Browsing Category

ସ୍ପେଶାଲ୍ ରିପୋର୍ଟ

ଅଣସର ପିଣ୍ଡିରେ ଶ୍ରୀଜିଉ । ଫିଟିଲା ଓଦା ବସ୍ତ୍ର, ଆଜି ଲାଗିବ ଫୁଲୁରୀ ତେଲ

କନକ ବ୍ୟୁରୋ : ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ। ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ…
Read More...

ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ଝିଅକୁ ଦାଦା ଏବଂ ତିନି ଭାଇ ମିଶି କଲେ ଗଣଦୁଷ୍କର୍ମ ! ହତ୍ୟା କରି ବିଲରେ…

ମଧ୍ୟପ୍ରଦେଶ ପୋଲିସ୍ ଗୋଟିଏ ଘରର ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଉପରେ ହତ୍ୟା ଏବଂ ଗଣଦୁଷ୍କର୍ମର ଅଭିଯୋଗ ଲାଗିଛି । ୧୨ ବର୍ଷର ଝିଅକୁ ଭାଇ ଏବଂ ଦାଦା ମିଶି ପ୍ରଥମେ ଗଣଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏହି ମାମଲାରେ ପୀଡିତାଙ୍କ…
Read More...

କାହିଁକି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ମହାପ୍ରଭୁ, କ’ଣ କହେ କିମ୍ବଦନ୍ତୀ ?

ଆଉ ମାତ୍ର କେଇଟା ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଉଠିଛି । ଜୋରସୋରରେ ଚାଲିଛି ରଥକାମ । ରଥଯାତ୍ରା ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର…
Read More...

ଆଉ ମାତ୍ର ୧୧ ଦିନ ଘୋଷଯାତ୍ରା ! ଚାଲିଛି ଯୋଖା ହଣା, ନାଟଗୁଡୁ କାମ

କନକ ବ୍ୟୁରୋ : ରଥଯାତ୍ରା ପାଖେଇ ପାଖେଇ ଆସୁଛି। ରଥଖଳା ମଧ୍ୟ ସେହି ପରି ଭାବରେ ଚଳଚଞ୍ଚଳ ହୋଇପଡିଛି । ସଠିକ ସମୟରେ କାମ ସାରିବା ଲାଗି ମହରଣା ସେବାୟତମାନେ ଦିନରାତି ଏକ କରି କାମ କରୁଛନ୍ତି । ସେପଟେ ରଥ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି । ଶାନ୍ତିଶୃଙ୍ଖଳା ସହ…
Read More...

ପାକିସ୍ତାନ କ୍ରିକେଟ୍ ଅଧିନାୟକଙ୍କୁ ମଲ୍ ଭିତରେ ଅପଶବ୍ଦ କହି ବେଇଜ୍ଜତ କଲେ ପ୍ରଶଂସକ ! ସୋସିଆଲ୍ ମିଡିଆରେ ଭାଇରାଲ୍…

ଭାରତ ବିପକ୍ଷରେ ଆଇସିସି କ୍ରିକେଟ୍ ବିଶ୍ୱକପର ଶୋଚନୀୟ ପରାଜୟ ପରଠାରୁ ହିଁ ପ୍ରଶଂସକଙ୍କୁ ପାକ୍ କ୍ୟାପଟେନ୍ ସରଫରାଜ୍ ଅହମ୍ମଦଙ୍କ କ୍ରୋଧକୁ ସାମ୍ନା କରିବାକୁ ପଡୁଛି । ପ୍ରଶଂସକଙ୍କ କ୍ରୋଧ ସବୁ ପାକ୍ ଖେଳାଳୀଙ୍କୁ ଭୋଗିବାକୁ ପଡୁଛି ଏବଂ ପୁର୍ବରୁ ବେଇଜ୍ଜତ ହୋଇସାରିଥିବା ପାକ୍ ଅଧିନାୟକଙ୍କୁ…
Read More...

