Browsing Category

ନ୍ୟୁଜ୍

ବରଗଡ ଗଲେନି ଯୋଗାଣମନ୍ତ୍ରୀ : ବିରୋଧର ଭୟକୁ ନେଇ ଚର୍ଚ୍ଚା , ମଣ୍ଡି ସମସ୍ୟା ନେଇ କରିଥାନ୍ତେ ଆଲୋଚନା

ବରଗଡ : ବରଗଡକୁ ଡରିଲେ ମନ୍ତ୍ରୀ । ବିଜେପି ଓ କଂଗ୍ରେସର ବିରୋଧକୁ ଭୟ କରି ଯୋଗାଣମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବରଗଡ ଗସ୍ତ ବାତିଲ ହୋଇଥିବା ଚର୍ଚା ହେଉଛି । ମେ ମାସ ପ୍ରଥମ ସପ୍ତାହରୁ ବରଗଡ଼ରେ ଡ଼ାଳୁଅ ଧାନ ସଂଗ୍ରହ ପାଇଁ ମାର୍କେଟ ଖୋଲିଛି, ହେଲେ ଧାନ ବିକ୍ରିକୁ ନେଇ ଚାଷୀ ନାହିଁ ନଥିବା…
Read More...

ରାଜନୀତି ପଶାପାଲିରେ ବଳି ପଡୁଛିି ନିରୀହ ଜୀବନ

କେନ୍ଦ୍ରାପଡା : ରାଜନୈତିକ ଚକ୍ରବ୍ୟୁହରେ ଗଡୁଛି ନେତାଙ୍କ ମୁଣ୍ଡ । ଶୀର୍ଷ ସ୍ଥାନୀୟ ନେତାଙ୍କ ରାଜନୈତିକ ଲଢେଇରେ ମୋହରା ସାଜି ପ୍ରାଣ ହରାଉଛନ୍ତି ତୃଣମୂଳ ନେତା । କେନ୍ଦ୍ରାପଡା ଆଳି ଅଂଚଳରେ ଗତ ଦୁଇ ବର୍ଷ ମଧ୍ୟରେ ଘଟିଲାଣି ୪ଟି ହତ୍ୟାକାଣ୍ଡ । ତେବେ ସିଙ୍ଗିରୀ ପଂଚାୟତ ସରପଂଚ ଚିତ୍ରସେନ…
Read More...

କଂଗ୍ରେସକୁ ଫେରିଲା ପୁରୁଣା କନ୍ଦଳ : ଦିଲ୍ଲୀରେ ଫେରାଦ୍ ହେଲେ ବରିଷ୍ଠ ନେତା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସରେ ପୁଣି ଫେରିଲା କନ୍ଦଳ । ରାଜ୍ୟ ନେତୃତ୍ୱ ବିରୋଧରେ ଦିଲ୍ଲୀ ଦରବାରରେ ଫେରାଦ ହୋଇଛନ୍ତି ଦୁଇ ଦୁଇ ଜଣ ବରିଷ୍ଠ ନେତା । ଏଆଇସିସିକୁ ଜଣାଇଛନ୍ତି ରାଜ୍ୟ କଂଗ୍ରେସର ହାଲଚାଲ୍ । ସିଧାସଳଖ ନହେଲେ ବି ପରୋକ୍ଷରେ ଚାଲିଛି ପ୍ରସାଦ ହଟାଅ ଅଭିଯାନ ନେଇ…
Read More...

ଧର୍ମେନ୍ଦ୍ର ନା ନବୀନ – କିଏ ଓଡିଶାର ଭୂମିପୁତ୍ର ? ଜୋର ଧରିଲା ଆକ୍ଷେପ ଯୁଦ୍ଧ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି-ବିଜେପି ମୁହାଁମୁହିଁ ରାଜନୀତିରେ ନୂଆ ପ୍ରସଙ୍ଗ । ପଳାତକ କିଏ? ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ବିହାରରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ବନିଥିବା ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ରାଜନୀତିର ନୂଆ ଅଧ୍ୟାୟର ଏହି ଶବ୍ଦ ଏବେ…
Read More...

