Browsing Category

ନ୍ୟୁଜ୍

‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ ।

କନକ ବ୍ୟୁରୋ: ‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ହୋଇଥିଲା ଏହି ପୁସ୍ତକ । ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ : ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ…
Read More...

କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ ବୟାନ : ଟିକା ନେଲେ ବି ହୋଇପାରେ କରୋନା

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ବଡ ବୟାନ । ଟିକା ନେଲେ ବି ହୋଇପାରେ କରୋନା । ହେଲେ ରୋଗୀଙ୍କ ଗୁରୁତର ଅବସ୍ଥାକୁ ରୋକିବ ଟିକା । ଏହା ସହ ସେ କହିଛନ୍ତିି ଟିକା ଅଭାବ ଯୋଗୁଁ ଗତକାଲି ସୋନପୁର ଓ କୋରାପୁଟ ୨ଟି ଜିଲ୍ଲା ଟିକାକରଣ…
Read More...

ଭ୍ୟାକ୍ସିନ୍ ଅଭାବ ନେଇ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ । କହିଲେ ଭ୍ୟାକ୍ସିନ ଅଭାବ ଏକ ଗମ୍ଭୀର ସମସ୍ୟା, ଉତ୍ସବ ନୁହେଁ

କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଅଭାବ ପଡୁଥିବା ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ସେ ଏକ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି ଦେଶରେ ଯେଉଁ ହାରରେ ସଂକ୍ରମିତଙ୍କ…
Read More...

କୋଟିଆରେ ଆନ୍ଧ୍ରକୁ ମହଙ୍ଗା ପଡ଼ିଲା ନିର୍ବାଚନ : ଭୋଟ ଦେଲେ ନାହିଁ କୋଟିଆବାସୀ; ୧୨୯୧ରୁ ପଡ଼ିଲା ମାତ୍ର ୨୨୩ ଭୋଟ

କନକ ବ୍ୟୁରୋ : କୋଟିଆରେ ନିର୍ବାଚନ କରିବା ଆନ୍ଧ୍ରକୁ ପଡ଼ିଲା ମହଙ୍ଗା । କୋଟିଆବାସୀ ଦେଲେ ନାହିଁ ଭୋଟ । ରାଜ୍ୟ ସରକାରଙ୍କ ବିକାଶ ଓ ଜିଲ୍ଲା ପ୍ରଶାସନର ରଣନୀତି ଆଗରେ ଆନ୍ଧ୍ର ମୁହାଁ ହେଲେ ନାହିଁ ଲୋକେ । ନିଜ ଲୋକଙ୍କୁ ନେଇ ଭୋଟ କଲା ଆନ୍ଧ୍ର । ୧୨୯୧ରୁ ମାତ୍ର ୨୨୩ ଭୋଟ ପଡ଼ିଲା । ଆଗକୁ ଆଉ…
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଉଠାଇନେଲେ ମାଓବାଦୀ । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଉଠାଇ ନେଇଥିବା ସୂଚନା…

କନକ ବ୍ୟୁରୋ: ବିଜାପୁରରେ ୩ ଜଣଙ୍କୁ ଉଠାଇନେଲେ ମାଓବାଦୀ । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୨ ଜଣଙ୍କୁ ମାଓବାଦୀ ଉଠାଇ ନେଇଥିବା ସୂଚନା । ବିଳମ୍ବିତ ରାତିରେ ୩ ଜଣଙ୍କୁ ଘରୁ ଉଠାଇନେଇଥିବା ଜଣାପଡିଛି । କୌଣସି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଉଠାଇ ନେଇଥିବା ପୋଲିସ ସନ୍ଦେହ କରୁଛି । ଗତ…
Read More...

ଗଂଜାମ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଲା ନୂଆ ଗାଇଡଲାଇନ ।  ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର…

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ରାଜ୍ୟସରକାର ବି କଟକଣାକୁ କଡାକଡି କରିବାରେ ଲାଗିଛନ୍ତି । ଏହି କ୍ରମରେ ଗଂଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଛି କଟକଣା । ଜିଲ୍ଲାରେ ଥିବା ଗୋପାଳପୁର ଓ ସୋନପୁର ବେଳାଭୂମିକୁ ପ୍ରତ୍ୟେକ ଶନିବାର ଓ…
Read More...

କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ : ଉତ୍କଳ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ…

କନକ ବ୍ୟୁରୋ : କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ । ମୁଖ୍ୟ ଫାଟକ ଆଗରେ ଜୋରଦାର ବିକ୍ଷୋଭ । ବିଶ୍ୱ ବିଦ୍ୟାଳୟର ଫାଟକରେ ତାଲା ପକାଇ ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି…
Read More...

ଦେଶରେ ଦିନକରେ ୧,୩୧,୯୬୮ ନୂଆ ଆକ୍ରାନ୍ତ, ୭୮୦ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୦,୬୦,୫୪୨କୁ ବୃଦ୍ଧି

କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜିକୁ ମିଶାଇ ପାଞ୍ଚଦିନ ମଧ୍ୟରେ ଦେଶରେ ଚାରି ଥର ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୧,୯୬୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୭୮୦…
Read More...

ଆଇଆଇଟି ରୁରକୀରେ ୯୦ ଛାତ୍ର କରୋନା ପଜିଟିଭ୍ , ୮ ହଷ୍ଟେଲ ସିଲ୍ କଲା ପ୍ରଶାସନ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାର ପ୍ରତିଷ୍ଠିତ ଭାରତୀୟ ପ୍ରତ୍ୟୋଗିକ ସଂସ୍ଥାନ (ଆଇଆଇଟି) ରୁରକୀରେ ୯୦ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଗୁରୁବାର ଦିନ ଏହି ସଂସ୍ଥାନର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ସଂସ୍ଥାନର ପ୍ରବକ୍ତା ମୌନିକା ଶ୍ରୀବାସ୍ତବ…
Read More...