Browsing Category

ସ୍ପେଶାଲ୍ ରିପୋର୍ଟ

ପଡିଆ ଉପରେ ନାଚି ଉଠିଲେ ଧୱନ ! ଢୋଲ ବାଜୁଥିଲା, ଶିଖର ନାଚୁଥିଲେ ।

ଲଂଣ୍ଡନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯାଉଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଦିନରୁ ହିଁ ଦଳର ୭ଟି ଓି୍ୱକେଟର ପତନ ଘଟିଛି । ପ୍ରଥମରୁ ଦଳ ମଜଭୁତ ସ୍ଥିତିରେ ଥିବା ବେଳେ ଲଞ୍ଚ ପରେ…
Read More...

କୌଣସି ବି ମୁହୂର୍ତ୍ତରେ ଫାଟିପାରେ ଆପଣଙ୍କ ଫୋନ ! ଯଦି ମୋବାଇଲରେ ଦେଖାଦେଉଛି ଏଭଳି କିଛି ପରିବର୍ତ୍ତନ

ଆଜିର ଦିନରେ ମୋବାଇଲ ଫୋନ ଏକ ଅତ୍ୟାବଶକୀୟ ଜିନିଷ ହୋଇପଡିଛି । ଖାଦ୍ୟ ଭଳି ମୋବାଇଲ ଫୋନ ବି ମଣିଷ ପାଇଁ ଜରୁରୀ ହୋଇପଡିଛି । ଲୋକେ ମଣିଷ ଅପେକ୍ଷା ବେଶି ମୋବାଇଲ ଫୋନକୁ ଗୁରୁତ୍ୱ ଦେଉଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସଭିଏଁ ଏବେ ମୋବାଇଲ ମାୟାରେ ବାୟା । ସେହିପରି ମୋବାଇଲର ଚାହିଦା ଯେପରି…
Read More...

ହର୍ଣ୍ଣ ମାରିଲେ ମିଳିବ ଦଣ୍ଡ ! ଏଣିକି ଗାଡି ହର୍ଣ୍ଣର ସୀମା ନିର୍ଦ୍ଧାରଣ କରିବେ ସରକାର, ଜାଣନ୍ତୁ କେବେଠାରୁ ଲାଗୁ ହେବ…

ହର୍ଣ୍ଣ ମାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ଏଭଳି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର । ଯାହା ଦ୍ୱାରା ବାରମ୍ବାର ତଥା ଉଚ୍ଚସ୍ୱରରେ ହର୍ଣ୍ଣ ମାରିବା ଦ୍ୱାରା ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥି ସହିତ ହିଁ ଗାଡିର ହର୍ଣ୍ଣର…
Read More...

ବ୍ୟବସାୟ ଛାଡିଲେ ଚାଇନାର ସବୁଠାରୁ ବଡ ଧନୀ : ଅଲିବାବାର ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

ବିଶ୍ୱର ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଅଲବାବାର ସଂସ୍ଥାପକ ତଥା ମୁଖ୍ୟ ଜେକ୍ ମା ଅବସର ନେବାକୁ ଘୋଷଣା କରିଛନ୍ତି । ସୋମବାର ଦିନ ସେ କମ୍ପାନୀରୁ ଅବସର ନେବେ । ଅଧିକ ପଢାଇବା ଓ ଲେଖିବା ଲକ୍ଷ୍ୟରେ ସେ ଏହି ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି । ଜେକ୍ ମା କହିଛନ୍ତି, କମ୍ପାନୀର ସିଇଓ ରହିବା…
Read More...

ହାତୀଙ୍କୁ ମିଳିଲା ଭାରତୀୟ ରେଳବାଇର ସାଥ : ହାତୀଙ୍କୁ ବଂଚାଇବା ପାଇଁ ମହୁମାଛି ସାଜିଲେ ବରଦାନ । ସଫଳ ହେଲା ରେଲୱେର…

ଦେଶର ପୂର୍ବୋତ୍ତର ଭାଗରେ ଟ୍ରେନ୍ ଧକ୍କାରେ ହାତୀଙ୍କ ମୃତ୍ୟୁ ଖବର ଆମକୁ ଶୁଣିବାକୁ ମିଳେ । ଏହି ଖବର ଓ ତଥ୍ୟ ଚିନ୍ତାର ବିଷୟ । ପ୍ରତିବର୍ଷ ଅନେକ ହାତୀ ଟ୍ରେନ୍ ଧକ୍କାରେ ନିଜ ଜୀବନ ହରାନ୍ତି । କିନ୍ତୁ ରେଳବାଇ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିପାଇଁ ସେମାନେ ପ୍ଲାନ ମହୁମାଛି…
Read More...

