Browsing Category

Top 2

ଶେରଗଡରେ ଭିକେ ପାଣ୍ଡିଆନ । ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର, କହିଲେ ସୁଯୋଗ ଆସିଛି ପୁଣି…

କନକ ବ୍ୟୁରୋ : ଗଞ୍ଜାମ ଗସ୍ତରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ଗଞ୍ଜାମ ଶେରଗଡରେ ରୋଡ୍ ସୋ’ କରିଛନ୍ତି । ପ୍ରଥମେ ଗଞ୍ଜାମର ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିବା ପରେ ଆରମ୍ଭ କରିଥିଲେ ରୋଡ୍ ସୋ’ । ଶେରଗଡ ଗୋଠଗାଁରେ ଏକ ଜନସଭାକୁ ସମ୍ବୋଧନ…
Read More...

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ…

କନକ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’ । ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ରୋଡ ସୋ’ରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ । କହିଲେ ୨୪ ବର୍ଷ ସରକାରରେ ଅଛି ବିଜେଡି, କିନ୍ତୁ କାହିଁକି ଶିକ୍ଷା,…

କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ଦଳକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ନାଚଗୀତ, ମେଲୋଡି ଜରିଆରେ…
Read More...

ଡବଲ ଇଞ୍ଜିନର ମଝିରେ ମଝିରେ ତେଲ ସରିଯାଉଛି, ଧକ୍କା ମାରି ଚଲାଉଛନ୍ତି । ନବୀନ ଇଞ୍ଜିନ ସରକାର ଲୋକଙ୍କ ଆଶୀର୍ବାଦରେ…

କନକ ବ୍ୟୁରୋ : ଖରିଆର ସଭାମଞ୍ଚରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପଡୋଶୀ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ମଝିରେ ଚାଲିଥିଲା, ତେଲ ସରିଗଲା, ୫ ବର୍ଷ ବନ୍ଦ ହୋଇଗଲା । ଏବେ ଧକ୍କା ମାରି ଚଲାଉଛନ୍ତି…
Read More...

ନବୀନଙ୍କ ହାତ ମୁଠାକୁ ଟାଣ କରନ୍ତୁ, ଓଡ଼ିଶାର କୌଣସି ଯୋଜନା ବନ୍ଦ କରିବାକୁ କେହି ସାହସ କରିବେନି । ଖରିଆର ସଭାରୁ…

କନକ ବ୍ୟୁରୋ : ଖରିଆର ସଭାରୁ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, ବିଏସକେୱାଇ, ମମତା, ମଧୁବାବୁ ପେନସନ, କାଳିଆ, ଲକ୍ଷ୍ମୀ, ମିଶନ ଶକ୍ତି, ନୂଆ-ଓ, ୫-ଟି ସ୍କୁଲ ବନ୍ଦ କରିବାକୁ ବିଜେପି ସଂକଳ୍ପ ନେଇଛି । ଜୁନ୍ ୧୦ ପରେ…
Read More...

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ଭବାନୀପାଟଣା…

କନକ ବ୍ୟୁରୋ : ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ଆସନ୍ତା ଜୁନ୍ ୯ ତାରିଖରେ…
Read More...

ବ୍ରହ୍ମପୁର କନିଷିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

କନକ ବ୍ୟୁରୋ : ବ୍ରହ୍ମପୁରର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର କନିଷି ସଭାରେ ପହଞ୍ଚିଛନ୍ତି ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ କନିଷିରେ ଦଳ ପକ୍ଷରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି ।…
Read More...

୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ, ୫ ବର୍ଷରେ ୭୫ ବର୍ଷର କାମ କରିବୁ । ବିଜେଡିକୁ ଟାର୍ଗେଟ କଲେ…

କନକ ବ୍ୟୁରୋ : ବିଜେପି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି । । ତେବେ ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଏହି…
Read More...

ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି, ବିରୋଧୀଙ୍କର କଥା ବେଶି, କାମ କମ୍‌ । ବୌଦ୍ଧ, ସୋନପୁର ଓ ବୀରମହାରାଜପୁରରେ…

କନକ ବ୍ୟୁରୋ :  ବିଜେଡି ନେତା ପାଣ୍ଡିଆନ ଆଜି ବୌଦ୍ଧ, ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଧୂଆଁଧାର ପ୍ରଚାର କରିଛନ୍ତି ।  ବୌଦ୍ଧରେ ବିପୁଳ ଜନସମାବେଶକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ,  ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ…
Read More...

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ୫ ଆସନରେ କଲା ପ୍ରାର୍ଥୀ ପରିବର୍ତ୍ତନ । ଦେବାଶିଷଙ୍କୁ ଗୋଟିଏ ଦିନରେ ଦଳ…

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ୬ ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ । ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ଦଳ ସୁଯୋଗ ଦେଇଛି ।…
Read More...