Browsing Category

ସ୍ପେଶାଲ୍ ରିପୋର୍ଟ

୭୮ବର୍ଷ ବୟସରେ ‘ହିରୋ’ ପାଲଟିଛନ୍ତି ଏହି ଶିକ୍ଷକ: ପ୍ରତିଦିନ ୫ଘଣ୍ଟା କରୁଛନ୍ତି ସହରର ସଫେଇ ।

ସବୁବେଳେ ଲୋକମାନେ ନିଜ ଆଖ ପାଖରେ ପଡ଼ିଥିବା ଅଳିଆ ଅବର୍ଜନାକୁ ଦେଖି ନାକ ଟେକିବା ସହ ଏଥି ପାଇଁ ସରକାରଙ୍କୁ ଦାୟୀ କରିଥାନ୍ତି । କିନ୍ତୁ କେହି ଆଗକୁ ବଢ଼ି ନିଜ ପରିବେଶକୁ ପରିଷ୍କାର କରନ୍ତି ନାହିଁ । କିନ୍ତୁ ୭୮ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ ରୁପ ନାରାୟଣ ନିରଞ୍ଜନ ଏପରି କରନ୍ତି ନାହିଁ ।…
Read More...

୧୧ ବର୍ଷିୟ ବାଳକର ସାହସିକତା ! ତିନି ତିନି ଥର ନଦୀକୁ ଲମ୍ପ ପ୍ରଦାନ କରି ବଞ୍ଚାଇଲା ୪ ଜୀବନ ।

ମାଆ, ଖୁଡ଼ୀ ଓ ଜଣେ ଅଜ୍ଞାତ ମହିଳାଙ୍କୁ ଉଦ୍ଧାର କରିବାକୁ ଜଣେ ୧୧ ବର୍ଷିୟ ବାଳକ ଜୀବନରୁ ପାଣିଛଡ଼ାଇ ୩ ଥର ବ୍ରହ୍ମପୁତ୍ର ନଦୀ ଭିତରକୁ ଲମ୍ଫ ଦେଇଥିଲେ। ଉତ୍ତର ଗୌହାଟୀରୁ ଆରକୂଳକୁ ଯାତାୟାତ କରୁଥିବା ଡିଙ୍ଗିଟି ବୁଧବାର ଦିନ ଏ ଖୁଣ୍ଟିରେ ପିଟି ହୋଇ ଓଲଟି ପଡ଼ିଥିବାରୁ ଦୁର୍ଘଟଣା ଘଟିଥିଲା।…
Read More...

ଏସିଆନ ଗେମ୍ସରେ ପଦକ ଜିତିଲେ , ଘରକୁ ଫେରି ଚା’ ବିକିଲେ ।

କନକ ବ୍ୟୁରୋ: ଜାକର୍ତ୍ତାରେ ହୋଇଥିବା ୧୮ତମ ଏସିଆନ ଗେମ୍ସ ପ୍ରତିଯୋଗିତାରେ ଭାରତୀୟ ଆଥଲେଟ୍ସମାନେ ନିଜର ଶ୍ରେଷ୍ଟ ପ୍ରଦର୍ଶନ କରିଛନ୍ତି । ଯହାକି ବିଗତ ଇତିହାସରେ ହୋଇଥିବା ଅନେକ ଏସୀୟ କ୍ରୀଡ଼ା ସଂସ୍କରଣ ଠାରୁ ଉନ୍ନତ ପ୍ରଦର୍ଶନ ବୋଲି ବିବେଚନା କରାଯାଉଛି । ଚଳିତ ଏସୀୟ କ୍ରୀଡାରେ ଭାରତୀୟ ଦଳ…
Read More...

କ୍ଷୀରକୁ ନେଇ ଆସିଲା ସାଂଘାତିକ ତଥ୍ୟ ! ଜାଣନ୍ତୁ ଆପଣ ପିଉଥିବା କ୍ଷୀର କେତେ ଶୁଦ୍ଧ ?

ଶରୀରକୁ ଶକ୍ତି ଯୋଗାଇବା ସହ ସ୍ୱାସ୍ଥ୍ୟବସ୍ଥା ପାଇଁ ବେଶ ଉପକାରିତା ହୋଇଥାଏ କ୍ଷୀର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟଷ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବାକୁ ଭଲ ପାଇଥାନ୍ତି । କିନ୍ତୁ କ୍ଷୀରକୁ ନେଇ ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ…
Read More...

ନୂଆ ରୂପରେ ବଜାରକୁ ଆସିବ ୨୦ ଟଙ୍କିଆ ନୋଟ୍ । ଜାଣନ୍ତୁ କିଭଳି ରହିଛି ରୂପରେଖ ।

ଗତ ଜୁଲାଇ ମାସରେ ୧୦୦ ଟଙ୍କାର ନୂଆ ନୋଟ ଜାରି କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଦିପାବଳୀ ପୂର୍ବରୁ ୨୦ ଟଙ୍କାର ନୂଆ ଜାରି କରିପାରେ । ନୋଟର ଡିଜାଇନ ପ୍ରସ୍ତୁତ ହୋଇସାରିଥିବା ବେଳେ ପ୍ରିଣ୍ଟିଂ ପାଇଁ ପେପର ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ନୂଆ ନୋଟର ରଙ୍ଗକୁ ନେଇ ଦ୍ୱନ୍ଦ ରହିଛି…
Read More...

