Browsing Category

ନ୍ୟୁଜ୍

ଦୋଷ ମାନିଲା ସଇତାନ ପ୍ରେମିକ: ରାଗକୁ ଆୟତ କରିନପାରି ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିିଥିବା ସ୍ୱିକାର କଲା ଅଫତାବ

କନକ ବ୍ୟୁରୋ: ଦିଲ୍ଲୀ ସାକେତ କୋର୍ଟରେ ହାଜର ହୋଇ ଜଜ୍ଙ୍କ ସାମ୍ନାରେ ନିଜ ଦୋଷ ସ୍ୱିକାର କରିଛି ଦିଲ୍ଲୀ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ କୋର୍ଟରେ ବଡ଼ ସ୍ୱୀକାରୋକ୍ତି କରିଛି । ଶ୍ରଦ୍ଧାକୁ ହିଟ୍ ଅଫ୍ ଦି…
Read More...

ଜୋରନ୍ଦା ମହିମାଗାଦିରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବତୀ ମନ୍ଦିର ,ଧୂଳିସାତ ହେଲା ଧୁନିମନ୍ଦିର ଓ ବାବାଙ୍କ…

କନକ ବ୍ୟୁରୋ: ମହିମା ଗାଦିରେ ବୁଲିଲା ବୁଲଡୋଜର । ଧୂଳିସାତ ହେଲା ଧୂନିଘର । ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ଜବର ଦଖଲ ଉଚ୍ଛେଦ ହୋଇଛି । ଯୋରନ୍ଦା ମହିମା ମୁଖ୍ୟ ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢା ଭିତରେ କୌପିନ ସମାଜ ତାଙ୍କର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର…
Read More...

ଧାନ ଉଠାକୁ ନେଇ ବଡ଼ ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି, ଜବାବ ରଖିଲା ବିଜେଡି ।

କନକ ବ୍ୟୁରୋ: ଉଠିଲା ଧାନ, ପଦ୍ମପୁରରେ କମ୍ପନ । ବିଳମ୍ବରେ ହେଲେ ସୁଦ୍ଧା ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ବଡ ଧରଣର ରାଜନୀତି ମୁଣ୍ଡ ଟେକିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବାରମ୍ବାର ଧାନ ସଂଗ୍ରହର ତାରିଖ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରିଛି ବିଜେପି ।…
Read More...

ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକଙ୍କୁ ଧମକ । ବନ୍ଧୁକଧାରୀ ଯୁବକଙ୍କ ଧମକ ପରେ ବିଜେଡି-ବିଜେପି…

କନକ ବ୍ୟୁରୋ: ଗୁଳିର ଜବାବ ଗୁଳିରେ ଦିଆଯିବ । ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ଫେସବୁକରେ ନେତାଙ୍କୁ ଧମକ । ବିଜେଡି ବିଧାୟକ ତଥା ପଦ୍ମପୁର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସୁଶାନ୍ତ ସିଂଙ୍କୁ ଏଭଳି ଧମକ ଦିଆଯାଇଛି ।  ଧମକ ଦେଇଥିବା ଯୁବକଙ୍କ ନାଁ ହେଉଛି ପିଙ୍କୁ କାମ୍ପା । ପିଙ୍କୁ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତେରେଛା ବାଣ । ସ୍ୱାସ୍ଥ୍ୟ ଓ କୃଷି ମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ପଢନ୍ତୁ,…

କନକ ବ୍ୟୁରୋ: ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆକ୍ରମଣାତ୍ମକ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇନପୁଟ ସବସିଡି, ରେଳ ପ୍ରକଳ୍ପ, ଦାଦନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
Read More...

ଅର୍ଚ୍ଚନା ପ୍ରସଙ୍ଗରେ କମ୍ପିବ ବିଧାନସଭା ଶୀତ ଅଧିବେଶନ । ଶାସକ ଦଳକୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି । ବିଜେପି…

କନକ ବ୍ୟୁରୋ: ଓଡିଶା ବିଧାନସଭାକୁ ଉଷ୍ମ କରିବ ଅର୍ଚ୍ଚନା ପ୍ରସଙ୍ଗ । ଆସନ୍ତା ଗୁରୁବାରରୁ ବିଧାନସଭାର ଶୀତ ଅଧିବେଶନ ବସିବାକୁ ଯାଉଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଏଥର କଂଗ୍ରେସର ମୁଖ୍ୟ ମୁଦ୍ଦା ରହିଛି ଅର୍ଚ୍ଚନା ନାଗ ମାମଲା । ସେହିପରି…
Read More...

ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗୁଡେଇ ତୁଡେଇ ପ୍ରଶ୍ନ କଲେ ଇଡି ଅଧିକାରୀ । କାଲି ହାଜର…

କନକ ବ୍ୟୁରୋ: ଶେଷରେ ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ବ୍ୟକ୍ତିଗତ ଭାବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର କଣ ଥିଲା ସମ୍ପର୍କ? କିପରି ତାଙ୍କୁ ବ୍ଲାକମେଲ…
Read More...

ବିବାହ କଲେ ବୈଜ୍ଞାନିକ ଶେଷ କିଶାନ, ଜର୍ମାନୀରେ ଗବେଷଣା କରି ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ।

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲେ ଯୁବ ବୈଜ୍ଞାନିକ ଶେଷ କିସାନ । ବାଲିଆପାଳର ଝିଅ ଜୟଶ୍ରୀଙ୍କୁ ସେ ବିବାହ କରିଛନ୍ତି ଶେଷ । ବାଜା ବାଣ ରୋଷଣୀରେ ବରବେଶରେ ଯାଇ ଜୟଶ୍ରୀଙ୍କୁ ବିବାହ କରିଛନ୍ତି ଜର୍ମାନୀ ବୈଜ୍ଞାନିକ । ବେଶ ଧୂମଧାମରେ ତାଙ୍କର ବାହାଘର ହୋଇଛି । ବାପା ମା’ଙ୍କୁ…
Read More...

ରେଡ୍ କାରପେଟରେ ଚାଲିଲେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ର କଳାକାର । ଆଜି ଆନ୍ତର୍ଜାତୀୟ ଚଳଚ୍ଚିତ୍ର…

କନକ ବ୍ୟୁରୋ: ଆଉ ଅଳ୍ପ ସମୟ ପରେ ଗୋଆର ରାଜଧାନୀ ପଞ୍ଜିମର ଆଇନକ୍ସରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର "ପ୍ରତୀକ୍ଷା" । ଏଥିପୂର୍ବରୁ ସନ୍ଧ୍ୟା ୫ଟା ବେଳେ ପ୍ରତୀକ୍ଷା ଟିମ ରେଡ କାରପେଟରେ ଚାଲିବା ସହ ମିଡ଼ିଆକୁ ଚଳଚ୍ଚିତ୍ର ସମ୍ପର୍କରେ ଉଦବୋଧନ ଦେଇଥିଲେ । ଅନୁପମ ପଟ୍ଟନାୟକଙ୍କ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ଜବାବ ରଖିଲା ବିଜେଡି । ସସ୍ମିତ କହିଲେ, ଓଡ଼ିଶାର ଚାଷୀଙ୍କୁ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ଜବାବ ରଖିଛି ବିଜେଡି । ସାଂସଦ ସସ୍ମିତ ପାତ୍ର ପ୍ରେସମିଟ କରିଛନ୍ତି ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି । ୨୦୧୪ରେ ସରକାରକୁ ଆସିଲେ ଏମଏସପି ଦେଢଗୁଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି, ଚାଷୀଙ୍କ ଆୟାକୁ…
Read More...