Browsing Category

ନ୍ୟୁଜ୍

ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଦଳୀୟ ଶିବିରରେ ଜାରି ରହିଛି କସରତ

କନକ ବ୍ୟୁରୋ: ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଏ ନେଇ ଦଳୀୟ ଶିବିରରେ  କସରତ ଜାରି ରହିଛି । ତେବେ ଟିକେଟ ପାଇଁ ମହାରଥୀ ପରିବାରର ମା ଓ ପୁଅଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି କର୍ମୀ  ଦୁଇଭାଗ ହୋଇଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଏବେ  ମା ଓ ପୁଅଙ୍କ…
Read More...

୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା । ଖର୍ଚ୍ଚ ହେବ ୯ ହଜାର କୋଟି

କନକ ବ୍ୟୁରୋ: ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପ ଠାରୁ…
Read More...

କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ନବୀନ, ଧର୍ମେନ୍ଦ୍ର ଓ ନୀତିନ ଗଡକରିଙ୍କ ଆଲୋଚନା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା…

କନକ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି  ବୈଠକରେ ପ୍ରଧାନମନ୍ତ୍ରୀଙ୍କ…
Read More...

ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ… ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ ।…

କନକ ବ୍ୟୁରୋ: ପିଲାଦିନେ ଚୋର ପୁଲିସ ଖେଳ ତ ଆପଣ ନିଶ୍ଚୟ ଖେଳିଥିବେ। ଆଉ ଏହି ଖେଳର ମଜା କିଛି ନିଆରା ବି ଥାଏ କାରଣ ଚୋର ଲୁଚିଲେ ଆଉ ଜଣେ ପୁଲିସ ସାଜି ତାର ପତ୍ତା ଲଗାଇ ଥାଏ। ଏହି ଖେଳରେ ଚୋର ଯେତେ ଚତୁର, ଚାଲାକ ହେଉ ନା କାହିଁକି, ପ୍ରାୟତଃ ପୁଲିସର ପଲଡା ଭାରି ରହିଥାଏ। ଠିକ ଏମିତି କିଛି…
Read More...

ଆଇପିଏଲର ସବୁଠାରୁ ଧନୀ ଖେଳାଳି ଧୋନୀ । ଆଇପିଏଲରୁ ଧୋନୀ ଆୟ କରିବେ ୧୫୦ କୋଟି ଟଙ୍କା । ଏହି ତାଲିକାରେ ବିରାଟଙ୍କୁ…

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ହେଲେ ଧୋନୀ ଏବେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି । ତେବେ ଆପଣ କଣ ଜାଣିଛନ୍ତି ଧୋନୀ ଆଇପିଏଲ ଖେଳି କେତେ ଟଙ୍କା ରୋଜଗାର କରନ୍ତି । ଆମେ ଆଜି କହିବୁ ଧୋନୀଙ୍କ ଆଇପିଏଲ ରୋଜଗାର…
Read More...

ଚାଷୀଙ୍କ ପାଇଁ ଗାଜିପୁର ସୀମାରେ ଲୁହା କଣ୍ଟା ପୋତିଲା ଦିଲ୍ଲୀ ପୋଲିସ । ରାହୁଲ କହିଲେ, ପାଚେରୀ ନୁହେଁ ସେତୁ ତିଆରି…

କନକ ବ୍ୟୁରାେ: ଚାଷୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିବାବେଳେ ଚାଷୀଙ୍କୁ କାବୁ କରିବାକୁ ନୂଆ ନୂଆ ବାଟ ଆପଣାଉଛି ଦିଲ୍ଲୀ ପୁଲିସ୍ । ଚାଷୀଙ୍କ ଅଟକାଇ ରଖିବା ପାଇଁ ଦିଲ୍ଲୀ- ଉତ୍ତରପ୍ରଦେଶ ଗାଜିପୁର ବୋର୍ଡରୁ ଆସିଛି ଏକ ଅଭିନବ ଚିତ୍ର । ରାସ୍ତାରେ ବ୍ୟାରିକେଟ୍ କରିବା ସହ ରାସ୍ତା ଉପରେ…
Read More...

ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ । ନାମଫଳକର ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ

କନକ ବ୍ୟୁରୋ: ନିଆଳି କଂଟାପଡା ଲୋକାର୍ପଣ କାର୍ଯ୍ୟକ୍ରମରେ ନାମ ଫଳକରେ ତଳେ ନାଁ ରହିଗଲା ବୋଲି ହୋଇଗଲେ କାନ୍ଦ କାନ୍ଦ ହୋଇଗଲେ ରାଜଶ୍ରୀ ମଲ୍ଲିକ । ନିଆଳି କଂଟାପଡା ବ୍ଲକର ବ୍ରାହ୍ମଣବାଟି ପଂଚାୟତରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଛି ।  କାର୍ଯ୍ୟକ୍ରମରେ…
Read More...

ସଂସଦର ଉଭୟ ଗୃହରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ହଙ୍ଗାମା କଲେ ବିରୋଧୀ ଦଳର ସାଂସଦ । ଆସନ୍ତାକାଲି ଯାଏଁ ରାଜ୍ୟସଭା…

କନକ ବ୍ୟୁରୋ: ସଂସଦରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । କୃଷକମାନଙ୍କ ପ୍ରସ୍ତାବକୁ ନେଇ ତାତିଲେ ବିରୋଧୀ । ମଙ୍ଗଳବାର ସଂସଦର ଉଭୟ ଗୃହରେ ବିରୋଧୀମାନେ ଚାଷୀ ଆନ୍ଦୋଳନକୁ ନେଇ ହଙ୍ଗାମା କରିଛନ୍ତି । ଯାହା ଫଳରେ ରାଜ୍ୟସଭାର ଅଧ୍ୟକ୍ଷ ଗୃହକୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି…
Read More...

ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । 

କନକ ବ୍ୟୁରୋ : ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ଜାନୁଆରୀ ୨୮ରେ ସିବିଏସଇ…
Read More...

ଇଂଜିନିୟର ଚାକିରି ଛାଡି ଚାଷ ପ୍ରେମରେ ପଡିଛନ୍ତି ଯୁବ ଇଂଜିନିୟର । ସିଭିଲ୍ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା…

କନକ ବ୍ୟୁରୋ : ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଣେ ଇଂଜିନିୟର । ନିଜେ ଜଣେ ସଫଳ ଚାଷୀ ହେବା ସବ ଚାଷ କାମରେ ଗାଁର ୪-୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଫୁଲବାଣୀରୁ…
Read More...