Browsing Category

ସ୍ପେଶାଲ୍ ରିପୋର୍ଟ

ବିନା କୌଣସି ଡାଟା କିମ୍ବା ବ୍ୟାଙ୍କ କି ଏଟିଏମ ନଯାଇ ଘରେ ବସି ପାଆନ୍ତୁ ବ୍ୟାଙ୍କଜନତି ଟିକନିଖ୍ ଖବର ! ଜାଣନ୍ତୁ ପୂରା…

ପ୍ରାୟତଃ ସମସ୍ତଙ୍କର ବ୍ୟାଙ୍କରେ ଖାତା ନିଶ୍ଚୟ ରହିଥିବ । ସେଥିରେ ଟଙ୍କା ମଧ୍ୟ ଜମା କରୁଥିବେ । ହେଲେ ଆପଣ ଯଦି ଆପଣଙ୍କ ଖାତାରେ କେତେ ଟଙ୍କା ଜମା ରଖୁଛନ୍ତି କିମ୍ବା ଉଠାଇବା ପରେ ଆପଣଙ୍କ ଖାତାରେ କେତେ ଟଙ୍କା ରହିଛି ତାହା ଜାଣିବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନା ହିଁ କୌଣସି…
Read More...

ଆପଣ ଖାଉଥିବା ଗୁପଚୁପର ଅଛି ୧୦ ଟି ଭିନ୍ନ ଭିନ୍ନ ନାଁ ! ଆପଣ କେତୋଟି ଜାଣିଛନ୍ତି ?

କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୁହିକ ମୂଲ୍ୟବୋଧରେ ଥିବା ପରିପକ୍ଵତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି । ଆଚାର ଓ ବ୍ୟବହାର , ଖାଦ୍ୟ ଓ ପୋଷାକ , ଭାଷା ଓ ସାହିତ୍ୟ ଶିକ୍ଷା ଓ ଜ୍ଞାନ, ବିଜ୍ଞାନ , ଓ ବୈଷୟିକ ବିଦ୍ୟା , ଧର୍ମ ଓ ବିଶ୍ଵାସ , ପ୍ରଥା ଓ…
Read More...

ପେଟପୁରା ଖାଆନ୍ତୁ ଆଉ ନିଜ ଇଚ୍ଛାରେ ଟଙ୍କା ଦିଅନ୍ତୁ ! କେରଳରେ ଖୋଲିଲା ‘ଜନତା ଭୋଜନାଳୟ’, କ୍ଷୁଧାମୁକ୍ତ ରାଜ୍ୟ ପାଇଁ…

ଆଜିକାଲିର ମହଙ୍ଗା ଯୁଗରେ ନିଜ ପରିବାର ପାଇଁ ଦାନା ଗଣ୍ଡେ ଯୋଗାଇବା ବେଳେବେଳେ କଷ୍ଟକର ହୋଇପଡ଼ୁଛି । ଭଲରେ ଗଣ୍ଡେ ଖାଇଲେ, ଭଲରେ ପିନ୍ଧିବା ପାଇଁ ମିଳୁନି । ପନିପରିବା ଠାରୁ ଆରମ୍ଭ କରି ପୋଷାକପତ୍ର, ରାସନ ସାମଗ୍ରୀ ଆଉ ତୈଳଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଅନ୍ୟପଟେ ରେଷ୍ଟୁରାଂଟରେ ଖାଇବା…
Read More...

ବନ୍ଦ ହେବନି ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନର ଆନ୍ଦୋଳନ । ଚିଟଫଣ୍ଡ ଅର୍ଥ ଫେରସ୍ତ ପାଇଁ ବି ଜାରି ରହିବ ଉଦ୍ୟମ:…

ବିଜେଡିରେ ଯୋଗଦେବା ପରେ ବିଭିନ୍ନ ଆନ୍ଦୋଳନ ଯାହା ରାଜରାସ୍ତାରେ ଚାଲିଥିଲା, ସେନେଇ ସୈାମ୍ୟରଂଜନ ପଟ୍ଟନାୟକଙ୍କର କଣ ରହିବ ଆଭିମୁଖ୍ୟ? କିଛି ଏଭଳି ପ୍ରଶ୍ନ ଆଜି ଉଠିଥିଲା ସାମ୍ବାଦିକଙ୍କ ତରଫରୁ ଯେତେବେଳେ ନବୀନ ନିବାସରେ ସୈାମ୍ୟରଂଜନ ବିଜେଡିରେ ଯୋଗ ଦେଇଥିଲେ । ଯାହାର ସେ ରଖିଥିଲେ ସ୍ପଷ୍ଟ…
Read More...

ପୁଣି ଅଡ଼ୁଆରେ ଏସବିଆଇ ଗ୍ରାହକ ! ଆକାଉଂଟରୁ କଟୁୁଛି ଟଙ୍କା, ଜାଣନ୍ତୁ କ’ଣ ରହିଛି ଏହାର କାରଣ ?

ଦିନକୁ ଦିନ ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକଟ କରିଛନ୍ତି । ଖବର ଅନୁସାରେ, ଏସବିଆଇ ଗ୍ରାହକଙ୍କ ବ୍ୟାଙ୍କ ଆକାଂଉଟରୁ ଅଚାନକ ଟଙ୍କା କଟିିବା ମାମଲା ସାମ୍ନାକୁ ଆସିଛି । ତେବେ ଆପଣ ମଧ୍ୟ ଧ୍ୟାନ ଦିଅନ୍ତୁ, ଟଙ୍କା କଟିବାର ପ୍ରମୁଖ…
Read More...