କୋଟି କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଡାଉନଲୋଡ କରିଛନ୍ତି ଏହି ୪ଟି ଆପ ! ପେମେଣ୍ଟ ସର୍ଭିସ ଠାରୁ ଆରମ୍ଭ କରି ଏହି ଆପ୍…

ଆଜି ଆମେ ଆପଣଙ୍କ ପାଇଁ ଏମିତି ୪ଟି ଆପ ନେଇ ଆସିଛୁ, ଯାହା ଆପଣଙ୍କ ବଡ କାମରେ ଆସିପାରିବ । ଆଉ ଏଥିରୁ କିଛି ଆପ୍ ଅଫଲାଇନରେ ମଧ୍ୟ କାମରେ ଆସିଥାଏ । ଏହି ଆପଗୁଡିକୁ କୋଟି କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଡାଉନଲୋଡ କରିସାରିଲେଣି । ଏହି ଆପକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ମାଗଣାରେ…
Read More...

ମୋଦିଙ୍କ ପାଇଁ ଭୋଟ୍ ମାଗିଲେ ମା’ ! ଜାଣନ୍ତୁ ଏହି ଭାଇରାଲ୍ ଫଟୋ ପଛର ସତ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ କୌଣସି ନା କୌଣସି ମାମଲାକୁ ନେଇ ଚର୍ଚ୍ଚାରେ ଥାନ୍ତି । ସେ ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ମାମଲା,ଦେଶର ପ୍ରମୁଖ ଭାବରେ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ୨୦୧୪ ମସିହାରେ ଭାରତର ଶାସନଭାର ସମ୍ଭାଳିବା ପଛର କାହାଣୀକୁ ଜନତା ଅବା କେମିତି…
Read More...

ଭାରତର ସବୁଠାରୁ ଶସ୍ତା ମୋବାଇଲ ବଜାର ! ଯେଉଁଠି ୫୦୦ ଟଙ୍କାରେ ମିଳିଥାଏ ସ୍ମାର୍ଟଫୋନ ଏବଂ ୧୦ ଟଙ୍କାରେ ବ୍ୟାକ୍ କଭର ।

ଗୋଟେ ଭଲ ସ୍ମାର୍ଟଫୋନ କିଣିବା ପାଇଁ ଆପଣଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ରାଜଧାନୀ ଦିଲ୍ଲୀରେ ଏମିତି ଏକ ବଜାର ରହିଛି, ଯେଉଁଠି ଅତି ଶସ୍ତାରେ ମିଳୁଛି ସ୍ମାର୍ଟଫୋନ । କେବଳ ମୋବାଇଲ ଫୋନ ନୁହେଁ, ମୋବାଇଲ୍ ଆସେସୋରିଜ୍ ମଧ୍ୟ ଏଠାରେ ଅତି କମ୍…
Read More...

ଦିଲ୍ଲୀ ମେଟ୍ରୋ ଆଣିଲା ନିଯୁକ୍ତି ସୁଯୋଗ ! ମାସିକ ଦରମା ୭୩ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ ।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି) ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏମଆରସି ପକ୍ଷରୁ ଜେନେରାଲ ମ୍ୟାନେଜର ପଦରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟ୍ delhimetrorail.comରେ ଯାଇ ଏହି ପଦ ଗୁଡିକ…
Read More...

ବ୍ୟକ୍ତିଜଣକ ଆପଣାଇଲେ ଏଭଳି ଏକ ଟେକନିକ୍ , ଗୋଟିଏ ଗଛରେ ଫଳିଲା ୫୧ ପ୍ରକାରର ଆମ୍ବ ।

ଖବରଟି ପଢି ଆପଣ ମଧ୍ୟ ଚମକି ପଡିଥିବେ ଯେ ଏ କେମିତି ସମ୍ଭବ । ଗୋଟିଏ ଗଛରେ ୫୧ ପ୍ରକାରର ଆମ୍ବ କେମିତି ଫଳିବ । କିନ୍ତୁ ଅସମ୍ଭବ ଭଳି ଲାଗୁଥିଲେ ବି କଥାଟି ସତ ଆଜ୍ଞା । ଓମାନରେ ୧୦ ବର୍ଷ ଧରି ସିଭିଲ୍ ଇଜିଂନିୟର ପୋଷ୍ଟରେ ଥିବା ରବି ମାରସେଟବାର ଏପରି ଚମତ୍କାର କରି ଦେଖାଇଛନ୍ତି ।…
Read More...