Browsing Category

ସ୍ପେଶାଲ୍ ରିପୋର୍ଟ

ଠକାମୀର ଶିକାର ହେବେ, ଯଦି ଅନଲାଇନରେ ପାନକାର୍ଡକୁ ନେଇ ଏହି କାମ କରିବେ । ସାବଧାନ ହୁଅନ୍ତୁ ।

ଆଜିକାଲି ପ୍ରାୟ ଲୋକ ସବୁକାମ ଅନଲାଇନରେ କରୁଛନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କୁ ପାନକାର୍ଡ଼ ଓ ତା’ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ସମୟରେ ସାବଧାନ ହେବା ନିହାତି ଜରୁରୀ। ସାଇବର ଠକେଇ ତଥା ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଏହାକୁ ନେଇ ଚେତାଇ…
Read More...

ଛୁଆଙ୍କୁ ଦିଅନ୍ତୁନି ଟେଡି ବିୟର୍ । ନଚେତ୍, ଏହି ସବୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆପଣଙ୍କ ଶିଶୁ ।

ଶିଶୁ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟେଡ଼ି ଭାରି ପସନ୍ଦ ଥାଏ। ଶିଶୁମାନଙ୍କୁ ଟେଡ଼ି ଏତେ ପସନ୍ଦ ଥାଏ ଯେ ସେମାନେ ଘର ହେଉ ବା ବାହାର ନିଜ ସାଙ୍ଗରେ ଟେଡ଼ି ଧରି ବୁଲିବା ପାଇଁ ପସନ୍ଦ କରିଥାନ୍ତି। ଏପରିକି ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ଶିଶୁମାନେ ପାଖରେ ଥାଏ ଟେଡ଼ି…
Read More...

ଠକି ପାରିବେନି ସରପଞ୍ଚ ! ଆପଣଙ୍କ ପଞ୍ଚାୟତକୁ ମିଳୁଛି କେତେ ଟଙ୍କା, କେଉଁଠି ହେଉଛି ଖର୍ଚ୍ଚ, ଜାଣନ୍ତୁ ଗୋଟିଏ କ୍ଲିକରେ

ଗାଁର ବିକାଶରେ ଦେଶର ବିକାଶ । ଏକଥା କେବଳ କାଗଜ କଲମରେ ହିଁ ସିମୀତ ରହୁଛି । ଗାଁର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନିଅନ୍ତି । କିନ୍ତୁ ସେହି ଯୋଜନାରେ ଆସୁଥିବା ଟଙ୍କା କିପରି ଖର୍ଚ୍ଚ ହୁଏ ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ । ଏପରିକି କେଉଁ କାମ ପାଇଁ କେତେ ଟଙ୍କା ଆସିଥାଏ…
Read More...

ପାକିସ୍ତାନ ସେନାକୁ ମାତ୍ ଦେବ ଭାରତର ବନ୍ଧୁକ! ପ୍ରତିରକ୍ଷା ମନ୍ତ୍ରାଳୟର ବଡ ଯୋଜନା

ଗତ କିଛି ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ, ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରୁଛି ଭାରତ । ପାକିସ୍ତାନକୁ ପାନେ ଦବା ପାଇଁ ଭାରତ ଏବେ ନୂଆ ରଣନୀତି…
Read More...

ଝିଅର ବିବାହ ନିମନ୍ତ୍ରଣ କାର୍ଡ଼ରେ କନୌଜର ଜଣେ ଚାଷୀ ଛପାଇଲେ ତିନୋଟି ଶବ୍ଦ ! ସମାଜ ପାଇଁ ସୃଷ୍ଟି ହେଲା ଉଦାହରଣ,…

ଏବେ ଚାଲିଛି ବିବାହ ଋତୁ । ବେଶ୍ ଜାମଜମକରେ ବିବାହ ହେଉଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିବାହ କରାଉଛନ୍ତି ପରିବାର ଲୋକେ । ତେବେ ଏହି ବିବାହ ଉତ୍ସବରେ ନିଜର ବର୍ତ୍ତବ୍ୟପରାୟତାକୁ କେତେ ଜଣ ମନେରଖୁଛନ୍ତି ? ଅଧିକ ଟଙ୍କା ଖର୍ଚ୍ଚ କରି ବିବାହ କରାଇଲେ କ’ଣ ଲାଭ ହେଉଛି ? ବିବାହ ଶେଷ…
Read More...

