Browsing Category

ଦେଶ ବିଦେଶ

ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବାରଣାସୀ ଯିବେ ନମୋ : କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ଶୋଭାଯାତ୍ରା କରି ଜନତାଙ୍କୁ…

କନକ ବ୍ୟୁରୋ : ଆଜି ବାରଣାସୀ ଯିବେ ଏନଡିଏ ନେତା ନରେନ୍ଦ୍ର ମୋଦି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ସେଇଥିପାଇଁ ବାରଣାସୀର ଜନତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋଦି ଏହି ଗସ୍ତ କରୁଛନ୍ତି । ନିଜ ନିର୍ବାଚନମଣ୍ଡଳି ବାରଣାସୀରେ ପହଂଚିବା ପରେ ମୋଦି ସଡକ ପଥରେ…
Read More...

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ କେଜରିୱାଲ୍ ପଚାରିଲେ “ହାଓ ଇଜ୍ ଦ ଜୋସ୍”? କହିଲେ ଲୋକସଭା ନହେଲେ ନାହିଁ ବିଧାନସଭା…

ଲୋକସଭା ନିର୍ବାଚନରେ ଜବରଦସ୍ତ ହାର ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ରବିବାର ହତୋତ୍ସାହିତ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋସ୍ ଭରିବାକୁ ଚେଷ୍ଟା କରିଥିଲେ । ସମ୍ବୋଧନର ପ୍ରାରମ୍ଭରେ ହିଁ କେଜରିୱାଲ୍ କାର୍ଯ୍ୟକର୍ତ୍ତାଙ୍କୁ ପଚାରିଥିଲେ, “ହାଓ ଇଜ୍ ଦ ଜୋସ୍” । ଏହା ପରେ ସେ…
Read More...

ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା । ବିରାଟ ବିଜୟ ପରେ ଜୁନରେ ମୋଦି କରିବେ ପ୍ରଥମ ବିଦେଶ ଗସ୍ତ ।

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା ଆସନ୍ତା ମାସ ଅର୍ଥାତ ଜୁନ୍‌ରୁ ଆରମ୍ଭ କରିବାକୁ ଯାଉଛନ୍ତି । ସେ କ୍ରିଜିଜ୍‌ସ୍ତାନର ବିସକେକ୍‌ଠାରେ ହେଉଥିବା ସଂଘାଇ କୋପରେସନ…
Read More...

ଗାନ୍ଧୀନଗରରେ ମୋଦି । ବିଜେପିର ବିଜୟ ପରେ ମା’ ହୀରାବେନଙ୍କୁ ଭେଟିଲେ, ଆଶୀର୍ବାଦ ନେଲେ ନମୋ ।

କନକ ବ୍ୟୁରୋ: ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନିଜର ଘରେ ନିଜର ମା’ ହୀରାବେନଙ୍କୁ ଭଟିଛନ୍ତି। ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।…
Read More...

ଜନସଂଖ୍ୟା ରୋକିବାକୁ ରାମଦେବଙ୍କ ନୂଆ ରୁଲ! କହିଲେ, ତୃତୀୟ ସନ୍ତାନ ହେଲେ ପରିବାରକୁ ମତଦାନରୁ ବଞ୍ଚିତ କରାଯାଉ ।

କନକ ବ୍ୟୁରୋ: ଜନସଂଖ୍ୟା ରୋକିବାକୁ ରାମଦେବ ବାବାଙ୍କ ନୂଅ ରୁଲ । କୌଣସି ପରିବାରରେ ତୃତୀୟ ପିଲା ହେଲେ ସେମାନଙ୍କ ଠାରୁ ମତଦାନର ଅଧକାର ଛଡ଼ାଇ ନେବା ଉଚିତ୍ । ଏପରିକି ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଂଚିତ କରିଦେବା ଉଚିତ୍ ବୋଲି ହରିଦ୍ୱାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ପାହାଡ ଉପରେ ଚିରନିଦ୍ରାରେ ପାହାଡ କନ୍ୟା କଳ୍ପନା ଦାଶ । ହିମାଳୟ ଶୃଙ୍ଗ ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ପାଇଁ…

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାରକାର୍ଯ୍ୟ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଏହି ଅଭିଯାନରେ ବାହାରିଛନ୍ତି । ଏପଟେ ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆସନ୍ତାକାଲି ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ…
Read More...

ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ । ଦ୍ୱିତୀୟ ଥର ପାଇଁ ଦେଶର ମଙ୍ଗ ଧରିବେ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ଆସନ୍ତା ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ଶପଥଗ୍ରହଣ କରିବେ । ମେ’ ୩୦ ତାରିଖ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ଉତ୍ସବ…
Read More...

ପଶ୍ଚିମବଙ୍ଗରେ ଭୂମିକମ୍ପର ଝଟକା । ଥରି ଉଠିଲା ପୁରା ଅଞ୍ଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ ।

କନକ ବ୍ୟୁରୋ : ଥରି ଉଠିଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ରବିବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭମିକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର ସୂଚନା, ଭାରତୀୟ ପାଣିପାଗ…
Read More...

ବିଜେପି ନେତା ସୁରେନ୍ଦ୍ରଙ୍କ ଶବାଧାରରେ ସାମିଲ ହେଲେ ସ୍ମୃତି । ଆମେଠିରେ ଶୋକାକୁଳ ପରିବେଶ, ମରଶରୀରକୁ କାନ୍ଧ ଦେଲେ…

କନକ ବ୍ୟୁରୋ : ନିର୍ବାଚନ ଫଳ ବାହାରିବାର ମାତ୍ର ୨ ଦିନ ପରେ ଆମେଠିରେ ପଡ଼ିଚି ରକ୍ତର ଛିଟା । ଆମେଠିର ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ । ଗତକାଲି ବିଳମ୍ବିତ ରାତିରେ ଆମେଠିରେ ଘଟିଥିଲା ଏପରି ହିଂସାକାଣ୍ଡ । ମୃତକ ଜଣକ ହେଲେ ଜାମୋ…
Read More...

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରୀ ନିୟମ ଆବଶ୍ୟକ : ଯୋଗଗୁରୁ ରାମଦେବ କହିଲେ, ତୃତୀୟ ପିଲା ହେଲେ ମତଦାନର ଅଧିକାର…

ଭାରତ ପୃଥିବୀର ଦ୍ଵିତୀୟ ଜନବହୁଳ ଦେଶ । ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ । କେନ୍ଦ୍ର ସରକାର ଏପରି ନିୟମ ଆଣିବା ଦରକାର ଯଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ ।…
Read More...