Browsing Category

ନ୍ୟୁଜ୍

ଆଈ ଜୟା ବଚ୍ଚନଙ୍କ ଉପଦେଶକୁ ନେଇ ନବ୍ୟାଙ୍କ ପ୍ରତିକ୍ରିୟା , ବିବାହ ପୂର୍ବରୁ ମା’ ହେବାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ କିଛିଦିନ ତଳେ ସଂପର୍କକୁ ନେଇ ତାଙ୍କ ନାତୁଣୀ ନବ୍ୟ ନବେଲି ନନ୍ଦାଙ୍କୁ କିଛି ପରାମର୍ଶ ଦେଇଥିଲେ । ଏଥିରେ ଜୟା ଶାରୀରିକ ଆକର୍ଷଣ ବାବଦରେ ଖୋଲାଖୋଲି କଥା ହୋଇଥିଲେ । ଜୟା କହିଥିଲେ କି ଆଜିର ସମୟରେ ସଂପର୍କକୁ ଦୃଢ ଓ ଦୀର୍ଘଜୀବୀ କରିବାକୁ ହେଲେ…
Read More...

ବଦଳିଲା ଟ୍ରେଣ୍ଡ : ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଆଗରେ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି । ଆସିଲା ନବମ ରାଉଣ୍ଡ ଟ୍ରେଣ୍ଡ । ନବମ ରାଉଣ୍ଡ ଟ୍ରେଣ୍ଡରେ ଆଗରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ରହିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୫ହଜାର ୭୪୨ ଭୋଟ୍ ମିଳିଛି । ସେହିପରି ସୁରଜ ସୂର୍ଯ୍ୟବଂଶୀଙ୍କୁ ୫ହଜାର ୧୬,…
Read More...

କଂଗ୍ରେସ ପରେ ହିମାଚଳ ପାଇଁ ବିଜେପି ଜାରିକଲା ସଂକଳ୍ପ ପତ୍ର, ୮ଲକ୍ଷ ଚାକିରି ସହ ୫ ମେଡିକାଲ କଲେଜ

କନକ ବ୍ୟୁରୋ : ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ରହିଛି । ଏନେଇ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି…
Read More...

ଧାମନଗରରେ ଆଗେଇ ଚାଲିଛି ବିଜେପି : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିଠୁ ୫,୨୦୦ ଭୋଟରେ ଆଗୁଆ ବିଜେପି

କନକ ବ୍ୟୁରୋ : ଧାମନଗର ବାଜି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡରେ ୯୦୮ ଭୋଟରେ ଆଗୁଆ ବିଜେପି, ୭ମ ରାଉଣ୍ଡ ଶେଷ ସୁଦ୍ଧା ୫୨୦୦ ଭୋଟରେ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ରହିଛନ୍ତି । ୭ମ ରାଉଣ୍ଡରେ ବିଜେପି ଆଗୁଆ ଧାମନଗର…
Read More...

ଡେଟିଙ୍ଗ୍ ଆପରେ ସାକ୍ଷାତ, ପରେ ଦୁଷ୍କର୍ମ ; ସାମ୍ନାକୁ ଆସିଲା ଶ୍ରୀଲଙ୍କା ଖେଳାଳିଙ୍କ ମାମଲାର ପୁରା କାହାଣୀ ।

କନକ ବ୍ୟୁରୋ: ସାମ୍ନାକୁ ଆସିଛି ସିଂହଳି କ୍ର୍ରିକେଟର ଦନୁଷ୍କା ଗୁନାଥିଲାକାଙ୍କ ଦୁଷ୍କର୍ମ ମାମଲାର ପୁରା କାହାଣୀ । ଏହି ଘଟଣାରେ ଦନୁଷ୍କାଙ୍କୁ ଗିରଫ କରାଯିବା ପରେ ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ପୁରା ଘଟଣାବଳୀକୁ କହିଛି । ଟି-୨୦ ବିଶ୍ୱ କପର ସେମିଫାଇନାଲ ସ୍ପଟ୍ ସମୀକରଣକୁ ନେଇ କ୍ରିକେଟ…
Read More...

