Browsing Category

ସ୍ପେଶାଲ୍ ରିପୋର୍ଟ

ନାସାର ନୂଆ ଆବିଷ୍କାର ! ପୃଥିବୀ ଭଳି ୯୫ଟି ଗ୍ରହ ଆବିଷ୍କାର କଲା ନାସା

ଆମ ସୌରଜଗତ ବାହାରେ ପ୍ରାୟ ୯୫ଟି ଗ୍ରହର ଆବିଷ୍କାର କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସା। ଏଗୁଡ଼ିକ ନିଜ ନିଜର ସୂର୍ୟ୍ୟ ଚାରିପଟେ ପରିକ୍ରମଣ କରୁଛନ୍ତି । ନାସାର କେପଲର ସ୍ପେଶ୍ ଟେଲିସ୍କୋପ ପକ୍ଷରୁ ଏହି ଆବିଷ୍କାର କରାଯାଇଛି । ୨୦୦୯ରେ ଲଞ୍ଚ୍ ହୋଇଥିବା କେପଲର୍ ମୋଟ ୫ ହଜାର ମହାଜାଗତିକ…
Read More...

ବେକାର ଅଛନ୍ତି, ଚାକିରୀ ଖୋଜୁଛନ୍ତି କି ? ରେଳ ବିଭାଗ ଦେଉଛି ୮୯,୦୦୦ ନିଯୁକ୍ତି, ଜାଣନ୍ତୁ କଣ ରହିଛି ଶିକ୍ଷାଗତ…

ଭାରତୀୟ ରେଳବାଇ ପକ୍ଷରୁ ବିଶ୍ୱର ଏକ ବୃହତ୍ତମ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ-ଡି) ଏବଂ ଲେବୁଲ -୨ ଶ୍ରେଣୀରେ ୮୯,୪୦୯ ପଦବୀ ପାଇଁ ହେବ । ଗ୍ରୁପ ସି ଲେବୁଲ-୨ ପଦବୀ ପରି ସହାୟକ ଲୋକୋ…
Read More...

ହାତରେ ନୁହେଁ ମୋବାଇଲରେ ହେବ ଲାଇଟ୍ ବନ୍ଦ ! ଆପଣଙ୍କ ପାଟି ଶୁଣି ଚାଲିବ ଘରର ବୈଦୁତିକ ଉପକରଣ

ଅଧିକାଂଶ ସମୟରେ ଆମେ ଘରେ ମୋବାଇଲ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ଚାର୍ଜରେ ବସାଇ ତ ଦିଅନ୍ତି ହେଲେ ତାର ପ୍ଲଗକୁ ଅନ୍ କିମ୍ବା ଅଫ୍ କରିବାକୁ ଭୁଲି ଯାଆନ୍ତି । ଘଂଟେ ପରେ ଯେତେବେଳେ ମନେ ପଡିଯାଏ ସେତେବେଳେ ଆମ ପାଖରେ ପଶ୍ଚ୍ୟତାପ ଛଡା ଆଉ କିଛି ନଥାଏ । ତେବେ ଏହି ସମସ୍ୟାକୁ…
Read More...

ବିନା କାର୍ଡ ଏବଂ ପିନରେ ବି ଏଟିଏମ ମେସିନରୁ ଉଠାଇପାରିବେ ଟଙ୍କା । ଜାଣନ୍ତୁ କିପରି

ଏଟିଏମରୁ ଟଙ୍କା କାରବାର କରିବା ପାଇଁ ଆପଣଙ୍କୁ ଆଉ କୌଣସି କାର୍ଡ କିମ୍ବା ପିନର ଆବଶ୍ୟକତା ପଡିବନି । କାରଣ ଗ୍ରାହକଙ୍କର ସୁବିଧା ପାଇଁ ଭାରତର ଏକ ବ୍ୟାଙ୍କ ଖୁବ ଶୀଘ୍ର ଏଭଳି ଏକ ସୁବିଧା ଯୋଗାଇ ଦେବାକୁ ଯାଉଛି । ଯେଉଁଥିରେ ଲୋକେ ବିନା କାର୍ଡ ଏବଂ ବିନା ପିନରେ ବି ଏଟିଏମ ମେସିନରୁ ଅର୍ଥ…
Read More...

ସ୍ଲୋ ହେଉଛି କି ହ୍ୱାଟସଆପ ? ତେବେ ବିନା କୌଣସି ଡାଟା ଖର୍ଚ୍ଚ କରି ଦୂର କରନ୍ତୁ ସମସ୍ୟା

ଲୋକପ୍ରିୟ ଆପ ଭାବରେ ହ୍ୱାଟସଆପ୍ ଏବେ ପରିଚିତ । ଯାହାର ବ୍ୟବହାର ପାଇଁ ପାଗଳ ପିଲାଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ । ମାତ୍ର ହ୍ୱାଟସଆପର ଲୋକପ୍ରିୟତା ଯେତେ ବଢୁଛି ଏହାର ସମସ୍ୟା ମଧ୍ୟ ଦିନକୁ ଦିନ ଅସହ୍ୟ ହୋଇପଡୁଛି । ଏକଥା ଆମେ କହୁଁ ନାହୁଁ ବରଂ ଖୋଦ୍ ଏହି ସମସ୍ୟାର ଶିକାର ହୋଇଥିବା…
Read More...

