Browsing Category

ସ୍ପେଶାଲ୍ ରିପୋର୍ଟ

ଭୋକିଲା ପେଟର ସାହାରା ‘ପବ୍ଲିକ ଫ୍ରିଜ୍’, ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କ ଭୋକକୁ କରେ ଶାନ୍ତ

କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ଗରୀବଙ୍କ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ପବ୍ଳିକ ଫ୍ରିଜ୍ ଲଗାଯାଇଛି । ଅନେକ ସ୍ଥାନରେ ଲଗାଯାଇଥିବା ଏହି ଫ୍ରିଜ୍ ରେ ଲୋକମାନେ ଖାଦ୍ୟ ରଖିକି ଯାଆନ୍ତି । ଏହି କାମ ସହିତ ଜଡିତ ଏନଜିଓ ଅନୁସାରେ, ପ୍ରତିଦିନ ଏହା ଦ୍ୱାରା ପାଖାପାଖି ୪୦୦ ଲୋକଙ୍କ…
Read More...

ବହୁରୂପୀ ସାଂସଦ ! କେତେବେଳେ ତାନ୍ତ୍ରିକ ତ କେତେବେଳେ ଈଶ୍ୱର ବେଶରେ କରିଥାନ୍ତି ପ୍ରତିବାଦ ।

ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ନେତାଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ବିଚିତ୍ର ପ୍ରକାର ବେଶପୋଷାକରେ ନେତାମାନେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଇ କିଛି ଦିନ ତଳେ ବିହାରର ଆରଜେଡି ନେତା ତେଜ୍ ପ୍ରତାପଙ୍କୁ ଧରି ନିଅନ୍ତୁ । ନିଜର ଭିନ୍ନ ରୂପକୁ ନେଇ ସେ ଖୁବ୍ ଚର୍ଚ୍ଚାରେ…
Read More...

ଟେକନିକ୍ ଓ ଫ୍ୟାଶନର ହୋଇଛି ମିଳନ । ‘ସ୍ମାର୍ଟ’ ଫୋନ୍, ଘଡି ପରେ ଏବେ ବଜାରକୁ ଆସୁଛି ସ୍ମାର୍ଟ କପଡା, ଜାଣନ୍ତୁ ଏହାର…

ଫୋନ, ଘଡି ଓ ପାଖାପାଖି ଆଖପାଖର ସମସ୍ତ ଜିନିଷ ‘ସ୍ମାର୍ଟ’ ହେବାପରେ ଏବେ ଆପଣଙ୍କ କପଡା ମଧ୍ୟ ସ୍ମାର୍ଟ ହେବାକୁ ଯାଉଛି । ଫ୍ୟାଶନ ବ୍ରାଣ୍ଡ ଟମି ହିଲଫିଗର ଏକ ନୂଆ ‘ସ୍ମାର୍ଟ’ କ୍ଲୋଥିଙ୍ଗ ରେଂଜ ଲଂଚ କରିଛି, ଯାହା ଇନ୍-ବିଲ୍ଟ ବ୍ଲୁଟୁଥ ଚିପ୍ ସହିତ ଆସେ । ଅର୍ଥାତ୍ ଏହି କପଡା ଆପଣଙ୍କ…
Read More...

ସେଲଟର୍ ହୋମ୍ ମଧ୍ୟରେ ଥିଲା ଗୁପ୍ତ ସୁଡଙ୍ଗ ! ପୋଲିସର ତନାଘନା ପରେ ଯାହା ଜଣାପଡିଲା ତାହା ଲୋକଙ୍କ ହୋସ୍ ଉଡାଇଦେଲା ।

ବିହାର ସରକାରଙ୍କ ପରିଚାଳନାଧୀନ ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲା ସଂପ୍ରତି ସାରା ଦେଶକୁ ଚକିତ କରି ରଖି ଦେଇଥିବା ବେଳେ ଏହି ଘଟଣାର ତଦନ୍ତ ଯେତିକି ଆଗଉଛି ପ୍ରତିଦିନ ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି। ମୁଜାଫରପୁର ଆଇଜି ସୁନୀଲ କୁମାର ଏବଂ ଡିଆଇଜି ଅନୀଲ କୁମାର…
Read More...

ସ୍ୱଚ୍ଛ ଭାରତ ମିଶନ ନା କମ୍ପାନୀ ମାଲାମାଲ ମିଶନ ! ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ସ୍ୱଦେଶୀ ଓ ବିଦେଶୀ କମ୍ପାନୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁ କର୍ପୋରେଟ୍ ଜଗତ ବିଶେଷ ଭାବେ ଲାଭବାନ ହୋଇଛି। ଏହି ଅଭିଯାନ ଆରମ୍ଭ ହେବା ପରେ ଦେଶରେ ଘର ନିର୍ମାଣରେ ବ୍ୟବହୃତ ହେଉଥିବା ସାମଗ୍ରୀ, ବାଥ୍ରୁମ୍ ଫିଟିଙ୍ଗ୍ ଓ ସାନିଟାରି ଓୟାର୍ ବିକ୍ରିରେ ଜବରଦସ୍ତ ବୃଦ୍ଧି ହୋଇଛି।ଘର ନିର୍ମାଣ…
Read More...

