Browsing Category

ସ୍ପେଶାଲ୍ ରିପୋର୍ଟ

ଆଉ ମାତ୍ର ଅଳ୍ପଦିନ ପରେ ଘୋଷ ଯାତ୍ରା ! ସାରା ରାଜ୍ୟ ହେବ ଉତ୍ସବ ମୁଖର, କିନ୍ତୁ ଭିନ୍ନ ଏକ ଶୈଳୀରେ ହୁଏ କେନ୍ଦୁଝର…

କନକ ବ୍ୟୁରୋ : ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ସାରା ପୃଥୀବିରେ ପାଳନ କରାଯାଏ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଥାଆନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ୧୫ ଦିନ ଜରରେ ପଡିବା ପରେ ମାଉସୀ ମା’ ଘରକୁ ବୁଲିବାକୁ ଯାଆନ୍ତି ଭଗବାନ…
Read More...

ଗାଡି ମାଲିକଙ୍କ ପାଇଁ ଖୁସି ଖବର: ଏଣିକି ପ୍ରାକୃତିକ ବିପର୍ଯ୍ୟୟରେ ଗାଡି ନଷ୍ଟ ହେଲେ ପୃଥକ ଭାବେ ମିଳିବ ଇନସ୍ୟୁରାନ୍ସ…

ଗାଡି ମାଲିକଙ୍କ ପାଇଁ ଖୁସି ଖବର । ସାଧାରଣ ଇନସ୍ୟୁରାନ୍ସ କଂପାନୀମାନେ ଏଣିକି ଯାନବାହାନଗୁଡିକୁ ଭୂମିକମ୍ପ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣାରୁ ହେଉଥିବା କ୍ଷୟକ୍ଷତି ପାଇଁ ପୃଥକ ଭାବେ ଇନସ୍ୟୁରାନ୍ସ କଭର ଉପଲବ୍ଧ କରାଇବେ । ବୀମା ନିୟାମକ ପ୍ରାଧିକରଣ…
Read More...

ସବୁ କ୍ଷେତ୍ରରେ ଜଗନ୍ନାଥ ହିଁ ‘ରାଜା’, ତେଣୁ ତାଙ୍କ ପ୍ରସାଦ ‘ରାଜପ୍ରସାଦ’

କନକ ବ୍ୟୁରୋ: ଶାସ୍ତ୍ରରେ କୁହାଯାଇଛି, ସବୁ କ୍ଷେତ୍ର ମଧ୍ୟରେ ରାଜା ହେଉଛି ‘ପୁରୁଷୋତ୍ତମ’ କ୍ଷେତ୍ର ବା ପୁରୀ। ପୁଣି କୁହାଯାଇଛି, ସବୁ ଦେବତାଙ୍କ ମଧ୍ୟରେ ରାଜା ହେଉଛନ୍ତି ‘ପୁରୁଷୋତ୍ତମ’ ବା ଶ୍ରୀଜଗନ୍ନାଥ। ଏହା ଅଣସର ସମୟର ଏକ ନୀତିରୁ ମଧ୍ୟ ସ୍ପଷ୍ଟ ଭାବେ ପ୍ରତିପାଦିତ ହୁଏ। ଅଣସର ଘରେ…
Read More...

ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ମରିବାକୁ ବି ପ୍ରସ୍ତୁତ ବାପା ! ସାହିଲର ଡାକ୍ତର ହେବାର ଇଚ୍ଛାକୁ ପୁରଣ କରିବାକୁ…

ନିଜ ସନ୍ତାନର ସ୍ବପ୍ନକୁ ସାକାର କରିବା ପାଇଁ ବାପା ମାଆମାନେ କେତେ କ’ଣ ନ କରନ୍ତି ତାହା ସମସ୍ତଙ୍କୁ ଜଣା। ଏଭଳି ଏକ ବିରଳ ଉଦାହରଣ ପୁଣି ଦେଖିବାକୁ ମିଳିଛି ଗୁଜୁରାଟରେ। ଗୁଜୁରାଟର ବଁଶଦା ତାଲୁକର ଏକ ଆଦିବାସୀ ଅଂଚଳରେ ଜଣେ ଦିବ୍ୟାଙ୍ଗ ପିତା ଜୟେଶ ପଟେଲ ନିଜ ପୁଅର ଡାକ୍ତର ହେବାର ସ୍ୱପ୍ନ…
Read More...

