Browsing Category

ସ୍ପେଶାଲ୍ ରିପୋର୍ଟ

ଭାରତୀୟ କୋଟିପତିଙ୍କ ଅଭିନବ କାର୍ଯ୍ୟ : ନିଜ ଝିଅର କଥା ବୁଝିବା ପାଇଁ ୧୨ ଜଣ କର୍ମଚାରୀଙ୍କୁ ଦେଲେ ନିଯୁକ୍ତି

କନକ ବ୍ୟୁରୋ : ରାଜାରାଜୁଡା ଅମଳରୁ ଆରମ୍ଭ କରି ବର୍ତ୍ତମାନର କୋଟିପତିମାନଙ୍କ ରାଜକୀୟ ଓ ବିଳାସ ବ୍ୟସନପୂର୍ଣ୍ଣ ଜୀବନର ଅନେକ କାହାଣୀ ଶୁଣିଥିବେ। ଏମାନେ ନିଜର ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ଘରେ ରୋଷେୟା, ଚାକରବାକର ଠାରୁ ଆରମ୍ଭ କରି ଅନେକ କର୍ମଚାରୀଙ୍କୁ ନିଯୁକ୍ତ କରିଥାନ୍ତି। ଏହିପରି…
Read More...

ବେକାରି ସ୍ଥିତି ହେଲାଣି ଉତ୍କଟ : ମାତ୍ର ୫ ପିଅନ ଚାକିରି ପାଇଁ ୨୩ ହଜାର ଆଶାୟୀ କରିଛନ୍ତି ଆବେଦନ

କନକ ବ୍ୟୁରୋ : ସାରା ଦେଶରେ ବେକାରୀ ସ୍ଥିତି ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ବେକାରି ସ୍ଥିତି ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ରାଜ୍ୟ ସରକାରଙ୍କ ୫ଟି ପିଅନ ଚାକିରି ପାଇଁ ୨୩ ହଜାର ପ୍ରାର୍ଥୀ ଆବେଦନ କରିଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି। ଘଟଣାଟି…
Read More...

ଏମିତି ବି ଆସେ ମୃତ୍ୟୁ ! ଲାଇଭ ସୋ’ରେ ଟଳିପଡିଲେ ସାମାଜିକ କର୍ମୀ, କ୍ୟାମେରା ଦେଖିଲା ୫୬ ସେକେଣ୍ଡର ମୃତ୍ୟୁର…

ଜମ୍ମୁ-କାଶ୍ମୀରର ଜଣେ ଜଣାଶୁଣା ସାମାଜିକ କର୍ମୀ ପ୍ରୋଫେସର ରୀତା ଜେତିନ୍ଦରରଙ୍କ ଏକ ଟିଭି ସୋରେ ଟଳିପଡିଛନ୍ତି । ଦୂରଦର୍ଶନରେ ଏକ ସିଧା ପ୍ରସାରଣ କାର‌୍ୟ୍ୟକ୍ରମରେ ସାକ୍ଷାତକାର ଦେଉଥିବା ବେଳେ ରିତା ହଠାତ୍ ଟଳିପଡ଼ିଥିଲେ। ଏହି ସମୟରେ ତାଙ୍କୁ ଅଚାନକ ହାର୍ଟ ଆଟାକ୍ ଆସିଥିଲା ଏବଂ…
Read More...

ଗୋଟିଏ ଦିନ ପରେ ପାଳିଥାନ୍ତେ ଜନ୍ମଦିନ,କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ।

ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ୨୦ବର୍ଷିୟ ଯୁବକଙ୍କ ମୃତ୍ୟୁ ହେବା ଖବର ଅନେକଙ୍କୁ ମର୍ମାହତ କରିଛି । ନିଜର ଛୋଟ ଭୁଲ ପାଇଁ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି ବୋଲି ଜଣା ପଡ଼ିଥିବା ବେଳେ ଆଗକୁ ଏପରି ଭୁଲ ଯେମିତି କେହି ନ କରନ୍ତି ସେ ନେଇ ସତର୍କ କରାଯାଇଛି । ଏହି ଘଟଣାଟି ଘଟିଥିଲା କେଣ୍ଟ ରେଳ…
Read More...

କାହିଁକି ଦାମୀ ହୋଇଥାଏ ରୋଲେକ୍ସ ଘଣ୍ଟା,ଜାଣିଛନ୍ତି କି ?

ଆଜିକାଲିର ପିଲାମାନେ ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ ଦାମୀ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ସବୁଠାରୁ ମହଙ୍ଗା ଘଣ୍ଟାର କଥା ଉଠିଲେ ଲୋକମାନଙ୍କ ମନକୁ ରୋଲେକ୍ସର ନାଁ ଆସିଥାଏ । ଏହି ଘଣ୍ଟାକୁ କେବଳ କୋଟିପତିମାନେ କିଣି ପିନ୍ଧିବାରେ ସକ୍ଷମ ହୋଇଥାନ୍ତି । ଆପଣଙ୍କ ମନରେ ଏ ପ୍ରଶ୍ନ…
Read More...

