ମେଟ୍ରୋ ରେଳରେ ଚାକିରି ! ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

35

ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡରେ ଏବେ ଭର୍ତ୍ତି ପାଇଁ ଆବେଦନ ଜାରି କରାଯାଉଛି । ଚାକିରୀ ଆଶାୟୀ ପ୍ରାର୍ଥୀ ନେଇପାରିବେ ଏହାର ସୁବିଧା । ଏଥିପାଇଁ ଜାରି ହୋଇଥିବା ବିଜ୍ଞାପନକୁ ଜାଣନ୍ତୁ –

ପଦର ନାମ – ସର୍ଭେୟର
ସମୁଦାୟ ପଦ ସଂଖ୍ୟା ପଦ ସଂଖ୍ୟାର ବିବରଣୀ ଦିଆଯାଇ ନାହିଁ
ବୟସ ସୀମା – ୪୫ ବର୍ଷରୁ ଅଧିକ ହୋଇନଥିବ
ଶିକ୍ଷାଗତ ଯୋଗ୍ୟତା – ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ବିଜ୍ଞାନ( ଗଣିତ)ରେ ଦ୍ୱାଦଶ ଶ୍ରେଣୀ ଉର୍ତ୍ତୀର୍ଣ୍ଣ ହୋଇଥିବେ
ସାକ୍ଷାତକାର ସମୟ – ୨୦ ମେ ,୨୦୧୭

କେମିତି କରିବେ ଆବେଦନ ?

ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀ ନିଜର ରିଜ୍ୟୁମ ସହ, ଶିକ୍ଷାଗତ ଯୋଗ୍ୟତାର ନକଲ କପି ସଂଲଗ୍ନ କରି ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିମ୍ନ ଠିକଣାରେ ପଠାଇବେ –
ବିଏମଆରସିଏଲ୍ ହେଡ୍ ଅଫିସ୍, ଥାର୍ଡ ଫ୍ଲୋର୍ , ବିଏମଟିସି କଂପ୍ଲେକ୍ସ , ଏଚ୍ ରୋଡ୍ ଶାନ୍ତିନଗର,ବେଙ୍ଗାଲୁରୁ – ୫୫୦୦୨୭
ସୂଚନାଆବେଦନକାରୀଙ୍କ ଏହି କ୍ଷେତ୍ରରେ ଅତିକମରେ ୨ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