ନିଆରା ବିବାହ ଉତ୍ସବ ! ଯେଉଁଠି ବର ସାଜେ କନ୍ୟା ଏବଂ କନ୍ୟା ସାଜେ ବର ।

ନିଜ ବିବାହକୁ ନେଇ ସବୁ ଝିଅ ଉତ୍ସାହିତ ଥାଆନ୍ତି । ଆଉ ସବୁ ଝିଅ ଚାହାଁନ୍ତି ଜୀବନର ଏହି ବିଶେଷ ମୂହୂର୍ତ୍ତରେ ସେ ସମସ୍ତଙ୍କଠାରୁ ଅଲଗା ଏବଂ ଅଧିକ ସୁନ୍ଦରୀ ଦେଖାଯାଆନ୍ତୁ ବୋଲି । କିନ୍ତୁ ଏ’ଠି ବିବାହ ଉତ୍ସବରେ କନ୍ୟାର ଇଚ୍ଛାକୁ ନେଇ କିଛି ଭିନ୍ନ ଢଙ୍ଗରେ କରାଯାଇଛି ବିବାହ ପର୍ବ । ବେଦିରେ…
Read More...

ଭାରତୀୟ ଦମ୍ପତିଙ୍କୁ କାନାଡାରେ ଧମକ ! ଦେଶ ଛାଡି ପଳାଇ ଯାଅ, ନହେଲେ ଛୁଆକୁ ମାରିଦେବୁ

କାନାଡାରେ ବର୍ଣ୍ଣ ବୈଷମ୍ୟବାଦୀ ବିଚାର ରଖୁଥିବା ଜଣେ ଗୌରିକ ବ୍ୟକ୍ତି ଭାରତୀୟ ଦମ୍ପତ୍ତିକୁ ହଇରାଣ କରିଛି। ଏହି ବ୍ୟକ୍ତି ଜଣକ ଦମ୍ପତ୍ତିକୁ ଭାରତ ଫେରିଯିବା ପାଇଁ ଧମକ ଦେବାକୁ ଯାଇ ସେମାନଙ୍କର ସନ୍ତାନଙ୍କୁ ହତ୍ୟା ଧମକ ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା ଟରଣ୍ଟୋରେ…
Read More...

ଅଗଷ୍ଟରେ ୮ରେ ବଜାରକୁ ଆସିବ ନୂଆ ସ୍ମାର୍ଟଫୋନ ଏମଆଇ ଏ ୨ । ଜାଣନ୍ତୁ କଣ ରହିଛି ଫିଚର୍ସ

ଆସନ୍ତା ଅଗଷ୍ଟ ୮ ତାରିଖରେ ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ବଜାରକୁ ଛାଡ଼ିବ । ଏହା କେବଳ ସାଓମୀର ନିଜସ୍ୱ ପୋର୍ଟାଲ ଓ ଆମାଜନରେ ଉପଲବ୍ଧ ହେବ । ଅନ୍ତର୍ଜାତୀୟ ସ୍ତରରେ ଏହା ଇତି ମଧ୍ୟରେ ଲଞ୍ଚ ହୋଇସାରିଛି । ସ୍ପେନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ…
Read More...

ଗୋଟିଏ ଦିନରେ ଦୁଇଥର ମୃତ୍ୟୁ । ଜାଣନ୍ତୁ ପୂରା ଘଟଣା

ବିହାରର ଗୟାରେ ଏକ ଆଶ୍ଚର୍ୟ୍ୟ କଲା ଭଳି ଘଟଣା ଘଟିଛି । ଜଣେ ବୃଦ୍ଧଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିବା ପରେ ତାଙ୍କ ସଂପର୍କିୟମାନେ ତାଙ୍କର ଅନ୍ତିମ ସଂସ୍କାରର ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଠିକ୍ ସେତିକି ବେଳେ କିଛି ଏପରି ଘଟଣା ଘଟିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।…
Read More...

ଜାମ୍ମୁ କାଶ୍ମୀର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ । ଜଣେ ଛାତ୍ରକୁ ୬ ଜଣ ଶିକ୍ଷକ, ଶିକ୍ଷାଧିକାରୀ କଲେ ଅଜବ ଯୁକ୍ତି

ଜାମ୍ମୁ କାଶ୍ମୀର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ । ଜଣେ ଛାତ୍ର ପାଇଁ ୬ ଜଣ ଶିକ୍ଷକ । ଜାମ୍ମୁ କାଶ୍ମୀର ସାମ୍ବା ଅଂଚଳର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଘଟଣା । ସ୍କୁଲରେ ଜଣେ ଛାତ୍ର ପଢୁଥିବା ବେଳେ ୬ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଭିତିଭୂମି ଦୃଷ୍ଟିକୋଣରୁ…
Read More...