Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ବିଶ୍ୱ ଫୁସଫୁସ କର୍କଟ ଦିବସ ! ଜାଣନ୍ତୁ କିପରି ହୋଇଥାଏ ଏହି ଭୟାବହ ରୋଗ ଏବଂ କେମିତି ରହିବେ ସଚେତନ ।

ଆଜି ହେଉଛି ବିଶ୍ୱ ଫୁସଫୁସ କର୍କଟ ଦିବସ । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ଅଟେ । ୨୦୧୫ ମସିହାରେ ଏହି କର୍କଟ ରୋଗ ଯୋଗୁଁ ସମଗ୍ର ବିଶ୍ୱରେ ପାଖାପାଖି ୧୭ଲକ୍ଷ ମଣିଷଙ୍କର ପ୍ରାଣ ଯାଇଥିଲା । ଫୁସଫୁସ କର୍ଳଟରେ ଆକ୍ରାନ୍ତ ହେଲେ,…
Read More...

ନକଲି ଇଂଜିନିୟରିଂ କଲେଜର ଲିଷ୍ଟ୍ ଜାରି କଲେ ସରକାର ! ବିନା ଆପ୍ରୁଭାଲରେ ଚାଲିଛି ପାଠପଢା ।

ଦେଶରେ ଅନେକ ନକଲି ଇଂଜିନିୟରିଂ କଲେଜ୍ ରହିଥିବା କଥାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ଏବଂ ଏହି ଏଭଳି କେତେକ ବିଶ୍ୱବିଦ୍ୟାଳୟର ସମ୍ପୁର୍ଣ୍ଣ ଖବର ସରକାରଙ୍କ ପାଖରେ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଦେଶରେ ଏଭଳି କେତେଗୋଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । କେନ୍ଦ୍ରୀୟ ମାନବ ସଂସଧନ…
Read More...

ଅବ୍ୟବସ୍ଥାରେ ଯାଜପୁରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବରାହ ମନ୍ଦିର : ସନ୍ଧ୍ୟା ସମୟରେ ମଦ୍ୟପଙ୍କ ଆଢୁଆଳରେ ମନ୍ଦିର…

କନକ ବ୍ୟୁରୋ : ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ବିକାଶ କରୁଛନ୍ତି । ତେବେ ସାରା ଭାରତରୁ ନୁହେଁ ବରଂ ବିଶ୍ୱର ପ୍ରତ୍ୟେକ କୋଣରୁ ଲୋକମାନେ ଯେପରି ଭାବରେ ଓଡିଶାକୁ ଆସିବେ ସେନେଇ ଅନେକ ବିଜ୍ଞାପନରେ ପ୍ରଚୁର ଅର୍ଥ ଖର୍ଚ୍ଚ ମଧ୍ୟ କରୁଛନ୍ତି । ତେବେ ପ୍ରକୃତରେ ପର୍ଯ୍ୟଟନ ସ୍ଥଳୀରେ…
Read More...

ମହିଳାଙ୍କ ପାଇଁ ଖୁସିଖବର: ହେଲମେଟ ନପିନ୍ଧିଲେ ବି ଚାଲାଣ କାଟିବନି ଟ୍ରାଫିକ୍ ପୁଲିସ, କିନ୍ତୁ ଗୋଟିଏ ସର୍ତ୍ତରେ?

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ କି, ଏହି ସୁବିଧା ବର୍ତ୍ତମାନ ଚଣ୍ଡିଗଡରେ ବାସ କରୁଥିବା ମହିଆମାନଙ୍କ ପାଇଁ ହିଁ ଉପଲବ୍ଧ । ସୂଚନା ମୁତାବକ, ଚଣ୍ଡିଗଡରେ ବାସକରୁଥିବା ମହିଳାମାନେ ହେଲମେଟ ନପିନ୍ଧି ଗାଡି ଚଲାଇବେ ବି ତାଙ୍କଠାରୁ ଚାଲାଣ କାଟିପାରିବେ ନାହିଁ ଟ୍ରାଫିକ…
Read More...

ଫେରିଲେ ଗୋଲଡେନ୍ ବାବା : ୨୦ କିଲୋର ସୁନା ଗହଣା ପିନ୍ଧି ଯାତ୍ରା ବୁଲିଲେ ୫୪ ବର୍ଷର ଗୋଲଡେନ୍ ପୁରୀ ମହାରାଜ

ପୁଣି ଫେରିଲେ ଗୋଲଡେନ୍ ବାବା । ଏଥର ପିନ୍ଧିଛନ୍ତି ଆହୁରି ଅଧିକ ସୁନା । ଚଳିତ ବର୍ଷ ନିଜ କାଉଡି ଯାତ୍ରାର ସିଲଭର ଜୁବିଲି ଅର୍ଥାତ୍ ୨୫ ବର୍ଷ ପାଳନ କରୁଛନ୍ତି ଗୋଲଡେନ୍ ବାବା ଓରଫ ବାବା ଆକା ସୁଧିର ମକ୍କର । ହରିଦ୍ୱାରରୁ ଦିଲ୍ଲୀ ଦୀର୍ଘ ୨ ଶହ କିଲୋମିଟର ବ୍ୟାପୀ କାଉଡି ଯାତ୍ରାରେ ସବୁଠୁ…
Read More...

