Browsing Category

ନ୍ୟୁଜ୍

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦାଘାଟନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଏହି ଐତିହାସିକ ମାର୍ଗ ରାଜପଥର ନାଁ ବଦଳାଇ କର୍ତବ୍ୟପଥ ରଖିଛନ୍ତି । ସ୍ୱାଧୀନତା ପୂର୍ବରୁ ଏହି ମାର୍ଗର ନାଁ…
Read More...

ଜାତୀୟ ପୁରସ୍କାର ପାଇବେ ଶିଳ୍ପୀ ସୁଶାନ୍ତ କୁମାର । ପଥରରେ ତିଆରି କରିଛନ୍ତି ଅନନ୍ୟ କଳାକୃତୀ । 

କନକ ବ୍ୟୁରୋ: ପଥରରେ ଅନନ୍ୟ କଳାକୃତି ପାଇଁ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଯାଜପୁର ବଡଚଣା ବ୍ଲକ ପଲେଇ ଗାଁର ପଥର ଶିଳ୍ପୀ ସୁଶାନ୍ତ କୁମାର ଦାସ । ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ ସୁଶାନ୍ତ । ଦେଶର ୧୯ଜଣ କାରିଗରଙ୍କୁ ରାଷ୍ଟ୍ରୀୟ ପୁରସ୍କାର…
Read More...

ଦୀର୍ଘ ୫୦ ବର୍ଷ ହେଲା ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ବେପାର। ନିଆଳିରେ କେମିତି ହୁଏ ଛେନା ବ୍ୟବସାୟ, କେଉଁଠି…

କନକ ବ୍ୟୁରୋ: ରାସ୍ତା କଡରେ ଛେନା ବ୍ୟବସାୟ ,ଚିନ୍ତାରେ ଚାଷୀ । ଛେନା ଓ ପନିର୍ ପାଇଁ ବେଶ ପରିଚିତ କଟକ ଜିଲ୍ଲାର ନିଆଳି ଅଞ୍ଚଳ । ହେଲେ କେଉଁଠି ହୁଏ ଛେନା ବ୍ୟବସାୟ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାକଡରେ ଚାଲିଛି ଛେନା ବ୍ୟବସାୟ । ଗୋଟିଏ ଯାଗାରେ ବୁଲା କୁକୁର ଖାଉଥିବା…
Read More...

ହସ୍ପିଟାଲରୁ ଶ୍ମଶାନ ଯାଏ…. ଅଣ ଓଡ଼ିଆଙ୍କୁ ସହାୟ ହେଲା ଓଡିଶା ମୋ ପରିବାର

କନକ ବ୍ୟୁରୋ : ଅତିଥିଙ୍କୁ ସମ୍ମାନ ଓ ସୁରକ୍ଷା ଦେବା, ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା । ଯାହାକୁ ସାବ୍ୟସ୍ତ କରିଛି ଓଡ଼ିଶା ମୋ ପରିବାର । ଓଡ଼ିଶା ମୋ ପରିବାର କେବଳ ଓଡ଼ିଶାବାସୀଙ୍କ ସେବାରେ  ନିଜକୁ  ସୀମିତ ରଖି ନାହିଁ ବରଂ ଓଡ଼ିଶା ମାଟିରେ ଅତିଥି ହୋଇଥିବା ବାହାର ରାଜ୍ୟର ଲୋକମାନଙ୍କ…
Read More...

ରୋଗଶଯ୍ୟାରେ ପଡିଛନ୍ତି ସ୍ୱାମୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆଠଗଡର ମିଥୁନଙ୍କ ପରିବାର ମୁହଁରୁ ହସ ଛଡାଇ…

କନକ ବ୍ୟୁରୋ: ଯୁବାବସ୍ଥାରେ ସବୁ ସୁଖ ଛଡେଇ ନେଇଛି କର୍କଟ ରୋଗ । ପରିବାର ମୁହଁରୁ ହସ ଛଡାଇ ନେଇଛି ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହୋଇଥିବା ମୁଖ କର୍କଟ ରୋଗ । ରୋଗାକ୍ରାନ୍ତ ହୋଇ ସ୍ୱାମୀ ଶେଜରେ ପଡି ଛଟପଟ ହେଉଛନ୍ତି, ଏପଟେ ତାଙ୍କ ଚିିକିତ୍ସା ବାବଦ ଅର୍ଥ ଯୋଗାଡ ପାଇଁ ସାହି…
Read More...

