Browsing Category

ସ୍ପେଶାଲ୍ ରିପୋର୍ଟ

ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରେରଣା ! ଦେଶର ପ୍ରଥମ ମହିଳା କମ୍ବାଟ ଅଫିସର ହେଲେ ବିହାରର ପ୍ରକୃତି

କନକ ବ୍ୟୁରୋ : ବିହାର ସମସ୍ତିପୁର ଜିଲ୍ଲାର ୨୫ ବର୍ଷିୟ ପ୍ରକୃତି ଇଣ୍ଡୋ-ତିବ୍ଦତାନ ବର୍ଡର ପୁଲିସ (ଆଇଟିବିପି)ରେ ପ୍ରଥମ ମହିଳା କମ୍ବାଟ୍‌ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ କେନ୍ଦ୍ରୀୟ ସୀମା ସୁରକ୍ଷା ବଳ(ସିଏପିଏଫ)ରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆଇଟିବିପିିରେ…
Read More...

ମହିଳାଙ୍କ ସୁରକ୍ଷା ମହିଳାଙ୍କ ହାତରେ ! ସ୍ମାର୍ଟଫୋନରେ ଅଛି ସମସ୍ତ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ଫୋନର…

ବ୍ୟସ୍ତ ବହୁଳ ଜୀବନ ସହିତ ଅସୁରକ୍ଷିତ ପରିବେଶ । କିଛି ଅଘଟଣର ଡର ସବୁବେଳେ ମନରେ ଘର କରିଥାଏ । କିନ୍ତୁ ସ୍ମାର୍ଟ ଯୁଗରେ ସ୍ମାର୍ଟ ଲୋକଙ୍କ ହାତରେ ରହୁଛି ସ୍ମାର୍ଟ ଫୋନ । ମହିଳାଙ୍କ ସୁରକ୍ଷା ପାଇଁ ବହୁତ ଗେଜେଟସ ଓ ଆପ ଅଛି । ନିତିଦିନିଆ କାମଠୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ, ସବୁ…
Read More...

ଆମେରିକାର ଏକ ରିୟାଲିଟି ସୋରେ ଭାରତୀୟ ଡାନ୍ସ ଗ୍ରୁପର ଜଲୱା ! ନାଚ ଦେଖି ନାଚିଲେ ବିଦେଶୀ

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ବେଶ୍ ଭାଇରାଲ ହେଉଛି । ଭାରତର ଏକ ଡାନ୍ସ ଗ୍ରୁପର ଭିଡ଼ିଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ପରି ଦୁନିଆର କୋଣ ଅନୁକୋଣରେ ସମସ୍ତେ ରିୟାଲିଟି ସୋ’କୁ ବହୁତ ପସନ୍ଦ କରନ୍ତି । ଇଣ୍ଡିଆର ଏକ ଡାନ୍ସ ଗ୍ରୁପ୍ ଆମେରିକାରେ ଏକ ରିୟାଲିଟି ସୋରେ ସାଉଥ୍…
Read More...

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିରାଟଙ୍କ ଠୁମକା ! ‘କଜରାରେ’ ଗୀତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କଲେ ଡାନ୍ସ

ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜର ବ୍ୟାଟିଂ ପାଇଁ ସୃଷ୍ଟି କରିଛନ୍ତି ଅନେକ ରେକର୍ଡ଼ । ଜଣେ ଭଲ କ୍ରିକେଟ୍ ଖେଳାଳି ଭାବେ ସେ ପରିଚିତ । ପ୍ରତି ମ୍ୟାଚରେ ତାଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ଥାଏ । କ୍ରିକେଟ୍ ଦୁନିଆରେ ବିରାଟଙ୍କ ନାମ ପରିଚିତ ନାମ । ଖେଳ ସହ ତାଙ୍କର ନିଆରା…
Read More...

ଝିଅ ବି କମ ନୁହଁନ୍ତି : ଫୋବର୍ସ ତାଲିକାରେ ସାମିଲ ହେଲେ ଭାରତୀୟ ଧନୀ ମହିଳା

ଫୋବର୍ସ ୨୦୧୮ ବର୍ଷର ସବୁଠାରୁ ଧନୀ ଲୋକଙ୍କ ତାଲିକା ଜାରି କରିଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ୧୯ ନମ୍ବରରେ ଥିବାବେଳେ ଏକ ନମ୍ବରରେ ଅଛନ୍ତି ଆମାଜନର ସହ-ପ୍ରତିଷ୍ଠାତା ଜେଫ ବେଜୋଫ । ଜେଫଙ୍କ ବାର୍ଷିକ ଆୟ ୭.୫ ଲକ୍ଷ କୋଟି ଟଙ୍କା । ସେ ବିଲ ଗେଟସଙ୍କୁ ବି ପଛରେ ପକାଇ ୧୦୦ ବିଲିୟନ…
Read More...

