Browsing Category

ସ୍ପେଶାଲ୍ ରିପୋର୍ଟ

ଅଗଷ୍ଟ ୧୧ରେ ପାକିସ୍ତାନ ଯିବେ ପୂର୍ବ କ୍ରିକେଟର ଓ ସିନେଷ୍ଟାର! ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ…

ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ ଏହି କ୍ରମରେ କିଛି ପୂର୍ବ ଭାରତୀୟ ଖେଳାଳୀଙ୍କୁ ଇମରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି । ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମରାନ୍ ଖାଁଙ୍କ ଶପଥ ଗ୍ରହଣ…
Read More...

ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମ ବିବାହ ପଡିଲା ମହଙ୍ଗା ! ଉଲଗ୍ନ କରି ପରିଶ୍ରା ପିଆଇବା ସହ ୭୦ ହଜାର ଟଙ୍କା ଜୋରିମାନା…

ପ୍ରେମ ବିବାହ କରିବା ଆଜିକାଲି ଏକ ସାଧାରଣ କଥା ପାଲଟିଯାଇଛି । ପରିବାର ଅନୁମତିରେ ହେଉ ଅବା ବିନା ଅନୁମତିରେ ହେଉ ପ୍ରେମ ବିବାହ ନବପିଢିର ଯୁବକ ଯୁବତିଙ୍କ ପାଇଁ ସାଧାରଣ କଥା ପାଲଟିଛି । କିନ୍ତୁ ଗାଁ ଗହଳିର ଲୋକମାନଙ୍କ ପାଇଁ ପ୍ରେମ ବିବାହ ଏକ ଅପରାଧ ସହ ସମାନ । ଗାଁରେ ଯଦି କୌଣସି ଯୁବକ ଓ…
Read More...

ଥାନା ପାଖରୁ ପୁରା ଏଟିଏମ ଉଠାଇନେଲେ ଦୁର୍ବୃତ୍ତ ! ଲୁଟିଲେ ୫ଲକ୍ଷ ଟଙ୍କା, ପୋଲିସକୁ ମିଳିଲା ନାହିଁ ନୋଟର ବାସ୍ନା ।

ଏଟିଏମ ଚୋରି ହେବା କିଛି ନୂଆ କଥା ନୁହେଁ । ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ ଚୋରି ହେବାର ଘଟଣା ସମ୍ନାକୁ ଆସିଥାଏ । କିନ୍ତୁ ଭୋପାଲର ଖଜୁରୀ ସଡକ ସ୍ଥିତ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମକୁ ଦୁର୍ବୃତ୍ତ ମାନେ ଏପରି ଭାବରେ ଚୋରି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
Read More...

ଚୀନ ଓ ପାକିସ୍ତାନ ହୁସିଆର ! ଭାରତୀୟ ବାୟୁସେନା କିଣିବ ୧୧୦ଟି ଲଢୁଆ ବିମାନ

ଭାରତୀୟ ବାୟୁସେନା ଆସନ୍ତା ୨୦୧୯ ମଧ୍ୟଭାଗରେ ୧୧୦ଟି ଲଢ଼ୁଆ ବିମାନ ବିଦେଶରୁ କିଣିବା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ଏହି ଉଦ୍ଦେଶ୍ୟରେ ଲଢ଼ୁଆ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଯେଉଁ ୬ଟି ବିଦେଶୀ କମ୍ପାନି ଭାରତୀୟ ବାୟୁସେନାକୁ ସେମାନଙ୍କର ଲଢ଼ୁଆ ବିମାନ ବିକ୍ରୟ କରିବା ପାଇଁ ଆଗ୍ରହ…
Read More...

ଧସିଲା ୧୩ ହଜାର କୋଟିର ଏକ୍ସପ୍ରେସ ୱେ, ଖାଲ ମଧ୍ୟରେ ଖସିପଡିଲା ଗାଡି ।

ଦେଶର ସୁବଠୁ ଲମ୍ବା ଏକ୍ସପ୍ରେସ ୱେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ଅଚାନକ ଧସିଯାଇଛି । ଯାହାଦ୍ୱାରା ଏକ ଗାଡି ଧସିଥିବା ଖାଲ ମଧ୍ୟରେ ଖସି ପଡିଛି । ବାଜିଦପୁରର ପୁଲିଆ ଅଞ୍ଚଳ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ଚାରି ଜଣ ଲୋକ ଆହତ ହୋଇଛନ୍ତି । ଏହି ଏକ୍ସପ୍ରେସ ୱେ ପୂର୍ବରୁ ଅନେକ ଥର…
Read More...