ଏଣିକି ଜିଓ ଫୋନରେ ବି ଚଲାଇପାରିବେ ଫେସବୁକ୍ ! ଜାଣନ୍ତୁ ପୂରା ପ୍ରକ୍ରିୟା

ଚଳିତ ବର୍ଷ ଅଟୋ ଏକ୍ସପୋରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଥିବା ୧୬୦ସିସିର ନୂଆ ବାଇକ୍ ଏକ୍ସବ୍ଲେଡର ବୁକିଙ୍ଗ ଆରମ୍ଭ କରାଯାଇଛି । ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୭୯ ହଜାର ଟଙ୍କା ରହିଛି । ଯେଉଁମାନେ ବୁକିଙ୍ଗ କରିବେ ସେମାନଙ୍କୁ ଏହି ବାଇକ୍…
Read More...

ଅଚଳ ହେଲା ଏୟାରସେଲ ! ମଙ୍ଗଳବାର ରାତି ୧୨ଟାରୁ ଆରମ୍ଭ ହୋଇଛି ସମସ୍ୟା

ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଓଡ଼ିଶାରେ ଏୟାରସେଲ ନେଟଓ୍ଵର୍କ ଉଡ଼ିଯାଇଛି । ଓଡ଼ିଶାରେ ଏକ ଅଗ୍ରଣୀ ମୋବାଇଲ ନେଟଓ୍ଵର୍କ କମ୍ପାନି ବୋଲି ଦାବି କରୁଥିବା ଏୟାରସେଲର ନେଟଓ୍ଵର୍କ ଉଡ଼ିଯିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ…
Read More...

ପ୍ରେମର ଦିବସରେ ନିଆରା ପ୍ରେମ କାହାଣୀ ! “ଏକ୍ ଛୋଟି ସି ଲଭ୍ ଷ୍ଟୋରୀ”

କନକ ବ୍ୟୁରୋ : ପ୍ରେମକୁ ନେଇ ଅନେକ ଗପ, ଅନେକ ଉପନ୍ୟାସ । ମଂଚରୁ ପରଦା, କେତେ କାହାଣୀ ଲେଖା ହୋଇଛି, କେତେ ମଂଚସ୍ଥ ହୋଇଛି । ହେଲେ ଆମ ସମାଜରେ ଏମିତି ଅନେକ ପ୍ରେମ କାହାଣୀ ରହିଛି, ଯାହା କୌଣସି ଫିଲ୍ମ ବା’ ଗପଠୁ, କମ୍ ନୁହେଁ । ପ୍ରେମର ଦିବସ କୁହାଯାଉଥିବା ଭାଲେନଟାଇନ୍ ଡେ’ ଜାଣିବା…
Read More...

ଆଖି ମରା ଝିଅ ଗୀତର ଓଡ଼ିଆ ଅନୁବାଦ!

ଆଖି ମାରି ୨୬ ସେକେଣ୍ଡରେ ଦେଶର ଯୁବକଙ୍କୁ ମତୁଆଲ କରିଥିବା ପ୍ର୍ରିୟା ପ୍ରକାଶ ୱାରିଏରଙ୍କ ନାଁରେ ଏବେ ଥାନାରେ ଏତଲା । ବୁଧବାର ଦିନ ଦଳେ ମୁସଲମାନ ଯୁବକ ଇଣ୍ଟରନେଟ୍ ସେନସସନ୍ ଏବଂ ମାଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିଏରଙ୍କ ନାଁ’ରେ ଫଲକନମା ଥାନାରେ ଏତଲା ଦେଇଛନ୍ତି।…
Read More...

ଆଧାର କାର୍ଡ଼ ସହ ସିମ୍ ସଂଯୋଗ କରନ୍ତୁ : ନହେଲେ ଅନେକ ସୁବିଧାରୁ ବଞ୍ଚିତ ହେବେ

ମୋବାଇଲ ନମ୍ବର ସହ ଆଧାର କାର୍ଡ଼କୁ ସଂଯୋଗ କରାଇବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ପର୍ଯ୍ୟନ୍ତ ରହିଛି ଅନେକ ପ୍ରଶ୍ନ । ଲୋକମାନେ ଚିନ୍ତା କରୁଛନ୍ତି କାଳେ ତାଙ୍କର ମୋବାଇଲ ନମ୍ବରର ଦୁରୂପୋଯୋଗ ହେବ । ଆଧାର ଅଥରିଟି ୟୁଆଇଡ଼ିଏଆଇ ମୋବାଇଲ ନମ୍ବର ଆଧାର…
Read More...