Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣଙ୍କ ପକେଟରେ ରଙ୍ଗୀନ ନୋଟ ! ୨୦୦୦ ଟଙ୍କିଆରୁ ୫୦ ଟଙ୍କା ଯାଏଁ, ଜାଣନ୍ତୁ ନୋଟର ବିଶେଷତ୍ୱ

କନକ ବ୍ୟୁରୋ: ନୋଟବନ୍ଦୀ ପରେ ବଜାରକୁ ଆସିଛି ନୂଆ ନୋଟ । ପ୍ରଥମେ ଦୁଇ ହଜାର ଟଙ୍କିଆକୁ ବଜାର ପ୍ରବେଶ କରାଯାଇଥିବା ବେଳେ ଏବେ ଦୁଇଶହ ଟଙ୍କିଆ ନୋଟ ଆସିଛି ବଜାରକୁ । ନୂଆନୋଟ ପାଇବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ବି ଦେଖାଯାଉଛି । ହେଲେ ଥରେ ଭାବିଲେ, ଏ ନୋଟ ଆମକୁ କିଛି ସନ୍ଦେଶ ଦେଉଛି…
Read More...

ଗ୍ରାହକଙ୍କୁ ଲାଗିଲା ଧକ୍କା ! ଜିଓ ଫୋନ ବୁକିଂ ଆରମ୍ଭ ପୂର୍ବରୁ କ୍ରାସ ହେଲା ୱେବସାଇଟ୍

ଜିଓ ଫୋନ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ଜିଓର ୱେବସାଇଟ ବୁକିଂ ଆରମ୍ଭ ହେବା ପରେ ଗତକାଲି ପାଖାପାଖି ଅପରାହ୍ନ ୫ଟା୩୦ ବେଳକୁ ୱେବସାଇଟ୍ କ୍ରାସ ହୋଇଯାଇଥିଲା । ଜିଓ ୱେବସାଇଟ ଖୋଲିଲା ମାତ୍ରେ ‘କଣ୍ଟେଣ୍ଟ ସର୍ଭିସ ଏରର୍’ ଦେଖାଯାଉଥିଲା । ସୂଚନାଯୋଗ୍ୟ ଜିଓର ‘ଧନ ଧନା ଅଫର’ ଶେଷ ଦିନ…
Read More...

ଆକାଶରେ ନାସା କରିବ କରିଶ୍ମା ! ରକେଟ ଦ୍ୱାରା କୁତ୍ରିମ ବାଦଲ ତିଆରି ପାଇଁ ଚାଲିଛି ପ୍ରସ୍ତୁତି

ଆଜି ଆମ ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳିବାରେ ବିଜ୍ଞାନର ଭୂମିକା ଅତୁଳନୀୟ । ଆଉ ବିଜ୍ଞାନର ବରଦାନକୁ ମନୁଷ୍ୟ ବେଶ୍ ଉପଭୋଗ କରୁଛି । ବିଜ୍ଞାନ ଯୋଗୁଁ ଅସାଧ୍ୟ ସାଧନ ହୋଇପାରୁଛି । କିଏ କେବେ ଚିନ୍ତା କରିଥିଲା ଯେ ଆମ ହାତ ପାହାନ୍ତାରେ ସବୁ ବିଷୟରେ ଜାଣିପାରିବା । ବିଜ୍ଞାନ ଏତେ ଅଗ୍ରଗତି…
Read More...

ଆଜିଠୁ ଜାତୀୟ ଚକ୍ଷୁଦାନ ଦିବସ ! ଚକ୍ଷୁଦାନ ସଂପର୍କରେ ସଚେତନା ମୂଳ ଲକ୍ଷ୍ୟ

କନକ ବ୍ୟୁରୋ : ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହେବ । ଲୋକମାନଙ୍କୁ ଚକ୍ଷୁଦାନ ସମ୍ପର୍କରେ ସଚେତନ କରାଇବା ଓ ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା ହେଉଛି ଏହି ପକ୍ଷର ମୁଖ୍ୟ ଉଦ୍ଦେଶ୍ୟ । ତଥ୍ୟ…
Read More...

କଂପ୍ୟୁଟର ଇଂଜିନିୟରଙ୍କ ଅଭିନବ ପ୍ରୟାସ ! ଚାକିରି ଛାଡି ଜୈବିକ କୃଷି ପାଇଁ କଲେ ଉଦ୍ୟମ

ପୁଣେ : ଦିନକୁ ଦିନ ଦେଶରେ ବଢି ଚାଲିଛି ଲୋକସଂଖ୍ୟା । ଜନ ବିସ୍ଫୋରଣକୁ ରୋକିବା ପାଇଁ ଅନେକ ପ୍ରୟାସ ବି ଚାଲିଛି । ଆଉ ଏହାରି ଭିତରେ ସଙ୍କୁଚିତ ହେଉଛି ଚାଷ ଜମି । ରହିବା ପାଇଁ ବାସଗୃହ ଗଢାଚାଲିଛି । ସହରୀକରଣ ହେଉଛି ସଭ୍ୟତା । ଏହି ସମସ୍ୟା ଭିତରେ ଜଣେ କମ୍ପ୍ୟୁଟର ଇଂଜିନିୟର କରିଛନ୍ତି…
Read More...

