରେ ଚୁକ୍ତି ହୋଇଥିଲା । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଏହ ହେଲିକପ୍ଟରର ବ୍ୟବହାର…
Read More...