କାହା ନାଁରେ ରେଜିଷ୍ଟର ଅଛି ସିମ୍ କାର୍ଡ? ଆପ ଜରିଆରେ ଏଭଳି ଜାଣନ୍ତୁ

ଆଜିର ଦିନରେ ସିମ୍ କାର୍ଡ ନେବା ପାଇଁ ଫେକ୍ ଆଇଡିର ବ୍ୟବହାର ବହୁଳ ମାତ୍ରାରେ ହେଉଛି । ଅଧିକାଂଶ ସମୟରେ ଆମକୁ ବି ଜଣା ନଥାଏ କି ଆମେ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଛନ୍ତି ତାହା ବାସ୍ତବରେ କାହା ନାଁରେ ରେଜିଷ୍ଟର ଅଛି । ତେବେ ଏଭଳି ପରିସ୍ଥିତିରେ ଆପଣ ଏହି ଟ୍ରିକ୍ ମାଧ୍ୟମରେ ଏସଂପର୍କରେ…
Read More...

ବଡ଼ଦିଅଁର ଭାବରୁ ନିଜକୁ ଦୂରେଇ ପାରିନାହାନ୍ତି ବିଦେଶୀ ! ବିଦେଶରେ ମଧ୍ୟ ଜାକଜକମରେ ପାଳିତ ହୁଏ ରଥଯାତ୍ରା

ଭାବର ଠାକୁର ହେଉଛି କାଳିଆ ଠାକୁର । ଯେ ଯେମିତି ଡାକିଲା ସେ ବଡଦିଅଁ ତାକୁ ସେ ଭଳି ଦର୍ଶନ ଦିଅନ୍ତି । ଶ୍ରୀଜିଉଙ୍କ ଭାବ ଏମିତି ଯେ କାହିଁ କେଉଁ ବିଦେଶରୁ ଭକ୍ତ କାଳିଆକୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଚାଲିଆସନ୍ତି । ଆମେରିକା,ସାନ୍ ଫ୍ରାନ୍ସିସ୍କୋ,ଲଣ୍ଡନ,ଲସ୍ ଏଞ୍ଜେଲସ୍,ଟୋକିୟୋ ଏବଂ…
Read More...

ଜଗାର ଯାଜପୁରିଆ ବନ୍ଧୁ…ଭକ୍ତ ପାଇଁ ବ୍ରାହ୍ମଣ ସାଜିଥିଲେ ମହାପ୍ରଭୁ, ରାତିରେ ଆସିଲେ ସୁନାଥାଳିଆରେ ଦେଲେ…

ଜଗତର ନାଥ ଜଗନ୍ନାଥ । ଭକତଙ୍କ ଭାବରେ ବନ୍ଧା ସେ । ତାକୁ ଯିଏ ଭକ୍ତିରେ ଥରେ ଡାକି ଦିଏ ସେ ତାର ଗୋଟାପୁଣି ହୋଇଯାଏ । ଆଜିର ଏହି କଳି କାଳରେ ସେ ହେଉଛନ୍ତି ଜୀବନ୍ତ ଠାକୁର । ତା’ର ନତ ବଡ, ଦାଣ୍ଡ ବଡ, ମନ୍ଦିର ବଡ ଆଉ ଭୋଗ ବଡ । ହେଲେ ଏସବୁକୁ ମୁରୁଛୁ ଦେଇ ବରଷକେ ଥରେ ଭକ୍ତଙ୍କୁ ଦର୍ଶନ ଦେବା…
Read More...

