Browsing Category

ନ୍ୟୁଜ୍

ଇସ୍ରାଏଲ୍ ଆକ୍ରମଣରେ ୨ ଜଣ ବନ୍ଧକ ନିହତ – ହମାସର ଦାବି

ଏକ ଭିଡିଓ ଜାରି କରି ହମାସ କହିଛି ଯେ ଦୁଇ ଇସ୍ରାଏଲ୍ ବନ୍ଧକଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍ ସେନା ଦାୟୀ । ତେବେ ଇସ୍ରାଏଲ୍ ସେନା ହମାସର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ହମାସ୍ କହିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ବନ୍ଧକଙ୍କର ମୃତ୍ୟୁ ହୋଇଥିବାବେଳେ ବାକିମାନେ ବିପଦରେ ଅଛନ୍ତି ।…
Read More...

ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍

କନକ ବ୍ୟୁରୋ : ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ…
Read More...

ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ଆଣିଛି ଗୁରୁପ୍ରିୟା ସେତୁ ! ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି…

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଲୋକଙ୍କ ଜୀବନ ଧାରଣାରେ ଆସିଛି ଉନ୍ନତି । ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ହୋଇଛି । ଉଦଘାଟନକୁ ୬ ବର୍ଷ ପୁରଣ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଅଣ୍ଡରାପାଲୀ…
Read More...

ମାତ୍ର ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ‘ସମ୍ପଦ’ । ଭାରତ…

ଲିଥିୟମ୍ ଅନୁସନ୍ଧାନ ପାଇଁ ଭାରତ ଆର୍ଜେଣ୍ଟିନା ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଖଣିଜ ବିଦେଶୀ ଇଣ୍ଡିଆ ଲିମିଟେଡ୍ (KABIL), ଆର୍ଜେଣ୍ଟିନା କମ୍ପାନୀ CAMYEN ସହିତ ଏକ ବଡ଼ ଚୁକ୍ତି କରିଛି । ଆର୍ଜେଣ୍ଟିନାରେ ପୃଥିବୀର ସର୍ବ ବୃହତ ଲିଥିୟମ୍ ଭଣ୍ଡାର ଅଛି ।  ଏହି ଚୁକ୍ତି ପରେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ସମାଲୋଚନା । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ଟାର୍ଗେଟ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସ୍ୱାସ୍ଥ୍ୟ, ଶିକ୍ଷା,ଜଳସେଚନ ଓ…
Read More...

ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ତାରିଖ । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

କନକ ବ୍ୟୁରୋ : ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ତାରିଖ । ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବ । ପୂର୍ବରୁ ଏହା ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ…
Read More...

ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା , ଜୟଶଙ୍କରଙ୍କ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ । କ’ଣ…

ପୃଥିବୀର  ଅନେକ ଅଞ୍ଚଳ ଏବେ ଯୁଦ୍ଧର ବିଭୀଷିକା ମଧ୍ୟରେ କବଳିତ ହେଇଅଛି । ଏଥିରେ ରୁଷ-ୟୁକ୍ରେନ, ଇସ୍ରାଏଲ୍-ପାଲେଷ୍ଟାଇନ ଏବଂ ୟେମେନ ଭଳି ଅନେକ ଦେଶ ପ୍ରତ୍ୟକ୍ଷ ଭାବେ ଓ ଆହୁରି ବହୁ ଦେଶ ପରୋକ୍ଷ ଭାବେ ଏହି ଯୁଦ୍ଧରେ ଲିପ୍ତ ଅଛନ୍ତି । ଏହିଭଳି ତିକ୍ତ ପରିବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ…
Read More...

ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଅସହାୟ ଅବସ୍ଥାରେ କିଏ ଛାଡି ଚାଲିଗଲା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଭଦ୍ରକ ଧାମରା ବଜାର ନିକଟ ପେଟ୍ରୋଲ ପମ୍ପ ରାସ୍ତାକଡ଼ରୁ ଶିଶୁ କନ୍ୟାଟି ଉଦ୍ଧାର ହୋଇଛି । ମଣି ଶଙ୍କର ଗ୍ରୁପର ସଦସ୍ୟ ସୁମନ୍ତ କୁମାର ମହାନ୍ତି ଧାମରାରୁ ଫେରୁଥିବା ବେଳେ ରାସ୍ତାକଡ଼ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ଏହାପରେ…
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ । ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ୱାନ ଦେଲା…

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି । ଆଗାମୀ ୨୬ ଜାନୁଆରୀରେ ଭଗୱନ୍ତଙ୍କ ଉପରେ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟର ମାନଙ୍କୁ ଆହ୍ୱାନ କରିଛି…
Read More...

ସମ୍ବଲପୁର ସମଲେଇ ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ । ୩୦ଟି ଜିଲ୍ଲାରେ ଥିବା ଦେବାଳୟ ଗୁଡ଼ିକୁ କରାଯିବ…

କନକ ବ୍ୟୁରୋ : ସମ୍ବଲପୁର ମା’ ସମଲେଇ ପ୍ରକଳ୍ପ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାକୁ ନିମନ୍ତ୍ରଣ ପାଇଁ ଟିମ୍ ବାହାରିଛନ୍ତି । ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ୫ଟି ଟିମ୍ କରାଯାଇଛି । ୨ ଜଣ ପୂଜକ, ଜଣେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ…
Read More...