ମାତ୍ର ୭ଟଙ୍କାରେ ମିଳୁଛି ୧ ଜିବିର ଡାଟା ! ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

ଟେଲିକମ ଜଗତରେ ଜିଓ ପାଦ ଦେବା ପରେ ପରେ ହିଁ ଦେଶରେ ଡାଟା ଶସ୍ତା ଅଟା ମହଙ୍ଗା ହୋଇଛି । ଆଜିକା ଦିନରେ ବିଭିନ୍ନ ଟେଲିକମ କଂପାନୀମାନେ ପରସ୍ପରକୁ ମାତ୍ ଦେବା ଉଦ୍ଦେଶ୍ୟରେ ନୂଆ ନୂଆ ପ୍ଲାନ ଭେଟିଦେବାରେ ଲାଗିପଡିଛନ୍ତି । ଏବେ ତ ପରିସ୍ଥିତି ଏଭଳି ଆସିଯାଇଛି କି ମାତ୍ର ୪୬ ଟଙ୍କାରେ ମାସକ…
Read More...

କିପରି ବଢାଇବେ ଗାଡିର ମାଇଲେଜ୍ ? ଆପଣାନ୍ତୁ ମାତ୍ର ୫ଟି ଟିପ୍ସ

ସାଧାରଣତଃ ଆମେ ଯେତେବେଳେ କୌଣସି ଗାଡି କିଣିବାକୁ ସୋ’ରୁ ଯାଇଥାଉ ସେତେବେଳେ ପ୍ରଥମେ ଗାଡିର ମାଇଲେଜ ସଂପର୍କରେ ପଚାରି ବୁଝିଥାଉ । ବର୍ତ୍ତମାନ ପରିସ୍ଥିତିରେ ଯଦିଓ ବିଭିନ୍ନ ପ୍ରକାରର ଟେକନିକ୍ ସାମ୍ନାକୁ ଆସିଛି ହେଲେ ଆଜି ବି ଲୋକେ ମାଇଲେଜକୁ ହିଁ ଅଧିକ ପ୍ରାଥମିକତା ଦେଇଥାନ୍ତି । ଏକ…
Read More...

ରୋଗୀଙ୍କୁ ଆଉ ଠକିପାରିବେ ନାହିଁ ଦୋକାନୀ : ଔଷଧ ଉପରେ ଲାଗିବ ବାରକୋର୍ଡ଼, ସ୍କାନ କରିବା ଦ୍ୱାରା ଜଣାପଡ଼ିବ ଔଷଧର ପ୍ରକୃତ…

ସୁରକ୍ଷିତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ୍ ଭାରତ ପରେ କେନ୍ଦ୍ର ସରକାର ଦେଶର କୋଟି କୋଟି ଲୋକଙ୍କୁ ଖୁସି ଖବର ଦେବାପାଇଁ ଯାଉଛନ୍ତି । ସରକାର ଖୁବ ଶୀଘ୍ର ଫାର୍ମା ନୀତି ଲାଗୁ କରିବେ । ଯେଉଁଠି ରୋଗୀଙ୍କୁ ଗୁଣବତ୍ତା ନାମରେ ହେଉଥିବା ଶୋଷଣ ବା ଲୁଟକୁ ରୋକାଯାଇପାରିବ । ଏହାସହ ସବୁଠାରୁ ବଡ଼ କଥା…
Read More...

ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବାକୁ ଚାହୁଁଛନ୍ତି କି ? ତେବେ ୫ଟି ଉପାୟରେ ମୋଦିଙ୍କ ସହିତ ହୋଇପାରିବେ…

୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଗାଦି ଅଳଙ୍କୃତ କରିବା ସହିତ ହିଁ ନରେନ୍ଦ୍ର ମୋଦି ଏବେ ସେଲିବ୍ରେଟି ପାଲଟିଯାଇଛନ୍ତି । ସୋସିଆଲ ମିଡିଆରେ ମୋଦିଙ୍କର ରହିଛନ୍ତି ଲକ୍ଷାଧିକ ଫଲୋଅର୍ସ । ସେହି ଫଲୋଅର୍ସ ଏବଂ ପ୍ରଂଶସକଙ୍କ ମଧ୍ୟରୁ ଅନେକ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିଜର ଦୁଃଖ ଏବଂ…
Read More...

ରେଳବାଇ ନିଯୁକ୍ତି ପାଇଁ ବଦଳିଲା ନିୟମ ! ପରୀକ୍ଷାର୍ଥୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ୩ଟି ନୂଆ ସର୍ତ୍ତ ରଖିଛି ବିଭାଗ

ଭାରତୀୟ ରେଲବାଇରେ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏବେ ରେଳବାଇଲରେ ଚାକିରି ପାଇବା ପାଇଁ ୩ଟି ସର୍ତ୍ତ ପୂରଣ କରିବା ପାଇଁ ପଡ଼ିବ । ଆଉ ଏହି ପରିବର୍ତ୍ତିତ ନିୟମ ଯୋଗୁଁ ବଢିପାରେ ପରୀକ୍ଷାର୍ଥୀଙ୍କ ସମସ୍ୟା । ଦେଶର ୨୧ଟି ରେଲବାଇ ନିଯୁକ୍ତି ବୋର୍ଡ ନିୟମାନୁସାରେ ଏଏଲପି ଓ…
Read More...