Browsing Category

ସ୍ପେଶାଲ୍ ରିପୋର୍ଟ

ବଜାରକୁ ଆସିବ ବନ୍ଧୁକ ମୋବାଇଲ୍ !

ଖୁବ୍ ଶୀଘ୍ର ବଜାରକୁ ଆସିବ ‘ସେଲଫୋନ୍ ବନ୍ଧୁକ’ । ଯାହା ଦେଖିବାକୁ ସାମାନ୍ୟ ଏକ ମୋବାଇଲ ଫୋନ୍ ଭଳି । କିନ୍ତୁ ଆବଶ୍ୟକ ପଡିଲେ ଏହି ମୋବାଇଲଟି ଏକ ଅସ୍ତ୍ର ଭାବେ କାମ କରିବ । ଅର୍ଥାତ୍ ଏହାକୁ ଆପଣ ଏକ ବନ୍ଧୁକ ଭାବେ ବ୍ୟବହାର କରିପାରିବେ । ଯାହାକି ସଂପୂର୍ଣ୍ଣ ବାସ୍ତବିକ ଅଟେ । ଯଦିଓ ଏନେଇ…
Read More...

ଟ୍ରାଫିକ୍ ସମ୍ଭାଳୁଛନ୍ତି ଯମରାଜ ! ଗାଡି ଚାଳକଙ୍କୁ ଦେଉଛନ୍ତି ଚେତାବନୀ

ପୁନେ : ପୁନେରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଏଠାରେ ସଡକ ଉପରେ ଠିଆ ହୋଇଛନ୍ତି ଯମରାଜ । ଏ କଳି ଯୁଗରେ ପୁଣି ମର୍ତ୍ତରେ ଯମରାଜ ? ଏହା ନିଶ୍ଚୟ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟକର କଥା । ହେଲେ କଥା କିଛି ଅଲଗା । ଲୋକେ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବାହର କରୁଛନ୍ତି । ଯାହା କି ଅନେକ…
Read More...

ଚର୍ଚ୍ଚାରେ ଷ୍ଟାର୍ଟଅପର ‘ସ୍ମାର୍ଟ’ ଟାଟୁ ! ସ୍କାନ କଲେ ଶୁଣି ହେବ ଶବ୍ଦ

ଆମେରିକାର ଏକ ଷ୍ଟାର୍ଟଅପ୍ ସ୍କିନ୍ ମୋସନ ‘ସାଉଣ୍ଡୱେବ୍ ଟାଟୁ’ ତିଆରି କରିଛନ୍ତି । ଏହା ଏମିତି ଏକ ଉନ୍ନତ ଧରଣର ଯେ , ଏହାକୁ ସଂଯୋଗକାରୀ ଆପ୍ ସହ ସ୍କାନ କରିଲେ ଅଡିଓ ଶୁଣାଯାଇପାରିବ । ୟୁଜର୍ସଙ୍କୁ କେବଳ ଏହି ଆପ୍ ରେ ଅଡିଓ ଅପଲୋଡ୍ କରିବାକୁ ପଡେ । ଏହାପରେ ଧ୍ୱନି ତରଙ୍ଗର ରୂପରେ ଟାଟୁ…
Read More...

ମୋଦିଙ୍କୁ ନେଇ ମହାନ ଭବିଷ୍ୟକର୍ତ୍ତାଙ୍କ ଭବିଷ୍ୟବାଣୀ ! ଜାଣନ୍ତୁ ଆଉ କେତେଦିନ ଚାଲିବ ମୋଦିଙ୍କ ମ୍ୟାଜିକ୍

ଭବିଷ୍ୟକର୍ତ୍ତାଙ୍କ ତାଲିକାରେ ଯଦି କେହି ସବୁଠାରୁ ଶୀର୍ଷରେ ଅଛନ୍ତି ତେବେ ସେ ହେଲେ ‘ନାସ୍ତ୍ରୋଦମସ’ । ୧୫୦୩-୧୫୬୬ରେ ଫ୍ରାନ୍ସର ପ୍ରଖ୍ୟାତ ନାସ୍ତ୍ରୋଦମସ ଏକାଧାରାରେ ଥିଲେ ଜଣେ ଭବିଷ୍ୟତବକ୍ତା, ଚିକିତ୍ସକ ଓ ଶିକ୍ଷକ । ତେବେ ଆପଣ ଜାଣିଲେ ଚକିତ ହେବେ କି ସେ ନିଜର କବିତା ମାଧ୍ୟମରେ…
Read More...

ରାମଦେବଙ୍କ ନାଁରେ ୱାରେଣ୍ଟ ! ମହଙ୍ଗା ପଡିଲା ‘ଶିର ଚ୍ଛେଦନ କରିବା’ ମନ୍ତବ୍ୟ

ରୋହତକ ( ହରିଆଣା)ର ଏକ କୋର୍ଟ ଦେଇଛି ଏକ ଚର୍ଚ୍ଚିତ ରାୟ । ଯୋଗ ଗୁରୁ ରାମଦେବଙ୍କ ନାଁରେ ଜାରି କରିଛି ଜମାନତି ୱାରେଣ୍ଟ । ରାମ ଦେବଙ୍କ ‘ଶିର ଛେଦନ କରାଯିବା’ ମନ୍ତବ୍ୟକୁ ନେଇ ଏପରି ପଦକ୍ଷେପ ନେଇଛି କୋର୍ଟ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ସୂଚନା ଅନୁସାରେ , ରାମଦେବ ଗତବର୍ଷ…
Read More...