ମୋବାଇଲ ନମ୍ବରକୁ ଆଧାର ସହ ଯୋଡିବାର ସହଜ ଉପାୟ । ମୁହୂର୍ତ୍ତକ ମଧ୍ୟରେ ହୋଇଯିବ ଲିଙ୍କ୍, ଜାଣନ୍ତୁ ପୂରା ପ୍ରକ୍ରିୟା

୩୧ ମାର୍ଚ୍ଚ ପୂର୍ବରୁ ସମସ୍ତ ମୋବାଇଲ ୟୁଜର୍ସଙ୍କୁ ନିଜର ଆଧାର ନମ୍ବର ସହିତ ଲିଙ୍କ କରିବା ଏକ ପ୍ରକାରେ ଜରୁରୀ ହୋଇପଡିଛି । ଇତି ମଧ୍ୟରେ ଲୋକେ ବିକଳରେ ନିଜ ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବାରେ ଲାଗି ପଡିଛନ୍ତି । କାରଣ ଯଦି ଏପରି ନକରାଯାଏ ତେବେ ମୋବାଇଲ ନମ୍ବର ଅଚଳ ହୋଇଯିବ ।…
Read More...

ମାତ୍ର ୧୦ ଟଙ୍କା ଖର୍ଚ୍ଚ କରି ସାରା ଜୀବନ ହୁଅନ୍ତୁ ଚିନ୍ତା ମୁକ୍ତ । ପୋଷ୍ଟ ଅଫିସ ଦେଉଛି ଏଭଳି ଏକ ନିଆରା ସୁବିଧା,…

ଯଦି ଆପଣ କମ ଟଙ୍କା ନିବେଶ କରି ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସରେ ମିଳୁଥିବା ଏହି ସମସ୍ତ ଯୋଜନାରେ ନିଶ୍ଚୟ ନିବେଶ କରନ୍ତୁ । ଆଜ୍ଞା ହଁ, ଆମେ କହୁଛୁ , ସ୍ମଲ ସେଭିଂ ସ୍କିମ ତଥା ଆରଡି ସଂପର୍କରେ । ସେମିତିରେ ବ୍ୟାଙ୍କରେ ବି ଆରଡି ସ୍କିମ ଉପଲବ୍ଧ । ହେଲେ ଏହି ସ୍କିମ…
Read More...

ଭିଭିଆଇପିଙ୍କ ଗାଡିରେ କାହିଁକି ନଥାଏ ନମ୍ବର ପ୍ଲେଟ୍ ? ଜାଣନ୍ତୁ

ଆପଣ ଆପଣଙ୍କ ଗାଡ଼ିକୁ ବିନା ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଚଲାଇ କରିପାରୁଛନ୍ତି କି? ଆପଣଙ୍କ ଗାଡ଼ିର ସାମ୍ନା କିମ୍ବା ପଛପଟେ ରେଜିଷ୍ଟ୍ରେସନ ନମ୍ବର ନ ହେବା ଦ୍ୱାରା ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ କି? କ’ଣ ପୁଲିସ ଆପଣଙ୍କ ଗାଡ଼ି ଜବତ କରି ନେଇ ଯିବ ନି ତ ? କ’ଣ ଆପଣଙ୍କୁ…
Read More...

ଜନତାଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ପଦକ୍ଷେପ । ଏଣିକି ଗୋଟିଏ ନମ୍ବର ଡାଏଲ କଲେ ମିଳିବ ଏଟିଏମ, ପେଟ୍ରୋଲ, ମେଡିକାଲ…

ଯଦି ଆପଣ କେଉଁଆଡେ ଛୁଟି ବିତାଇବାକୁ ଯାଉଛନ୍ତି ତେବେ ଆପଣଙ୍କର ଯାତ୍ରାକୁ ସୁଖଦ ଏବଂ ସହଜ କରିବା ପାଇଁ କେନ୍ଦ୍ର ସରକାର ଲଂଚ କରିଛନ୍ତି ଏକ ନୂଆ ଆପ । ଯାହାର ନାଁ ରଖାଯାଇଛି ‘ସୁଖଦ ଯାତ୍ରା’ ଆପ । କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୁଖଦ ଯାତ୍ରା ଆପ…
Read More...

ନାରୀ ତୁ ନାରାୟଣୀ : ଅନ୍ତର୍ଜାତୀୟ ମହିଳା ଦିବସର ଅନୁଚିନ୍ତା

ନାରୀ ଇଶ୍ୱରଙ୍କର ଅନବଦ୍ୟ ସୃଷ୍ଟି । ଭଗବାନଙ୍କ ଦ୍ୱାରା ଏକ ସୃଜିତ ସୃଜନଶୀଳତା । ଯୁଗେ ଯୁଗେ ନାରୀକୁ ନେଇ ରଚିତ ଅନେକ ଗଳ୍ପ ,କାବ୍ୟ ଓ କବିତା । ସ୍ଥାନ ,କାଳ ,ପାତ୍ର ବିଶଷରେ ନାରୀର ବଦଳିଥାଏ ଦାୟିତ୍ୱ । ବାସ୍ନାମୟ କଅଁଳ ପୁଷ୍ପ ପରି ,ନାରୀ ବି ଦିନେ କଢିଟିଏ ପରି ଅନେକ ସମ୍ଭାବନାକୁ ସାଥି…
Read More...