ୟୁଏନଡିପିର ମାନବ ବିକାଶ ସୂଚକାଙ୍କ, ୧୯୧ ଦେଶ ମଧ୍ୟରୁ ୧୩୨ ତମ ସ୍ଥାନରେ ଭାରତ

କନକ ବ୍ୟୁରୋ : ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୨୧ ମାନବ ବିକାଶ ସୂଚକାଙ୍କରେ ୧୯୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୨ ରେ ରହିଛି । ଭାରତର ଏଚଡିଆଇ ମୂଲ୍ୟ ୦.୬୩୩ ଦେଶକୁ ମଧ୍ୟମ ମାନବ ବିକାଶ ବର୍ଗରେ ସ୍ଥାନିତ କରିଥାଏ । ଯାହା…
Read More...

କନକ ନ୍ୟୁଜରେ ଖବର ବାଜିଲା ସହାୟତା ମିଳିଲା। ଚିକିତ୍ସା ପାଇଁ ନବରଙ୍ଗପୁରର ଅସୁସ୍ଥ ନୟନ ଖରାଙ୍କୁ ନିଆଗଲା ଏମ୍ସ।

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ  । ଖବର ବାଜିଲା ପ୍ରଶାସନିକ ସହାୟତା ମିଳିଲା  । ଖବର ପ୍ରସାରଣ ପରେ ଭର୍ତା ଓ ରାସନ କାର୍ଡ ବନ୍ଧକ ରଖି ପୁଅକୁ ଚିକିତ୍ସା କରିଥିବା ବୃଦ୍ଧାଙ୍କୁ ସହାୟତା ଯୋଗାଇଲା ପ୍ରଶାସନ । ଏହାସହ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଗଦବାଗୁଡା…
Read More...

ମାର୍ଶାଘାଇରେ ମାଲିକ ପାଖକୁ ଫେରିଲେ ୩୩ ଚୋରି ପାରା । ପାରା ଚୋରି ଅଭିଯୋଗରେ ମହାକାଳପଡାରୁ ୨  ଅଭିଯୁକ୍ତ ଗିରଫ । 

କନକ ବ୍ୟୁରୋ: ଥାନାରେ ପହଞ୍ଚିଲା ପାରା ଚୋରି ମାମଲା । ଅଭିଯୋଗକାରୀଙ୍କ ଏତଲାକୁ ଆଧାର କରି ତଦନ୍ତ କଲା ମାର୍ଶାଘାଇ ପୁଲିସ । ଆଉ ମହାକାଳପଡାରୁ ଚୋରି ପାରା ଉଦ୍ଧାର କରି ମାଲିକଙ୍କୁ ଫେରାଇଲା ପୁଲିସ । ତେବେ ୬୦ଟି ପାରା ଚୋରି ହୋଇଥିବା ବେଳେ ପୁଲିସ ୩୩ଟି ପାରାକୁ ଉଦ୍ଧାର କରି ମାଲିକଙ୍କୁ…
Read More...

ଆଇଫୋନ-୧୪ ଲଞ୍ଚ ପରେ ଚର୍ଚ୍ଚାରେ ଇ-ସିମ୍। ଜାଣନ୍ତୁ କେମିତି କରିଥାଏ କାମ?

କନକ ବ୍ୟୁରୋ: ଆପଲ ଆଇଫୋନ -୧୪ ସିରିଜ ଲଞ୍ଚକରିଛି । ଆଇଫୋନ-୧୪ ସିରିଜ ଆସିବା ପରେ ଅଲଗା ଅଲଗା ମଡେଲର ଫିଚର୍ସ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାରେ ଇ-ସିମ୍ । କାରଣ ଚଳିତ ଥର ଆଇଫୋନ ଇ-ସିମ୍ ଫିଚର୍ସ ସହ ନିଜର ଏହି ମେଡଲକୁ ଲଞ୍ଚ କରିଛି । ଏହାର ଟେକନୋଲୋଜିରେ ସ୍ପଷ୍ଟ…
Read More...

ଗାଁରେ ୧୫ ସ୍ତ୍ରୀଙ୍କ ସହ ରହୁଛନ୍ତି ଏହି ବ୍ୟକ୍ତି । ସାଙ୍ଗରେ ଅଛନ୍ତି ୧୦୭ ପିଲା

କନକ ବ୍ୟୁରୋ : ଭାରତବର୍ଷରେ ଆମେ ଦୁଇ ଆମର ଦୁଇ ନାରା ଦେବା ପରେ ବି ଜନସଂଖ୍ୟା ଆଶାତୀତ ଭାବେ ବଢିଚାଲିଛି । ଏହାସହ ଭାରତୀୟ ସମ୍ବିଧାନ ମୁତାବକ ଗୋଟିଏ ପତ୍ନୀ ଥିଲେ ପୁରୁଷ ଜଣଙ୍କ ଦ୍ୱିତୀୟ ବିବାହ କରିବା ବେଆଇନ । ହେଲେ ଆମେ ଏମିତି ଜଣେ ଲୋକଙ୍କ କଥା କହିବାକୁ ଯାଉଛୁ କି, ଏଠାରେ ଜଣେ ପୁରୁଷ…
Read More...