୧୦ ଟଙ୍କିଆ ମୁଦ୍ରା ହେଲା କାଳ : ଗ୍ରାହକଙ୍କ ଠାରୁ ଟଙ୍କା ନେବାକୁ ମନା କରିବାରୁ କୋର୍ଟ ଦେଲା ଦଣ୍ଡ

ମଧ୍ୟପ୍ରଦେଶର ଜଣେ ଦୋକାନୀକୁ ଗ୍ରାହକଙ୍କ ଠାରୁ ୧୦ ଟଙ୍କିଆ ମୁଦ୍ରା ନେବାକୁ ମନା କରିବା ମହଙ୍ଗା ପଡିଲା । ଏଠାକାର ସ୍ଥାନୀୟ ଅଦାଲତ ସେହି ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ଆଦେଶ ଅବମାନନା କରିବାରୁ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କଲେ ଓ ୨୦୦ ଟଙ୍କା ଜରିମାନା ଦେବାକୁୁ ଆଦେଶ…
Read More...

ପୋଲିସ୍ ପୋଷାକରେ ଦାଗ ! ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ଜେଲ୍ ଗଲେ ପୋଲିସ୍ ବାବୁ ।

ମଧ୍ୟପ୍ରଦେଶ ରିବା ଜିଲ୍ଲାର ମଉଗଂଜ ଥାନାରେ କାର୍ଯ୍ୟରତ ଥିବା ମହେନ୍ଦ୍ର ମିଶ୍ରା ନାମକ ଜଣେ ପୋଲିସ୍ କର୍ମଚାରୀ ଜଣେ ୧୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୪୫ ବର୍ଷୀୟ ଅଭିଯୁକ୍ତ ନାବାଳିକାକୁ କିଛି ମାସ ଧରି ଘରେ ହିଁ ଦୁଷ୍କର୍ମ କରିଆସୁଥିଲା ।…
Read More...

ବ୍ୟାଙ୍କରୁ ଋଣ ନେବା ଶସ୍ତା ହେବ ନା ମହଙ୍ଗା ? ଦିନ ୧୧ଟାରେ କ୍ରେଡିଟ୍ ପଲିସି ଘୋଷଣା କରିବ ରିଜର୍ଭ ବ୍ୟାଙ୍କ ।

ଶସ୍ତା ହେବ କି ବ୍ୟାଙ୍କଋଣ ? କମିବ କି ସୁଧହାର ? ଗୃହଋଣ ଶସ୍ତା ହେବ ନା ମହଙ୍ଗା ? ଏ ନେଇ ଆଜି ସ୍ପଷ୍ଟ କରିବ ରିଜର୍ଭ ବ୍ୟାଙ୍କ । ଆଜି ଆରବିଆଇ ତ୍ରୈମାସିକ ମୁଦ୍ରାନୀତିର ଘୋଷଣା କରିବ । ବିଶେଷଜ୍ଞଙ୍କ ମତ ଅନୁସାରେ, ଆରବିଆଇ ଆଜି ସୁଧହାରର ବୃଦ୍ଧି କରିପାରେ । ଏହା ହେଲେ ବ୍ୟାଙ୍କରୁ ଋଣ…
Read More...

କାହିଁକି ବିସ୍ଫୋରଣ ହୁଏ ଗ୍ୟାସ ସିଲିଣ୍ଡର ? ଗ୍ୟାସ୍ ଲିକ୍ ଦ୍ୱାରା ନୁହେଁ ବରଂ ଏହି ଗୋଟିଏ କାରଣରୁ ଫାଟିଥାଏ…

କ’ଣ ଆପଣଙ୍କ ଘରେ ଗ୍ୟାସରେ ଖାଦ୍ୟ ତିଆରି ହୁଏ ? ଯଦି ହଁ, ତେବେ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ତଥା ବିସ୍ଫୋରଣ ହେବା ଭଳି ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଏକ୍ସପାରୀ ଡେଟ ନଥିବା ଗ୍ୟାସ ସିଲିଣ୍ଡର ।ତେବେ ଏକ୍ସପାରୀ ଡେଟ…
Read More...

ଭୋକିଲା ପେଟର ସାହାରା ‘ପବ୍ଲିକ ଫ୍ରିଜ୍’, ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କ ଭୋକକୁ କରେ ଶାନ୍ତ

କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ଗରୀବଙ୍କ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ପବ୍ଳିକ ଫ୍ରିଜ୍ ଲଗାଯାଇଛି । ଅନେକ ସ୍ଥାନରେ ଲଗାଯାଇଥିବା ଏହି ଫ୍ରିଜ୍ ରେ ଲୋକମାନେ ଖାଦ୍ୟ ରଖିକି ଯାଆନ୍ତି । ଏହି କାମ ସହିତ ଜଡିତ ଏନଜିଓ ଅନୁସାରେ, ପ୍ରତିଦିନ ଏହା ଦ୍ୱାରା ପାଖାପାଖି ୪୦୦ ଲୋକଙ୍କ…
Read More...