ପିଲା ଯଦି ଅଧିକ ସମୟ ମୋବାଇଲ୍ ରେ ଗେମ୍ ଖେଳୁଛି ତେବେ ସତର୍କ ରୁହନ୍ତୁ ଏବଂ ଆକଟ କରନ୍ତୁ ! ନୀରିହଙ୍କ ଜୀବନ ନେଉଛି ଏହି…

ଗୋଟିଏ ସମୟ ଥିଲା ଯେତେବେଳେ ପିଲାମାନଙ୍କୁ ଘରୁ ବାହାରକୁ ଯାଇ ଖେଳିବା ପାଇଁ ବାରଣ କରାଯାଉଥିଲା । ଦିନସାରା ଘରେ ବସି ବସି ପିଲାମାନେ ଅନଲାଇନ୍ ଗେମ୍ ର ଏତେ ଅଭ୍ୟସ୍ତ ହୋଇଗଲେ ଯେ ଏବେ ଅନଲାଇନ୍ ଗେମକୁ ଛାଡି କେହି ରହିପାରୁନାହାନ୍ତି । ଯାହାର ସବୁଠାରୁ ବଡ କାରଣ ହେଉଛି ଭିଡିଓ ଗେମ୍ ତଥା…
Read More...

ଅଣସର ବେଳେ ନିଷିଦ୍ଧ ନିୟମ: ଶ୍ରୀବିଗ୍ରହ ସୁସ୍ଥ ନହେବା ଯାଏଁ ଗୋଟିଏ ବକ୍ତ ଖାଆନ୍ତି ଦଇତାପତି ପରିବାର, ବିବାହିତ…

୧୦୮ ଗରା ସୁବାଷିତ ଜଳରେ ମହାସ୍ନାନ କରି ଜରରେ କମ୍ପୁଛନ୍ତି ଶ୍ରୀବିଗ୍ରହ । ଅସୁସ୍ଥ ଶ୍ରୀଜିଉଙ୍କୁ ସୁସ୍ଥ କରିବାର୍ଥେ ଅଣସର ଘରେ ଚାଲିଛି ଗୁପ୍ତ ଉପଚାର । ବେଶ୍ ନିଷ୍ଠା ଓ ଏକାଗ୍ରତାର ସହ ଚତୁର୍ଦ୍ଧା ମୂରତିଙ୍କ ସେବାରେ ଗୋଷ୍ଠୀଗତ ଭାବେ ଲାଗିପଡିଛନ୍ତି ଦଇତାପତି ସେବକ । ତେବେ ମହାପ୍ରଭୁ…
Read More...

ବଡଠାକୁରଙ୍କ ନେତ୍ରୋତ୍ସବ ଏକ ଲୌକିକ ଲୀଳା ! ଶାସ୍ତ୍ର ମତରେ ଚକାନୟନଙ୍କ ଆମପରି ସାଧାରଣ ଚକ୍ଷୁ ନୁହେଁ, ତାହା ହେଉଛି…

ବଡଠାକୁର କାଳିଆ ଠାକୁରଙ୍କ ନୀତିକାଂକ୍ଷୀ ତେତିଶ କୋଟି ଦେବାଦେବୀଙ୍କ ନୀତିକାଂକ୍ଷୀଠାରୁ ସର୍ବାଗ୍ରେ । ପାରମ୍ପରିକ ବିଧାନ ଅନୁସାରେ ଅଣସର ଚତୁର୍ଦ୍ଦଶୀ ଦିନ ଶ୍ରୀବିଗ୍ରହମାନଙ୍କୁ ବନକଲାଗି କରାଯାଏ। ସେତେବେଳକୁ ପ୍ରଭୁ ସୁସ୍ଥ ହୋଇ ଚକା ଉପରେ ଉପବେଶନ କରିଥାନ୍ତି। ସେହି ଆଷାଢ଼ ଅମାବାସ୍ୟା…
Read More...