ଧାମନଗର ବାଜି : ଭୋଟ୍ ପ୍ରତିଶତ କମିବା କାହାକୁ ଦେବ ଫାଇଦା? ବିଜେଡିର ବିକାଶ ନାରା କାମ ଦେବ? ନା ଭାରି ପଡିବ ବିଜେପିର…

କନକ ବ୍ୟୁରୋ : ସମସ୍ତ ଆକଳନ ଉପରୁ ପରଦା ହଟେଇବ ରେଜଲ୍ଟ । କିଏ ମାରିବ ଧାମନଗର ବାଜି ? ବିଜେପି ଆସନ ବଜାୟ ରଖିବ ? ନା ବିଜେପି ହାତରୁ ଆସନ ଛଡାଇ ନେବ ବିଜେଡି ? ସ୍ୱାଧୀନ ପ୍ରାର୍ଥୀ ବଦଳାଇବେ କି ବିଜେଡି ଅଙ୍କ ? ୨୦୨୪ ପୂର୍ବରୁ ଜନମତର ସଙ୍କେତ ମିଳିବ କି ? ପୂର୍ବ ତୁଳନାରେ ଭୋଟ୍ ପ୍ରତିଶତ…
Read More...

ଗୁରୁତର ‘ଭେଷ୍ଟିବୁଲାର ହାଇପୋଫଙ୍କସନ୍’ ରୋଗରେ ଆକ୍ରାନ୍ତ ବରୁଣ ଧୱନ୍ । କ’ଣ ଏହାର ଲକ୍ଷଣ?

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ବରୁଣ ଧୱନ୍ ନିଜ ଅସୁସ୍ଥତାକୁ ନେଇ ମୁହଁ ଖୋଲିଛନ୍ତି । ସେ ବିରଳ ‘ଭେଣ୍ଟିବୁଲାର ହାଇଫୋପଙ୍କସନ୍’ ନାମକ ଗୁରୁତର ରୋଗରେ ପୀଡିତ ଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ‘ଭେଷ୍ଟିବୁଲାର ହାଇଫୋପଙ୍କସନ୍’ ରୋଗରେ ରୋଗୀର ଶରୀରର ସନ୍ତୁଳନ ବିଗିଡିଯାଏ ।…
Read More...

ଧାମନଗର ବାଜି : କ’ଣ କହୁଛି ଟ୍ରେଣ୍ଡ ? ୪ର୍ଥ ରାଉଣ୍ଡ ସୁଦ୍ଧା କିଏ ଆଗରେ କିଏ ପଛରେ ?

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଏହାରି ଭିତରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗେଇ ଚାଲିଛି । ମୋଟ ୪ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୩୨୬୧…
Read More...

ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ : କହିଲେ ମୁଁ ନିମିତ ମାତ୍ର, ନିର୍ବାଚନ ଲଢୁଛନ୍ତି…

କନକ ବ୍ୟୁରୋ : ଭଦ୍ରକ ବାଶୁଳି ମନ୍ଦିରରେ ପୂଜାଚ୍ଚନା କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । କହିଲେ ମୁଁ ନିମିତ ମାତ୍ର, ନିର୍ବାଚନ ଲଢୁଛନ୍ତି ଧାମନଗରବାସୀ । ଫଳାଫଳ ଯାହା ବି ଆସୁ ମୁଁ ତାକୁ ସମ୍ମାନ ଜଣାଇବି । ତେବେ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ମିଳିପାରେ ଅନୁକମ୍ପା ଭୋଟ୍ ।…
Read More...

ଧାମନଗର ଉପ-ନିର୍ବାଚନ ଫଳାଫଳ : ତୃତୀୟ ରାଉଣ୍ଡ ସୁଦ୍ଧା କିଏ ଆଗରେ କିଏ ପଛରେ ?

କନକ ବ୍ୟୁରୋ : ଆସୁଛି ଧାମନଗର ଉପ-ନିର୍ବାଚନ ଫଳାଫଳ । ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୩ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୨୦୩୩ ଖଣ୍ଡ ଭୋଟରେ ଆଗରେ…
Read More...