Browsing Category

ନ୍ୟୁଜ୍

ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି…

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ଦଲାଲ ରାଜ । ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିବା ବେଳେ ଧାନ ବିକି ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ସାମ୍ନାକୁ ଆସିଛି ଏହି ବିଚିତ୍ର ବ୍ୟବସ୍ଥା । ମଣ୍ଡିରେ ଖୋଲାମେଲାର ଦିନ ଦିନ…
Read More...

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଅହଂକାରୀ ବିଜେପି…

କନକ ବ୍ୟୁରୋ : ବିଲକିସ୍ ବାନୋ ବଳତ୍କାର ମାମଲାରେ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ପୁଣି ଜେଲ ଯିବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ପରେ ବିଲକିସ୍ ବାନୋଙ୍କ ପରିବାରରେ ଖୁସିର ମାହୋଲ । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର…
Read More...

ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବୁଲୁଛି ଅର୍ପଣ ରଥ । ପୁରୀ ପରିକ୍ରମା ପ୍ରକଳ୍ପ ରଥକୁ ନେଇ ତେଜିଲା…

କନକ ବ୍ୟୁରୋ : ରାଜଧାନୀ ସମେତ ଆଦିବାସୀ ଗାଁ ଗଣ୍ଡାରେ ବୁଲିଲା ଅର୍ପଣ ରଥ । ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପ୍ରରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବ ଆଦିବାସୀ ଗାଁ ଗଣ୍ଡାର ଗୁଆ ଓ ଚାଉଳ । ଏଥିଲାଗି ପ୍ରଶାସନ ତରଫରୁ ଅର୍ପଣ ରଥର ଆୟୋଜନ କରି ପ୍ରତି ଗାଁ ଓ ସାହିରେ…
Read More...

ଏହି କୁକୁର ସିଂହଠାରୁ ଅଧିକ ଶକ୍ତିଶାଳୀ, କାମୁଡ଼ିଦେଲେ ହାଡ ଗୁଣ୍ଡ ହେଇଯିବ । ଅନେକ ଦେଶରେ ଏହାକୁ ପାଳିବା ନିଷିଦ୍ଧ

କୁକୁରର ଏହି ପ୍ରଜାତି ଏତେ ଶକ୍ତିଶାଳୀ ଯେ ଯଦି ଏହା କାମୁଡ଼େ, ତେବେ ମନୁଷ୍ୟର ଶକ୍ତିଶାଳୀ ହାଡକୁ ଥରକେ ଭାଙ୍ଗି ଗୁଣ୍ଡ କରିଦେବ ।  ଆକାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଏହି କୁକୁରମାନଙ୍କୁ କେହି କେହି ପିଟବୁଲର ବାପ ବୋଲି କହିଥାନ୍ତି । ଆଜିକାଲି ଘରେ କୁକୁର ପାଳିବା ପରେ ବହୁତ ଲୋକଙ୍କର…
Read More...

ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଖବର । ଫେବୃଆରୀ ପହିଲାରୁ ବଢିବାକୁ ଯାଉଛି ମାସିିକ ରିଚାର୍ଜ ଦର

କନକ ବ୍ୟୁରୋ : ନୂଆ ବର୍ଷରୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ ଅଧୀକ ଟଙ୍କା । ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡିକର ମାସିକ ଟାରିଫ୍ ବୃଦ୍ଧି କରି…
Read More...

ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା ।…

କନକ ବ୍ୟୁରୋ: ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ୍ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ୍ ଯାତ୍ରା ସମୟରେ…
Read More...

ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।

କନକ ବ୍ୟୁରୋ: ପିଡିଏସ ଚାଉଳ ବାଟମାରଣା ଅଭିଯୋଗ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ । ବାଙ୍କୀ- ତମପଡ଼ା ବ୍ଲକ ଦୁଲଣାପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡିଲର ପ୍ରଦୋଷ ନାୟକ ହିତାଧିକାରୀଙ୍କ ଚାଉଳକୁ ଜାଲିଆତି କରି ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ କାଟି ରଖୁଥିବା…
Read More...

ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଅଯୋଗ୍ୟ’ ଘୋଷିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ…

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ବରିଷ୍ଠ ଉପସଭାପତି ଶାହ ମେହମୁଦ କୁରେଶି ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଏବେ ରାୱଲପିଣ୍ଡିର ଆଡିଆଲା ଜେଲରେ ରହିଛନ୍ତି । ଜେଲରେ ଅଛନ୍ତି ବୋଲି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କ ନାମାଙ୍କନପତ୍ରକୁ…
Read More...

ବିଜେଡି ଛାଡିଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ ଥରର ବିଧାୟକ ବଳଭଦ୍ର ।

କନକ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଦଳ ଛାଡିଛନ୍ତି ବଳଭଦ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ବଳଭଦ୍ର ମାଝୀ । ଦଳରେ…
Read More...

ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ…

କନକ ବ୍ୟୁରୋ: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି…
Read More...