Browsing Category

ନ୍ୟୁଜ୍

ଆସ୍କାରେ ପଳାତକ ଅଭିଯୁକ୍ତଙ୍କୁ ଚରମ ଚେତାବନୀ । କୋର୍ଟ ଅବମାନନା ଅଭିଯୋଗରେ ଡେଙ୍ଗୁରା ବଜାଇ ସମ୍ପତ୍ତି ବାଜ୍ୟାପ୍ତି…

କନକ ବ୍ୟୁରୋ : ପଳାତକଙ୍କୁ ଚରମ ଚେତାବନୀ । କୋର୍ଟରେ ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତି । ଡେଙ୍ଗୁରା ବଜାଇ ଏଭଳି ଏକ ସମନ ଜାରି କରିଛି ଆସ୍କା ପୋଲିସ । ଆସ୍କା ଥାନା ଅଧିନରେ ପଞ୍ଜୀକୃତ ହୋଇଥିବା ଅନେକ ଅଭିଯୁକ୍ତଙ୍କୁ ଏଭଳି ଚେତାବନୀ ଦିଆଯାଇଛି । ଥାନାରେ ମାମଲା ରୁଜୁ ହୋଇଥିବା ବେଳେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଶ୍ରୋତୀୟ ବ୍ରାହ୍ମଣ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାଯଜ୍ଞର ଆରମ୍ଭ ହୋଇଥିବା ବେଳେ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ବେଦପାଠ ଓ ପୂଜାର୍ଚ୍ଚନାରେ ପ୍ରକମ୍ପିତ ହେଉଛି ଚତୂର୍ଦ୍ଦିଗ । ଶ୍ରୀମନ୍ଦିର…
Read More...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୬ଦିନ, ଉତ୍ସବମୁଖର ଅଯୋଧ୍ୟା ନଗରୀ । ଆଜିଠୁ ଆରମ୍ଭ ହେବ…

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବ । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି,…
Read More...

ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ

କନକ ବ୍ୟୁରୋ: ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଥିବା ଡାଇଲଗ ଓ ଆକର୍ଷଣୀୟ ଦୃୃଶ୍ୟ ଦର୍ଶକଙ୍କ ମନ ଜିତିପାରିଛି । ପ୍ରଥମ ଥର ପାଇଁ ବଲିଉଡ ହାଟଥ୍ରୋବ ହ୍ରତିକ ରୋଶନ ଓ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏକାଠି ଅଭିନୟ କରୁଛନ୍ତି ।…
Read More...

ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼

କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନ ଉଡାଣରେ ବିଳମ୍ବ ହେଉଥିବା ନେଇ ଘୋଷଣା କରୁଥିଲେ ପାଇଲଟ । ହଠାତ ନିଜ ସିଟରୁ ଉଠି ଆସି ପାଇଲଟଙ୍କ ଉପରେ ବର୍ଷିଥିଲେ ଜଣେ ଯାତ୍ରୀ ।ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ…
Read More...

ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ

କନକ ବ୍ୟୁରୋ: କିଛି ଦିନ ହେବ ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିିଛି ବିବାଦ । ପର୍ଯଟନ କ୍ଷେତ୍ରକୁ ନେଇ ଉଠିଥିବା ବିବାଦ ଦୁଇ ଦେଶର ସର୍ମ୍ପକକୁ ପ୍ରଭାବିତ କରିଛି । ଏହି ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ନାଗପୁରରେ ଆୟୋଜିତ ଏକ…
Read More...

ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା

କନକ ବ୍ୟୁରୋ: ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳଗୁଡିକ । ଯେଉଁ ଭାରତ ଯୋଡ ଯାତ୍ରା ବଳରେ କର୍ଣ୍ଣାଟକ ଓ ହିମାଚଳରେ ସରକାର ଗଡିଥିଲା ଏବେ ତାର ୨ୟ ସଂସ୍କରଣ ଭାବେ ଭାରତଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ସାଂସଦ ରାହୁଲ…
Read More...

ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଏବେ ସାରା ଦେଶରେ ସଫେଇ ଅଭିଯାନ କରୁଛନ୍ତି ବିଜେପି ନେତା, ମନ୍ତ୍ରୀ ଓ କର୍ମକର୍ତା । ନିଜ ନିଜ ନିର୍ବାଚନ ମଣ୍ଡଳି ବୁଲି ସେଠାକାର ପ୍ରସିଦ୍ଧ ମନ୍ଦିରଗୁଡିକର ସଫେଇ କାମ ନିଜେ କରୁଛନ୍ତି । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ…
Read More...

ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା

କନକ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ଉଦଘାଟିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚରେ ମଂଚସ୍ଥ ହେବ ନାଟ୍ୟାଭିନୟ । ଦୀର୍ଘ ୧୧ ଦିନ ଧରି ଗଣତନ୍ତ୍ର ବଦଳରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ଉଭୟ ମଥୁରାପୁର…
Read More...

ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ

କନକ ବ୍ୟୁରୋ: ମଣ୍ଡି ବଦଳରେ ସିଧାସଳଖ ମିଲକୁ ଯାଉଛି ଚାଷୀର ଧାନ । ସରକାରୀ ନିୟମର ଉଲ୍ଲଂଘନ କରି ଚାଷୀର ଧାନକୁ ମିଲକୁ ନେବାକୁ ଉସୁକାଉଛନ୍ତି ମଣ୍ଡିରେ କାମ କରୁଥିବା କର୍ମଚାରୀ । ମିଲର ଓ ମଣ୍ଡି କର୍ମଚାରୀଙ୍କ ଭିତରେ କେଉଁ ମଧୁଚନ୍ଦ୍ରିକା ରହିଛି, ଯେ ମଣ୍ଡିରେ ଧାନ ଓହ୍ଲାଇ ବଦଳରେ ବିନା…
Read More...