ପ୍ରତି ମାସ ଶେଷ ରବିବାର ବିଭିନ୍ନ ଛକରେ ଉଡିବ ତ୍ରିରଙ୍ଗା ! ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ସେବାଦଳ ଉତ୍ତୋଳନ କରିବ…

ପ୍ରତ୍ୟେକ ମାସ ଶେଷ ରବିବାର କଂଗ୍ରେସ ସେବାଦଳ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜାତୀୟ ପତାକା ଉତୋଳନ କରିବାକୁ ନିଖିଳ ଭାରତ କଂଗ୍ରେସ ସେବାଦଳ ନିଷ୍ପତ୍ତି ଗ୍ରହଣ କରିଛି । ତଦନୁଯାୟୀ ରବିବାର ପ୍ରଦେଶ କଂଗ୍ରେସ ସେବାଦଳ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସେବାଦଳର…
Read More...

ବଢିଲା ସବସିଡି ଗ୍ୟାସ ସିଲିଣ୍ଡର ଦର ! ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା ଆପଣଙ୍କ ଗ୍ୟାସ ।

ଦରବୃଦ୍ଧିର ଶିକାର ହୋଇଥିବା ସାଧାରଣ ଜନତାଙ୍କ ଉପରେ ଏବେ ଆଉ ଏକ ବୋଝ ପଡିଛି । ତେଲକମ୍ପାନୀ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି । ସବସିଡି ଅନ୍ତର୍ଗତ ଗ୍ୟାସ ସିଲିଣ୍ଡର ମଙ୍ଗଳବାର ଠାରୁ ୧.୭୬ ଟଙ୍କା ମହଙ୍ଗା ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନର ବୟାନ ଅନୁଯାୟୀ,…
Read More...

ପାଖେଇ ଆସୁଛି ଓଡିଶା ହକି ବିଶ୍ୱକପ୍ ! ହକି ପାଇଁ ଦେଶବ୍ୟାପି ଆରମ୍ଭ ହେଲା ହୃଦସ୍ପନ୍ଦନ ଅଭିଯାନ, ୬ଟି ସହରରେ ହେବ…

‘ସକାଳେ ପର୍ଯ୍ୟଟନ, ସଂଧ୍ୟାରେ ହକି’ କିମ୍ବା ‘ସକାଳେ ସର୍ଫିଂ, ସଂଧ୍ୟାରେ ଆକ୍ସନ’ର ପରିକଳ୍ପନା ନେଇ ଆସିଛି ବିଶ୍ୱକପ୍ ହକି । ଓଡ଼ିଶା ହକି ବିଶ୍ୱକପ୍ ପାଖେଇ ଆସୁଛି । ୪ ମାସରୁ କମ୍ ସମୟ ରହିଛି । ଏହି ଖେଳକୁ ସମର୍ଥନ କରିବା ପାଇଁ ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଓଡ଼ିଶା…
Read More...

ଜୀବନ ନେଲା ମୋବାଇଲ! ଫୋନରେ କଥା ହେଲାବେଳେ ଜଳିଗଲେ ଯୁବକ, ତେବେ ଆପଣ କରୁନାହାଁନ୍ତି ତ ଏଭଳି ଭୁଲ୍

ପୁଣି ଜୀବନ ନେଇଗଲା ମୋବାଇଲ ଫୋନ । ମୋବାଇଲ କାରଣରୁ ଚାଲିଯାଇଛି ଜଣେ ୩୧ ବର୍ଷୀୟ ଯୁବକଙ୍କର ପ୍ରାଣବାୟୁ ଉଡି ଯାଉଛି । ତେବେ ଯୁବକଙ୍କର ମୃତ୍ୟୁ ଫୋନକୁ ଚାର୍ଜରେ ଲଗାଇ କଥା ହେଉଥିବା ବେଳେ ବିଜୁଳୀ ମାରିବାରୁ ହୋଇଛି ବୋଲି ଜଣାପଡିଛି । ସୂଚନା ମୁତାବକ, ବିଜୟୱାଡାର ପ୍ରକାଶମ୍ ଜିଲ୍ଲା…
Read More...

ଏମିତି ଏକ ଦେଶ, ଯେଉଁଠି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସବୁଠାରୁ ଅଧିକ କରୁଛନ୍ତି ଆତ୍ମହତ୍ୟା । ଜାଣନ୍ତୁ କାରଣ

ସିଙ୍ଗାପୁରରେ ଗତ ବର୍ଷ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଆତ୍ମହତ୍ୟା କରିବା ମାମଲାର ରେକର୍ଡରେ ବୃଦ୍ଧି ଘଟିଛି । ଏକ ବେସରକାରୀ ସଂସ୍ଥା ଏହି ସୂଚନା ପ୍ରଦାନ କରିଛି । ଏହି ସଂସ୍ଥା ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ବୃଦ୍ଧଙ୍କ ଜନସଂଖ୍ୟାକୁ ଦେଖି ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ଲୋକଙ୍କ ପାଇଁ…
Read More...