ଠାକୁରଙ୍କ ପହଣ୍ଡି ପରେ କାହିଁକି କରାଯାଏ ଛେରାପହଁରା ନୀତି? ଜାଣନ୍ତୁ ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରା ପହଁରା ସେବା । ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଏବଂ ଦେବସ୍ନାନ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କର ଜନ ସମାଗମ ହୋଇଥାଏ ।…
Read More...

ଅଣସର ଘରେ ଜରରେ ଶ୍ରୀଜିଉ । ଉପଚାର ଲାଗି : ‘ଫୁଲୁରି ତେଲ’ ଓ ‘ଦଶମୂଳ ମୋଦକ’ ହେବ ଲାଗି

କନକ ବ୍ୟୁରୋ : ମାନବୀୟ ଲୀଳାରେ ଅଣସର ଠାକୁରମାନଙ୍କୁ ଯେପରି ଜର ହୁଏ, ସେହିପରି ଜରର ଉପଚାର ମଧ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । “ଫୁଲୁରି ତେଲ’ର ପ୍ରସ୍ତୁତି ବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ…
Read More...

ଯୋଗ ମଗ୍ନ ହେଲା ପୁରା ବିଶ୍ୱ । କେଉଁଠି ବରଫ ଉପରେ ତ କେଉଁଠି ପାଣି ଭିତରେ ଯୋଗ କଲେ ଯବାନ । ସେପଟେ ମୋଦି ଦେଲେ…

କନକ ବ୍ୟୁରୋ : ଆଜି ବିଶ୍ୱ ପାଳିଛି ଯୋଗ ଦିବସ । ଝାଡଖଣ୍ଡର ରାଂଚିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଂଚିର ତାରା ମୈଦାନରେ ଆୟୋଜିତ ଯୋଗ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହୋଇଛନ୍ତି ୩୦ ହଜାରରୁ ଅଧିକ ଲୋକ ।…
Read More...

ପାଖେଇ ଆସୁଛି ଘୋଷଯାତ୍ରା, ନୀତି ଅନୁଯାୟୀ ଚାଲିଛି ରଥକାମ । ୩ ରଥ ପାଇଁ ଆଜି ଶେଷ ହୋଇଛି ଯୋଖା ହଣା କାର୍ଯ୍ୟ

କନକ ବ୍ୟୁରୋ: ରଥଯାତ୍ରା ଆଉ ୧୪ ଦିନ ବାକିଥିବା ବେଳେ ତିନି ରଥକୁ ଶେଷ ସ୍ପର୍ଶ ଦେବା ପାଇଁ ତିନି ରଥର ବିଶ୍ବକର୍ମା, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକ ଦିନରାତି ଏକ କରି ଦେଇଛନ୍ତି। ଭୋଇ ସେବକଙ୍କ ଦ୍ବାରା ଆବଶ୍ୟକ କାଠ ଯୋଗାଣ ପରେ ମହାରଣା ସେବକମାନେ…
Read More...

ମହାପ୍ରଭୁଙ୍କୁ ନେଇ ଅନୁଭୂତି ବଖାଣିଲେ ଅନୁଭବ । କହିଲେ, ନିର୍ବାଚନ ଦିନ ପୂଜାର୍ଚ୍ଚନା ସମୟରେ କାଳିଆ ଠାକୁରଙ୍କ ମଥାରୁ…

କନକ ବ୍ୟୁରୋ : ପୂରା ବିଶ୍ୱର ଠାକୁର ଜଗନ୍ନାଥ ମହାପ୍ରଭୁ । ରତ୍ନବେଦୀରେ ବସି ପୂରା ବିଶ୍ୱକୁ ଚଳାଉଛନ୍ତି ବିଶ୍ୱନିୟନ୍ତା । ଭକ୍ତର ଭାବନାକୁ ବେଶ ଭଲ ଭାବେ ବୁଝିପାରନ୍ତି , ସେଥିପାଇଁ ତ ସେ ଭାବର ଠାକୁର । କାହା ପାଇଁ ଜଗା ଭାବ ବିନୋଦିଆ ତ ପୁଣି କାହା ପାଇଁ ଜଗତର ନାଥ । ଏହି ମାଟିରେ ବଡ…
Read More...