ଭାରତୀୟ କୋଟିପତି ନିଜ ଝିଅ ପାଇଁ ନିଯୁକ୍ତ କଲେ ୧୨ ଜଣ ଚାକର : ରୋଷେଇ କରିବା ଠାରୁ ଆରମ୍ଭ କରି ଗେଟ୍ ଖୋଲିବା…

ରାଜକୀୟ ଓ ବିଳାସ ବ୍ୟସନପୂର୍ଣ୍ଣ ଜୀବନର ଅନେକ କାହାଣୀ ଶୁଣିଥିବେ । ଏବେ ଲଣ୍ଡନରେ ଜଣେ ଭାରତୀୟ ଅରବପତିଙ୍କ ଝିଅଙ୍କ ମର୍ଯ୍ୟାଦା ଖବରରେ ଅଛି । ଝିଅକୁ ଲଣ୍ଡନରେ କୈାଣସି ପ୍ରକାରର ଅସୁବିଧା ନହେଉ, ସେଥିପାଇଁ ଭାରତୀୟ କୋଟିପତି ଗୋଟିଏ ନୁହେଁ ବରଂ ୧୨ଜଣ ଚାକରଙ୍କ ସେନା ନିଯୁକ୍ତ କରିଛନ୍ତି ।…
Read More...

ଆଇଆରସିଟିରେ ଟିକେଟ୍ ବୁକ କରିବା ସମୟରେ ୬୮ ପଇସାରେ କିଣନ୍ତୁ ଟ୍ରାଭେଲ୍ ଇନସ୍ୟୁରାନ୍ସ : ସାମାନ୍ୟ ଆହତ ହେଲେ ମେଡ଼ିକାଲ…

ଆଇଆରସିଟିସିରରେ ଟିକେଟ୍ ବୁକ୍ କରିବା ସମୟରେ ଅଧିକାଂଶ ଲୋକ ଟ୍ରାଭେଲ ଇନସ୍ୟୁରାନ୍ସ କିଣିବା ଜରୁରୀ ଭାବନ୍ତି ନାହିଁ । ତେବେ ଏଇଠି ଜାଣି ରଖନ୍ତୁ ଏପରି ସ୍ଥିତିରେ ଇନସ୍ୟୁରାନ୍ସ କଭର କିଣିବା ବହୁତ ଦରକାର । ଟ୍ରାଭେଲ ଇନସ୍ୟୁରାନ୍ସ କିଣିଥିଲେ ରେଳ ଦୁର୍ଘଟଣା କିମ୍ବା ଆକସ୍ମିକ ସ୍ଥିତିରେ ୧୦…
Read More...

ଚାକିରି ନଥାଇ ବି ପ୍ରତିମାସ ଭଲ ଆୟ କରିବା ପାଇଁ ଚାହୁଁଛନ୍ତି କି ? ପୋଷ୍ଟ ଅଫିସର ଏକ ସ୍ୱତନ୍ତ୍ର ଯୋଜନାରେ ଲଗାନ୍ତୁ…

ଭାରତୀୟ ଡାକଘରରେ ଅନେକ ପ୍ରକାର ଲାଭଦାୟକ ଯୋଜନା ଥାଏ, ଯାହା ବିଷୟରେ ପ୍ରାୟ ଲୋକ ଅଜ୍ଞ ଥାଆନ୍ତି । ପ୍ରାୟ ଲୋକ ବ୍ୟାଙ୍କରେ ଟଙ୍କା ନିବେଶ କରିବା ପାଇଁ ପସନ୍ଦ କରନ୍ତି । ଆଉ ଡାକଘରେ ଅନେକ ସୁବିଧା ଥାଏ ବୋଲି ଜାଣିନଥାନ୍ତି । ଡାକଘରେ ସେଭିଂ ଆକାଉଂଟରୁ ଆରମ୍ଭ କରି ଏପରି ଅନେକ ଯୋଜନା ଅଛି…
Read More...

ମୋଦିଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା ! ସାଧାରଣରେ ଉଠିଲା ପ୍ରଶ୍ନ, କିଏ ଏହି ମହିଳା ?

ଯେତେବେଳେ ବି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଇଥାନ୍ତି, ସେତେବେଳେ ଜଣେ ମହିଳା ତାଙ୍କ ସହ ନିଶ୍ଚିତ ଭାବରେ ନଜର ଆସନ୍ତି । ମୋଦିଙ୍କ ସହ ଏହି ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି ମହିଳା ଜଣଙ୍କ କିଏ । କେବଳ ମୋଦି ନୁହନ୍ତି, ଏହି…
Read More...

ପ୍ରତିଦିନ ବିପଦଜନକ ରାସ୍ତା ଅତିକ୍ରମ କରନ୍ତି ପୁନମ, ଯାହାଙ୍କ ସାହସ ଦେଖି ମୃତ୍ୟୁ ବି ପାଖକୁ ଆସିବାକୁ ଡରେ

ଏଭଳି କିଛି ରାସ୍ତା ଥାଏ, ଯେଉଁ ରାସ୍ତା ଦେଇ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ । କିନ୍ତୁ ଏହି ମୃତ୍ୟୁର ଝିଅ ଜଣକ କେବେ ମଧ୍ୟ ଏହି ରାସ୍ତାକୁ ଦେଖି ଡରନ୍ତି ନାହିଁ । ଆଜ୍ଞା ହଁ ଯେଉଁ ରାସ୍ତାରେ ଯିବାକୁ ସମସ୍ତେ ଡରନ୍ତି ସେହି ରାସ୍ତାରେ ଏହି ଝିଅ ଜଣକ ବିନା ଚିନ୍ତାରେ ଯିବା ଆସିବା…
Read More...