ସୁପ୍ରିମକୋର୍ଟରେ ସରକାରଙ୍କ ସଙ୍କେତ ! ମାର୍ଚ୍ଚ ୩୧ ପରେ ବଢିପାରେ ଆଧାର ଲିଙ୍କ୍ ଅବଧି

କନକ ବ୍ୟୁରୋ : ବଢିପାରେ ଆଧାର ଲିଙ୍କ ଅବଧି । ବିଭନ୍ନ ସେବା ପାଇବା ପାଇଁ ଆଧାର ସଂଯୋଗ ସମୟସୀମା ଚଳିତ ମାସ ୩୧ ତାରିଖ ରଖାଯାଇଥିବା ବେଳେ ସରକାର ଏହି ସମୟସୀମା ବୃଦ୍ଧି କରିପାରନ୍ତି । କେନ୍ଦ୍ର ସରକାର କେ.କେ ବଣୁଗୋପାଳ ସୁପ୍ରିମକୋର୍ଟରେ ଏଭଳି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ…
Read More...

ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଜାଣନ୍ତୁ କିପରି ଜାଣିବେ ଆପଣ ଖାଉଥିବା ଅଟା ଅସଲି ନା ନକଲି

ପ୍ରଥମେ ଅଣ୍ଡା, ପରେ ଚାଉଳ, ଚିନି ପରେ ଏବେ ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଭୁକ୍ତଭୋଗିମାନେ ହିଁ କହୁଛନ୍ତି । ନିକଟରେ କିଛି ଲୋକେ ଏହାର ଶିକାର ହୋଇଛନ୍ତି ଆଉ ଏହାର ଭିଡିଓ କରି ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ସୂଚନା ମୁତାବକ, କିଛି ଦିନ ହେଲା…
Read More...

ଅଟୋର କାମ କରିବ ହେଲିକପ୍ଟର : ୨ ଘଣ୍ଟାର ରାସ୍ତାକୁ ଲାଗିବ ୧୫ ମିନିଟ

ଭାରତର ପ୍ରଥମ ହେଲିକପ୍ଟର ଟ୍ୟାକ୍ସି ସେବା ସୋମବାର ଦିନ ବାଙ୍ଗାଲୁରୁରେ ଶୁଭାରମ୍ଭ ହୋଇଯାଇଛି । କେମ୍ପେଗୈାଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଲେକ୍ଟ୍ରୋନିକ ସହର ବାଙ୍ଗାଲୁରୁକୁ ପ୍ରଥମ ଉଡାଣ ଭରିବାରେ ସକ୍ଷମ ଅଛି । ଆଶା କରାଯାଉଛି କି ଏହି ସେବା ଆମକୁ ୧୫ ମିନିଟରେ ଲକ୍ଷ୍ୟ ସ୍ଥଳରେ…
Read More...

ଘରେ ବସି ରୋଜଗାର କରନ୍ତୁ ଲକ୍ଷେ ଟଙ୍କା । ଭାରତୀୟ ରେଳବାଇ ଆଣିଛି ସୁଯୋଗ । କେବଳ କରିବାକୁ ପଡିବ ଏତିକି କାମ. . .

ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ତେବେ ଆପଣ ଘରେ ବସି ହିଁ ଲକ୍ଷେ ଟଙ୍କା ରୋଜଗାର କରିପାପରିବେ । ହେଲେ ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ । ତେବେ ଏଭଳି ସୁବର୍ଣ୍ଣ ସୁଯୋଗ ଦେଉଛି ଭାରତୀୟ ରେଳ ମନ୍ତ୍ରାଳୟ । ଭାରତୀୟ ରେଲ ମନ୍ତ୍ରାଳୟ ନିଜର ଲୋଗୋ ଏବଂ ପଂଚ ଲାଇନ…
Read More...

ଜିଓ ବନାମ ଆଇଡିଆ ! ଐତିହାସିକ ଫୁଟବଲ ଅଫରକୁ ମାତ୍ ଦେବ ଆଇଡିଆର ମେଗା କ୍ୟାସବ୍ୟାକ୍ ଅଫର, ଜାଣନ୍ତୁ କଣ ମିଳିବ ଫାଇଦା

ଟେଲିକମ ଜଗତରେ ଜିଓର ଧମାକାଦାର ଏଂଟ୍ରି ପରେ ପରେ ବାକି କଂପାନୀମାନଙ୍କର ଚିନ୍ତା ଏକପ୍ରକାରେ ବଢିଯାଇଛି । ସେଥିପାଇଁ ତ ଅନ୍ୟ କଂପାନୀମାନେ ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଠ କରିବା ପାଇଁ ବିଭିନ୍ନ ପ୍ରକାରର ଶସ୍ତା ଏବଂ ଆକର୍ଷଣୀୟ ଅଫରମାନ ଭେଟି ଦେବାରେ ଲାଗିପଡିଛନ୍ତି । ହେଲେ ଜିଓ ମଧ୍ୟ…
Read More...