ଟ୍ୱିଟରରେ ହ୍ୟାସଟ୍ୟାଗର ବ୍ୟବହାରକୁ ପୂରିଲା ୧୦ ବର୍ଷ ! ଜାଣନ୍ତୁ ପ୍ରଥମେ କେବେ ଓ କିପରି ହୋଇଥିଲା ଏହାର ବ୍ୟବହାର

କନକ ବ୍ୟୁରୋ : ଆଜିକାଲି ଟ୍ୱିଟର ବ୍ୟବହାରୀକାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ସରକାରୀ କ୍ଷେତ୍ର ହେଉ ଅବା ଘରୋଇ କ୍ଷେତ୍ର ସମସ୍ତଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ପାଲଟିଛି ଟ୍ୱିଟର । ଗୋଟିଏ କ୍ଲିକରେ ପୂରା ଖବର ପହଞ୍ଚଛି ସମଗ୍ର ବିଶ୍ୱରେ । ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟ୍ୱିଟ୍ ।…
Read More...

ରାଜଧାନୀ କଲେଜରେ ଏବିଭିପି ଘୋଷଣା କଲା ପ୍ରାର୍ଥୀ ତାଲିକା ! ନୂଆଖାଈ, ଗଣେଷପୂଜା ଶୁଭେଚ୍ଛାରେ ଜମିଲା ପ୍ରଚାର

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଆଗଉଛି । ଆଜି ରାଜଧାନୀ କଲେଜରେ ଏବିଭିପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାସହ ନୂଆଖାଈ ଓ ଗଣେଷ ପୂଜା ଶୁଭେଚ୍ଛାରେ ଜମିଛି ପ୍ରଚାର । ରାଜଧାନୀ କଲେଜରେ ପ୍ରାର୍ଥୀ  ତାଲିକା ଘୋଷଣା କରିଛି ଏବିଭିପି…
Read More...

ଗୋପନୀୟତା ମୌଳିକ ଅଧିକାର ! ସୁପ୍ରିମକୋର୍ଟରେ କେଉଁ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ନେଲେ ନିର୍ଣ୍ଣୟ. . .…

ରାଇଟ ଟୁ ପ୍ରାଇଭେସି ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଗୋପନୀୟତା ମୌଳିକ ଅଧିକାର ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଇଟ ଟୁ ପ୍ରାଇଭେସିକୁ ସୁପ୍ରିମକୋର୍ଟ ମୌଳିକ ଅଧିକାର ସ୍ୱୀକାର କରି ଏହା ସପକ୍ଷରେ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ…
Read More...

ଦ୍ୱିତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ ବାଜିଲାନି ରାଷ୍ଟ୍ରୀୟ ସଙ୍ଗୀତ ! ଆଶ୍ଚଯ୍ୟ ହେଲେ ଦର୍ଶକ

କନକ ବ୍ୟୁରୋ : ମ୍ୟାଚ ପୂର୍ବରୁ ବାଜିଲାନି ରାଷ୍ଟ୍ରୀୟ ସଙ୍ଗୀତ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଶୁଭିଲାନି ଉଭୟ ଦେଶର ରାଷ୍ଟ୍ରୀୟ ସଙ୍ଗୀତ । ଦର୍ଶକ ମଧ୍ୟ ଆଶ୍ଚଯ୍ୟ ହୋଇଗଲେ । ହେଲେ ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଲା । ଶ୍ରୀଲଙ୍କା କ୍ରିକେଟ ଦଳର ମିଡ଼ିଆ ମ୍ୟାନେଜର…
Read More...

ଧର୍ମେନ୍ଦ୍ର-ଜୁଏଲଙ୍କ ପ୍ରଦର୍ଶନ ମାପିବେ ମୋଦି ! ଜାଣନ୍ତୁ ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ନା ଓଡିିଶା ଫେରିବେ ଏହି ଦୁଇ…

କନକ ବ୍ୟୁରୋ : ବଦଳିବ ମୋଦିଙ୍କ କ୍ୟାବିନେଟ । ସାରା ଦେଶରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ଆସନ୍ତା ବର୍ଷ ଶେଷ ଆଡକୁ ସାଧାରଣ ନିର୍ବାଚନ ନେଇ ସରକାର ଚିନ୍ତା କରୁଥିବା ବେଳେ ସେପ୍ଟେମ୍ବର ୨ ପୂର୍ବରୁ କ୍ୟାବିନେଟର ସଂପ୍ରସାରଣ କରିବାକୁ ମୋଦି ଚିନ୍ତା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ…
Read More...