ବିଜେପିରେ କୁହୁଳୁଛି ବରିଷ୍ଠ ନେତାଙ୍କ ଅସନ୍ତୋଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ବିଜେପିରେ ବଢୁଛି ଅଭିମାନୀ ନେତାଙ୍କ ତାଲିକା । କେତେବେଳେ କିଏ ରୁଷୁଛନ୍ତି ତ ପୁଣି କେତେବେଳେ ଖୋଲାଖୋଲି ବିଷୋଦଗାର କରୁଛନ୍ତି । ଆଉ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି, ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ । ରାଜ୍ୟ ବିଜେପିର…
Read More...

ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମୋଦିଙ୍କ ବାଲେଶ୍ୱର ଗସ୍ତ ପରେ ବିଜେପି ଶିବିରରେ ଏବେ  ଚଳଚଂଚଳ । ସମସ୍ତଙ୍କ ନଜର ଆଗାମୀ ପଂଚାୟତ ନିର୍ବାଚନ । ଏଥିପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛି ଦଳ । କିଭଳି ନବୀନ ସରକାରଙ୍କୁ ଆଗାମୀ ଦିନରେ ଚେଙ୍କ ଦେବ ଦଳ । ଏଥିପାଇଁ ଆଜି ବିଜେପି…
Read More...

ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ :  ଓଡିଶାକୁ ମୌସୁମୀ ଛୁଇଁବାବୁ ଆହୁରି ସପ୍ତାହେ ରହିଛି । ହେଲେ ପୁରୀ ବଡଦାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇଛି । ଅସରାଏ ବର୍ଷାରେ ସାଂଘାତିକ ଅବସ୍ଥା ହୋଇଛି ପୁରୀ ବଡଦାଣ୍ଡ ଓ ମେଡିକାଲ ଛକ । ଅବସ୍ଥା ଏପରି ହୋଇଯାଇଛି ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଜୁଆଡେ…
Read More...

ମାଓନେତାଙ୍କ ପାଖକୁ ଯାଇନି ବିଜେଡି ଟଙ୍କା : ଏବେବି ରହସ୍ୟରେ ୪୫ ଲକ୍ଷ ଟଙ୍କା

କନକ ବ୍ୟୁରୋ : ଛତ୍ରପୁର ଆଇସିଆଇସିଆଇ ବ୍ୟାଙ୍କର ଏକାଉଂଟଧାରୀ ସବ୍ୟସାଚୀ ପଣ୍ଡା ମାଓନେତା ନୁହଁନ୍ତି । ବ୍ୟାଙ୍କରେ ତନାଘନା କରିବା ପରେ ଏହି ସୂଚନା ଦେଇଛି ଛତ୍ରପୁର ପୁଲିସ । ଏପରିକି ବିଜେଡି ଏକାଉଂଟରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପାଖକୁ ୪୫ ଲକ୍ଷ ଟଙ୍କା ଆସିବା କଥାକୁ ଖୋଦ୍ ସବ୍ୟସାଚୀ…
Read More...

କଲରାପତରିଆ ବାଘ ଛାଲ ଜବତ

ନବରଙ୍ଗପୁର : ଓଡିଶା-ଛତିଶଗଡ ସୀମାରୁ ୬ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି ।  ଗୋଟିଏ ଜୀବନ୍ତ ବ୍ରଜକାପ୍ତାକୁ ମଧ୍ୟ ଉଦ୍ଧାର କରିଛି  ବନବିଭାଗ । ଏହି ଘଟଣାରେ ବନ ବିଭାଗ ୬ ଜଣ ଶିକାରୀଙ୍କୁ ଗିରଫ କରିଛି ।
Read More...