ବଦଳିଲା ଟ୍ରେଣ୍ଡ : ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଆଗରେ

508

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି । ଆସିଲା ନବମ ରାଉଣ୍ଡ ଟ୍ରେଣ୍ଡ । ନବମ ରାଉଣ୍ଡ ଟ୍ରେଣ୍ଡରେ ଆଗରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ରହିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୫ହଜାର ୭୪୨ ଭୋଟ୍ ମିଳିଛି । ସେହିପରି ସୁରଜ ସୂର୍ଯ୍ୟବଂଶୀଙ୍କୁ ୫ହଜାର ୧୬, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୪୧୦ ଭୋଟ୍ ଏବଂ କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୩୨୦ ଭୋଟ୍ ମିଳିଛି । ତେବେ ନୋଟାରେ ୩୩୭ ଖଣ୍ଡ ଭୋଟ୍ ପଡିଛି ।