ଆଧାର ପଞ୍ଜୀକରଣ କରି ହୁଅନ୍ତୁ ମାଲେମାଲ୍ !

ଆଧାର କାର୍ଡ ପଞ୍ଜିକରଣ କଲେ ମିଳିବ ଟଙ୍କା । ସୂଚନା ମୁତାବକ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆରମ୍ଭ କରିଛି ଏଭଳି ଯୋଜନା । ସିବିଏସଇ ମାନ୍ୟତା ପ୍ରାପ୍ତ ଦେଶର ସମସ୍ତ ବିଦ୍ୟାଳୟଗୁଡିକରେ ଆଧାର କାର୍ଡ ପଞ୍ଜୀକରଣ କେନ୍ଦ୍ର ଖୋଲିବାକୁ ନିଦ୍ଦେଶ ଦେଇଛି ବୋର୍ଡ । ତେବେ…
Read More...

କର୍କଟ ରୋଗରେ ଅଭିନେତା ! ଲୀଳାବତୀ ହସ୍ପିଟାଲରେ ମୀନକେତନ

ଓଲିଉଡ୍ ଅଭିନେତା ମୀନକେତନ । ଯିଏକି ଫିଲ୍ମରେ ନିଜର ଖଳନାୟକ ଚରିତ୍ର ପାଇଁ ଖୁବ୍ ଜଣାଶୁଣା । ଏବେ ଏହି ଲୋକପ୍ରିୟ କଳାକାର ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ । ପାନିକ୍ରିଆଟ୍ରିକ୍ କର୍କଟ ରୋଗରେ ପୀଡିତ । ପୂର୍ବରୁ ଶରୀରରୁ ସୋଡିୟମ କ୍ଷରଣ ହୋଇଥିବା ବେଳେ ସେ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ରିଲାଏନ୍ସ ଜିଓର ପୁଣି ଧମାକା ! ୧୦୦ ଏମବିପିଏସ ସ୍ପିଡରେ ୧୦୦ ଜିବି ଡାଟା

ମାଗଣା ଭଏସ୍ କଲ୍ ଆଉ ଫୋର୍-ଜି ଡାଟା ଦେଇ ଟେଲିକମ୍ ଶିଳ୍ପରେ ଭୂମିକମ୍ପ ଆଣିଥିବା ରିଲାଏନ୍ସ ଜିଓ ପୁଣି ଥରେ ସମସ୍ତଙ୍କୁ ଦୋହଲାଇ ଦେଲା ଭଳି ଅଫର୍ ନେଇ ସାମ୍ନାକୁ ଆସିଛି । ଏଥର ପାଳି ଜିଓ ବ୍ରଡବ୍ୟାଣ୍ଡ ସର୍ଭିସର । ଜିଓ ଫାଇବର୍ ବ୍ରାଣ୍ଡ ନାଁରେ ଜିଓ ତାର ବ୍ରଡବ୍ୟାଣ୍ଡ ସର୍ଭିସକୁ ମୁମ୍ବାଇ,…
Read More...

ଏବେ ଭର୍ତ୍ତୃହରିଙ୍କ ପାଳି! ନବୀନ ଦେଖାଇଲେ ନାଲିଆଖି, ବୈଜୟନ୍ତଙ୍କ ପକ୍ଷଛେଦନ

ବୈଜୟନ୍ତଙ୍କୁ ସଂସଦୀୟ ଦଳ ମୁଖପାତ୍ରରୁ ହଟାଇଲେ ନବୀନ । ଦୀର୍ଘ ଦିନ ଧରି ନିଜ ଲେଖା ମାଧ୍ୟମରେ ଦଳକୁ ଅଡୁଆରେ ପକାଇଥିବା ଏହି କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ଶେଷରେ ନବୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତୁରନ୍ତ ତାଙ୍କୁ ଏହି ପଦରୁ ହଟାଇ ନବୀନ ସ୍ପଷ୍ଟ ସଂକେତ ଦେଇଛନ୍ତି- ଯିଏ…
Read More...

ମହିଳା ବେଶରେ ଯୁବକ ! ଭାରତୀୟ ପରମ୍ପରାକୁ ଭଲ ପାଇ ଶାଢୀ ପିନ୍ଧିଲେ ଦୁଇ ଜାପାନୀ

ଆଜିକା ସମୟରେ କିଛି ବି ଜିନିଷ ଏକ ଫ୍ୟାଶନ ବୋଲି ଲୋକେ ଧରିନିଅନ୍ତି । ଯେଉଁଠି ଗୋଟେପଟେ ଭାରତୀୟ ବିଦେଶୀ ଜିନିଷକୁ ଆପଣେଇବାରେ ଲାଗିଛନ୍ତି , ଅନ୍ୟପଟେ ବିଦେଶୀମାନେ ଭାରତୀୟ ସଭ୍ୟତାକୁ ଆଦର କରିବାରେ ଲାଗିଛନ୍ତି । ଭାରତୀୟ ମହିଳାମାନେ ପ୍ରଥମେ ସାଢୀ ପିନ୍ଧୁଥିଲେ । ଏବେ ପୁରୁଷଙ୍କ ଭଳି…
Read More...