ଏସବିଆଇ ପଠାଇବ ଗୋଟିଏ SMS…ଭୁଲରେ ବି କରିବେନି ଡିଲିଟ୍, ନଚେତ ବ୍ଲକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ଭାରତର ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ କିଛିଦିନ ହେଲା ଗ୍ରାହକଙ୍କ ନିକଟକୁ ଏକ ଏସଏମଏସ ପଠାଉଛି । ଯେଉଁଥିରେ ବ୍ୟାଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଯଦି ଆପଣଙ୍କ ନିକଟକୁ ବି ବ୍ୟାଙ୍କ ତରଫରୁ ଏଭଳି କିଛି ଏସଏମଏସ ଆସିଛି ଆଉ ଆପଣ ତାକୁ…
Read More...

ପେଟ୍ରୋଲ ଉପରୁ କମିବନି ଟିକସ । ତେଲ ଦର ବୃଦ୍ଧି ପାଉଥିବାବେଳେ ଟିକସ କମାଇବାକୁ ମନା କରିଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

କନକ ବ୍ୟୁରୋ: ଏବେ କମିବନି ତୈଳ ଦର । ଦେଶବାସୀଙ୍କୁ ଆହୁରି ସହିବାକୁ ପଡିବ ତୈଳ ଦର ପ୍ରହାର । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କହିବା ମୁତାବକ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କରେ କେନ୍ଦ୍ରସରକାର କୌଣସି ମୁଲ୍ୟ ହ୍ରାସ କରିବେ ନାହିଁ ।…
Read More...

ପକେଟରୁ ଖର୍ଚ୍ଚ ହେବ ମାତ୍ର ୧୦୩ ଟଙ୍କା ଆଉ ବଦଳରେ ଆପଣ ବନିଯିବେ ୧୩ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କେମିତି?

ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଲୋକେ ସଂଚୟ ପାଇଁ ଅନେକ ପ୍ରକାର ନିବେଶ ଭଳି ବିକଳ୍ପମାନ ଚୟନ କରିଥାନ୍ତି । ଆଉ ଏଥିପାଇଁ ଲୋକେ ବ୍ୟାଙ୍କର ସେଭିଂ ଆକାଉଂଟକୁ ହିଁ ଅଧିକ ସୁରକ୍ଷିତ ଏବଂ ଭଲ ବୋଲି ବିଶ୍ୱାସ କରନ୍ତି । କାହିଁକି ନା ଏଥିରେ ସେମାନଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ…
Read More...

୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ଜିଓର ମାଗଣା ଡାଟା ପାଆନ୍ତୁ । ଜାଣନ୍ତୁ ପୁରା ପ୍ରକ୍ରିୟା

ନିଜ ଦ୍ୱିତୀୟ ବାର୍ଷିକ ଉତ୍ସବରେ ରିଲାଏନ୍ସ ଜିଓ ସେହି ଗ୍ରାହକଙ୍କୁ ମାଗଣାରେ ୧ ଜିବିର ୪ଜି ଡାଟା ଦେଉଛି, ଯାହାଙ୍କ ପାଖରେ କ୍ୟାଡବରୀ ଡାଏରୀ ମିଲ୍କ ଚକଲେଟ୍ ଅଛି । ମାଗଣା ଡାଟା ପାଇବା ପାଇଁ ଗ୍ରାହକଙ୍କ ପାଖରେ ଅତିକମରେ ୫ ଟଙ୍କିଆ ରେଗୁଲାର କ୍ୟାଡବରୀ ଡାଏରୀ ମିଲ୍କ ଚକଲେଟ୍ ବା ଡାଏରୀ…
Read More...

ସରକାରଙ୍କ ବଡ ନିଷ୍ପତି : ରୋଗୀଙ୍କୁ ମିଳିବ ୧୭ଟି ଅଧିକାର, ଟଙ୍କା ଜମା ନକଲେ ବି ଶବକୁ ଅଟକାଇପାରିବେନି କୌଣସି ବି…

ଅଧିକାଂଶ ସମୟରେ ଆପଣ ଶୁଣିଥିବେ କି ଟଙ୍କା ଜମା ନ କରିବାରୁ ମେଡିକାଲ କର୍ତ୍ତୃପକ୍ଷ ମୃତକର ଶବକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିନଥାଏ । ଯେଉଁଥିପାଇଁ ଅନେକ ସମୟରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଏବଂ ମୃତକ ପରିବାର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରି ବି…
Read More...